ମୟୁର ପଙ୍ଖର ଏହି ପାଞ୍ଚୋଟି ଉପାୟ କରିକି ଦେଖନ୍ତୁ ,ଘରେ ହେବ ପ୍ରବଳ ଧନର Barsha ଆପଣଙ୍କୁ କୋଟିପତି ହେବାରୁ କେହିବି ଅଟକାଇ ପାରିବେ ନାହିଁ |

ନମସ୍କାର ଦର୍ଶକବନ୍ଧୁ ନିଜର ଭାଗ୍ୟର ପରିବର୍ତ୍ତନ ଯୋଗୁଁ ମୟୁର ପରକୁ ଘରର ଏହି ଜାଗାରେ ରଖନ୍ତୁ ଏହା ଦ୍ୱାରା ଆପଣଙ୍କ ହୋଇଯିବ ସବୁ ସମସ୍ୟାର ସମାଧାନ ଯେଉଁ ଲୋକମାନେ ଘରେ ମୟୁର ପଙ୍ଖ ରଖିଛନ୍ତି ତାଙ୍କ ଘର ଉପରେ ସବୁ ଦେବୀ ଦେବତାଙ୍କ କୃପା ସର୍ବଦା ରହିଥାଏ ଆସନ୍ତୁ ଜାଣିବା ଏହା ଉପରେ ଜଡ଼ିତ ଥିବା କିଛି ରୋଚକ ତଥ୍ୟ |ଭଗବାନ ଶ୍ରୀକୃଷ୍ଣ ତାଙ୍କ ମସ୍ତକରେ ସବୁବେଳେ ମୟୁର ପର ଧାରଣା କରି ଥାଆନ୍ତି ସେଥିପାଇଁ ଏହାକୁ ପୂଜନୀୟ ଏବଂ ପବିତ୍ର ବିଚାର କରାଯାଏ |

ମୟୁର ପର ଦ୍ୱାରା ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମୟୁର ପରର କେତେକ ଭଲ ଉପକାରୀ ପର ବିଷୟରେ କୁହାଯାଇଛି |ଯଦି ଗୃହରେ ଉଚିତ ଭାବରେ ମୟୁର ପରକୁ ରଖାଯାଏ ତେବେ ତାହା ଶୁଭ ଫଳ ପ୍ରଦାନ କରିଥାଏ ଦେଖନ୍ତୁ ଯଦି କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେଉ ହେଉ ରହି ଯାଉଥାଏ କିମ୍ବା ବହୁତ ସମୟ ଧରି କାମ ଅଟକି ରହିଅଛି ତ ଆପଣଙ୍କ ବେଡ଼ ରୁମ ପୂର୍ବ ଦକ୍ଷିଣ ଦିଗରେ ମୟୁର ପର ଲଗାନ୍ତୁ |

ଏହା ଦ୍ୱାରା ଅଟକି ରହିଥିବା କାର୍ଯ୍ୟ ପୂରଣ ହେବାର ସମ୍ଭାବନା ରହିଛି |ଯଦି ଆପଣଙ୍କ ଟଙ୍କା ଅଟକି ରହି ଯାଇଛି ତାହା ଵ୍ୟାପାସ ଆସିବାର ଯୋଗ ରହିଅଛି ଦ୍ୱିତୀୟ ଉପାୟଟି ରହିଛି ଘରେ କିମ୍ବା ଦୋକାନରେ ଦକ୍ଷିଣ ପୂର୍ବ ଦିଗରେ ମୟୁର ପର ଲଗାନ୍ତୁ ଏହା ଦ୍ୱାରା ଘର ହେଉ କିମ୍ବା ଦୋକାନ ହେଉ ସେହି ସ୍ଥାନରେ ନକାରାତ୍ମକ ତା ଦୂର ହୋଇଥାଏ |

ତୃତୀୟ ଉପାୟଟି ରହିଛି ଘରର ମେନ ଗେଟ ଆଗରେ ତିନୋଟି ମୟୁର ପର ସ୍ଥାପନ କରନ୍ତୁ ଏବଂ ତାତଳେ ଘରର ଏକ ଛୋଟ ଫୋଟ ସ୍ଥାପନ କରନ୍ତୁ |ଏହା ଦ୍ୱାରା ଘରର ସବୁ ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ |

ଚତୁର୍ଥ ଉପାୟଟି ରହିଛି ଯେଉଁ ବ୍ୟକ୍ତିର ଘରର ମୁଖ୍ୟ ଦ୍ୱାରରେ ଘରର ମୟୁର ପଙ୍ଖ ଥାଏ ତାଙ୍କର ପ୍ରାୟତଃ ସବୁ କାର୍ଯ୍ୟ ସଫଳ ହୋଇଥାଏ |ତାହା ସହିତ ସବୁ ନିଜର ଡାଇରୀରେ ମୟୁର ପଙ୍କ ରଖନ୍ତୁ ଏହାକୁ ଖୁବ ଶୁଭ ବିଚାର କରାଯାଏ |

Leave a Reply

Your email address will not be published. Required fields are marked *