ଏବେ ଏବେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ,ସରକାର କଲେ ଏମିତି ଘୋଷଣା ,ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଡେରି ନକରି ଜାଣିବା |ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ଏଣିକି ପ୍ରାଥମିକ ବିଦ୍ୟାଳୟରେ ସ୍ୱାଭାବିକ ହେବ ପାଠପଢା ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି ପରେ ଆନ୍ଦୋଳନ ସ୍ଥଗିତ ପରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନ ନିଷ୍ପତି ହୋଇଛି |

ଏନେଇ ଫେଡେରେସନ ମହା ସଚିବ ଚାରୁଲତା ମହାପାତ୍ର ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି |ଶ୍ରୀମତୀ ମହାପାତ୍ର କହିଛନ୍ତି ସୋମବାର ମନ୍ତ୍ରୀ ସ୍ତରୀୟ ବୈଠକରେ ପ୍ରାଥମିକ ଶିକ୍ଷକ ମାନଙ୍କୁ ତିନି ଦଫା ଦାବି ସମ୍ପର୍କରେ ଆଲୋଚନା କରା ଯାଇଥିଲା |ଦାବି ପୂରଣ ପାଇଁ କମିଟି ପ୍ରତିଶୃତି ଦେବା ସହ ଏଥିପାଇଁ ମାଗିଥିଲେ |

ପ୍ରବେଶ ସମୟରେ ଡ୍ରେଡ଼ ପେ ଚାରି ବର୍ଷ ଏବଂ ଛଅ ବର୍ଷ ମୂଳ ଚାକିରୀର ଗଣନା ସହ ନୋସନାଲ ଇଙ୍କ୍ରିମେଣ୍ଟ ପ୍ରଦାନ ବିଷୟରେ ପୁଙ୍ଖନୁପୁଙ୍ଖ ଆଲୋଚନା କରା ଯାଇଥିଲା ଏହି ଅବସରରେ ଗଣ ଶିକ୍ଷା ବିଭାଗର ସଚିବ କହିଛନ୍ତି କ୍ୟାଡରରେ ଅନେକ ଅସଙ୍ଘତି ରହିଛି |

ଏହାକୁ ସଜାଡ଼ିବା ପାଇଁ ସମୟ ଦରକାର ସେହିଭଳି ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟିର ଅଧ୍ୟକ୍ଷ ତଥାତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସବିଶେଷ ଆଲୋଚନା କରିଥିଲେ ଶିକ୍ଷକ ମାନଙ୍କ ଦାବି ଖୁବ ଶୀଘ୍ର ପୂରଣ ହେବ ବୋଲି ପଦକ୍ଷେପ ଗ୍ରହଣ ହେବ ବୋଲି କହିଥିଲେ |ଏଥି ସହ କଳା କ୍ରୀଡ଼ା ଶିକ୍ଷକ ମାନଙ୍କୁ ଦାବିକୁ ବିଚାରକୁ ନିଆଯିବ ବୋଲି ଅଧ୍ୟକ୍ଷ କହିଥିବା ସଙ୍ଘ ଦର୍ଶାଇଛି |

Leave a Reply

Your email address will not be published. Required fields are marked *