ନମସ୍କାର ଦର୍ଶକବନ୍ଧୁ ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ ସିଂହ ଗୋଟିଏ ଓଭରରେ ମାରିଥିଲେ ଛଅଟି ଛକା ଇଂଲଣ୍ଡ ବୋଲର ଷ୍ଟ୍ରଟ ବୋର୍ଡଙ୍କର ହଜାଇ ଦେଇଥିଲେ ନିଦ ଆଉ ବିଶ୍ୱ କ୍ରିକେଟରେ କରିଥିଲେ ନୂଆ କୀର୍ତ୍ତିମାନ ମାତ୍ର 12 ଟି ବଲରେ ଖେଳିଥିଲେ ବିସ୍ପୋରକ ପାରି ବର୍ଷ 2007 ICC ପକ୍ଷରୁ ଆୟୋଜନ ହୋଇଥିଲା ଟିଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ସଂସ୍କରଣ ସାଉଥ ଆଫ୍ରିକାରେ ଖେଳା ଯାଉଥିଲା ଟିଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ସଂସ୍କରଣ ଲିଗ ପର୍ଯ୍ୟାୟରେ ଏକ ମ୍ୟାଚରେ ଭାରତ ସହିତ ତାଙ୍କର ଥିଲା |
ମୁକାବିଲା ଏହି ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଙ୍ଗ କରି 218 ରନ କରିଥିଲା ଯେଉଁଥିରେ ବୀରେନ୍ଦ୍ର ସେହବାଗଙ୍କ 68 ରନ ,ଗୌତମ ଗମ୍ଭୀରଙ୍କ 58 ରନ ,ଯୁବରାଜ ସିଂହ 58 ରନର ପାରି ଖେଳିଥିଲେ କିନ୍ତୁ ମ୍ୟାଚର 19 ତମ ଓଭରରେ ଦେଖିବାକୁ ମିଳିଥିଲା ରୋମାଞ୍ଚକର |18 ତମ ଓଭର ଶେଷ ପରେ ଆଣ୍ଡ୍ରିୟୁ ଫ୍ଲିଣ୍ଟ ଅଫ ଯୁବରାଜ ସିଂହଙ୍କ ମଧ୍ୟରେ କିଛି ବାକ ଯୁଦ୍ଧ ହୋଇଥିଲା ଯାହାର ପ୍ରଭାବ 19 ତମ ଓଭରରେ ଦେଖିବାକୁ ମିଳିଥିଲା |
ଇଂଲଣ୍ଡର ସେତେବେଳେ ଯୁବ ବୋଲର ଷ୍ଟ୍ରଟ ବୋର୍ଡଙ୍କ ଓଭରରେ 6 ଟି ବଲରେ ମାରିଲେ 6 ଟି ଛକା ଯାହାକି ସେତେବେଳେ ଥିଲା ବିଶ୍ୱ ରେକର୍ଡ ଏପରିକି ଟ୍ୱିଟ୍ୱେଣ୍ଟି କ୍ରିକେଟରେ 6 ଟି ବଲରେ 6 ଟି ଛକା ମାରିବାରେ ଏହା ଥିଲା ପ୍ରଥମ ଘଟଣା ତାପରେ ବି ଥମି ନଥିଲା ବି ଯୁବରାଜଙ୍କ ସିଂହଙ୍କ ବ୍ୟାଟ ମାତ୍ର 12 ଟି ବଲରେ ହାସଲ କରିଥିଲେ |
ଅର୍ଦ୍ଧ ଶତକ ଶେଷରେ 16 ଟି ବଲରେ ଖେଳିଥିଲେ 58 ରନର ବିସ୍ପୋରକ ପାରି ଆଉ ଏଥିରେ ସାମିଲ ଥିଲା 7ଟି ଛକା ତିନୋଟି ଚୌକା 362 ରନର ଷ୍ଟ୍ରାଇକ ରେଟରେ ଯୁବରାଜ ଏହି ରନ ହାସଲ କରିଥିଲେ |ଏହି ମ୍ୟାଚ 16 ବର୍ଷ ବିତିଗଲାଣି ତଥାପି ଯୁବରାଜ ସିଂହଙ୍କ ରେକର୍ଡ ରହିଛି ଜଣେ ଭାରତୀୟ ଯୁବ ଷ୍ଟାର ଏଭଳି କାରନାମା କରିବାରେ ସଫଳ ହୋଇଥିଲେ