Ajira anuchinta :ଏହି ସବୁ ଲକ୍ଷଣ ଆପଣଙ୍କ ସ୍ତ୍ରୀ ମୁହଁରେ ଥିଲେ ,ଜାଣନ୍ତୁ ତାଙ୍କର ଚରିତ୍ର କିପରି ହୋଇଥାଏ ,ପୁରୁଷ ଲୋକମାନେ ଥରେ ନିଶ୍ଚୟ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଜାଣିବା ଉପଯୋଗୀ ଅଟେ | ପ୍ରଥମେ ଯେଉଁ ମହିଳାମାନଙ୍କ ଆଖି ଟେରି ହୋଇଥାଏ ସେହି ମହିଳା ମାନେ ଦୁନିଆରେ କିଛି ଖୋଜି ନଥାନ୍ତି |ଯେଉଁ ମହିଳା ମାନଙ୍କ ଚକ୍ଷୁ ବିରାଡ଼ି ଆଖି ଭଳି ସେହି ମହିଳା ମାନେ ହତ ଭଗିନୀ ହୋଇ ଥାଆନ୍ତି |ଯେଉଁ ମହିଳା ମାନଙ୍କ ମୁଖ ଗୋଲାକାର ସେହି ମହିଳା ମାନେ ଜୀବନରେ ବହୁତ ଧନଵାନ ହୁଅନ୍ତି |

ଯେଉଁ ମହିଳା ମାନଙ୍କ ମୁହଁରେ କେବେ ହସ ପ୍ରକାଶ ପାଏ ନାହିଁ ସେ ଜୀବନରେ ଦୁଃଖ ଦାରିଦ୍ର୍ୟରେ ସମୟ କାଟନ୍ତି ଯେଉଁ ମହିଳାମାନଙ୍କ କଟି ସରୁ ଏବଂ ଧନ ସରୁ ସେହି ମହିଳା ମାନେ ଦୁଶ୍ଚରିତ୍ରା ହୋଇ ଥାଆନ୍ତି |ଯେଉଁ ମହିଳା ମାନଙ୍କ ଆଖି କୋଇଲି ଆଖି ପରି ସେହି ମହିଳା ମାନେ ସୁଲେଖିନି ହୋଇଥାଆନ୍ତି |

|ଯେଉଁ ମହିଳାଙ୍କ ଗାଲରେ ଟିମ୍ପଲ ହୋଇଥାଏ ସେହି ସ୍ତ୍ରୀଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ ଏବଂ ରୋମାଣ୍ଟିକ ହୋଇଥାଆନ୍ତି କିନ୍ତୁ ତାଙ୍କ ଉପରେ ଭରସା କରାଯାଇ ପାରିବ ନାହିଁ |ଯେଉଁ ସ୍ତ୍ରୀ ମାନଙ୍କ ଡାହାଣ ଗାଲ ଛୋଟ ହୋଇଥାଏ ସେହି ସ୍ତ୍ରୀ ମାନଙ୍କ ସ୍ୱାମୀର ମୃ-ତ୍ୟୁ ଆଗେ ହୋଇଥାଏ ଏହିପରି ସ୍ତ୍ରୀଙ୍କ କୋମଳତା ସହ ସାହସ ମଧ୍ୟ ଥାଏ |

ଯେଉଁ ସ୍ତ୍ରୀ ମାନେ ହସିବା ସମୟରେ ଗାଲ ଗୁଡ଼ିକ ଅଧିକ ଫୁଲକା ଦେଖାଯାଏ ସେହିଭଳି ସ୍ତ୍ରୀ ଲୋକମାନେ 35 ବର୍ଷ ପାଖାପାଖି ବିଧବା ରହିବାର ଆଶଙ୍କା ରହିଥାଏ ଏହି ସ୍ତ୍ରୀ ମାନଙ୍କ ଜୀବନ ସବୁବେଳେ ପରିଶ୍ରମ କରିବାରେ ବ୍ୟସ୍ତ ଥାଏ 50 ବର୍ଷ ପରେ ହିଁ ଏମାନଙ୍କୁ ସୁଖ ପ୍ରାପ୍ତି ହୋଇଥାଏ |

ଯେଉଁ ସ୍ତ୍ରୀ ହସିବା ସମୟରେ ଗାଲରେ ପିମ୍ପଲ ହୋଇଥାଏ ସେହି ସ୍ତ୍ରୀ ଶରୀର ତେଜ ଏବଂ ଜଲ୍ଦି ଜଲ୍ଦି କଥା କହିବା ଏବଂ ନିଜ କାମ ଦ୍ୱାରା ସମସ୍ତଙ୍କ ହୃଦୟରେ ବହୁତ ଶୀଘ୍ର ସ୍ଥାନ ବନାଇ ପାରନ୍ତି |ଯେଉଁ ମହିଳାମାନଙ୍କ ଗାଲ ଉଚ୍ଚ ଦେଖାଯାଏ ସେହି ମହିଳା ମାନେ ସ୍ୱଭାବରେ ସୁଲକ୍ଷିଣୀ ହୋଇଥାଆନ୍ତି |

Leave a Reply

Your email address will not be published. Required fields are marked *