School ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆସିଲା ଆଉ ଏକ ବଡ଼ ଖବର, ସରକାର କରିଲେ ବଡ଼ ଘୋଷଣା ,ଏହି ଦିନ ରହିବ ସ୍କୁଲ ଛୁଟି ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଏବେ ଏବେ ଆସିଲା ସରକାରଙ୍କ ବଡ଼ ଘୋଷଣା ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ନୂଆଖାଇ ପରଦିନ ସରକାର କଲେ ସ୍କୁଲ ଛୁଟି ଅର୍ଥାତ 21 ତାରିକ ଦିନ ସ୍କୁଲ ଛୁଟିକୁ ନେଇ ସରକାର ଘୋଷଣା କଲେ ଫଳରେ ଜନ ସାଧାରଣଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି |

ପଶ୍ଚିମାଞ୍ଚଳ ନୂଆଖାଇ ପର୍ବ ପାଳନ ଅବସରରେ ସମ୍ବଲପୁର ବରଗଡ଼ ଜିଲ୍ଲା ଏବଂ ସୁନ୍ଦରଗଡ଼ ଉପଖଣ୍ଡ ଜନ ସାଧାରଣ ଏବଂ ବିଭିନ୍ନ ସଙ୍ଘଟନ ପକ୍ଷରୁ ନୂଆଖାଇ ପରଦିନ ଅର୍ଥାତ ସେପ୍ଟେମ୍ବର 21 ତରିକକୁ ଛୁଟି ଦିବସ ଉପଲକ୍ଷେ ଛୁଟି ଘୋଷଣା ହେବ ବୋଲି ଦାବି କରାଯାଉ ଅଛି |

ଏହି ପରିପେକ୍ଷିରେ ଉତ୍ତରାଞ୍ଚଳରେ ରାଜସ୍ୱ ଡକ୍ଟର ସୁରେନ୍ଦ୍ର ଚନ୍ଦ୍ର ଦଳେଇ ରାଜ୍ୟ ସରକାରଙ୍କୁ ସମ୍ବଲପୁର ,ବରଗଡ଼ ଜିଲ୍ଲା ଏବଂ ସୁନ୍ଦରଗଡ଼ ଜିଲ୍ଲା ଉପଖଣ୍ଡରେ ଉକ୍ତ ଦିନଟିକୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ |

ପ୍ରସ୍ତାବକୁ ସହୃଦୟତା ସହିତ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲ ପୁର ବରଗଡ଼ ଜିଲ୍ଲା ଏବଂ ସୁନ୍ଦରଗଡ଼ ଉପଲକ୍ଷେ ସେପ୍ଟେମ୍ବର 21 କୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିବାକୁ ଉତ୍ତରାଞ୍ଚଳ ରାଜସ୍ୱ ଆଇନ ଅନୁମତି ପ୍ରଦାନ କରିଛନ୍ତି |ଅନୁମତି ଅନୁସାରେ ଉତ୍ତରାଞ୍ଚଳ ରାଜସ୍ୱ ଏହି ଦିନକୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିଛନ୍ତି |

Leave a Reply

Your email address will not be published. Required fields are marked *