ନମସ୍କାର ଦର୍ଶକବନ୍ଧୁ ଏହି ପ୍ରେମୀ ଯୁଗଳ ଏକ ବଣ ଭିତରେ ପଶି ଏପରି କିଛି କାମ କରୁଥିଲେ ଯାହାକି ଦେଖି ଦେଲେ ଆଖ ପାଖ ରାସ୍ତାରେ ଦେଇ ଯାଉଥିବା ଲୋକେ |ପ୍ରେମିକ ଜଣକ ପ୍ରେମିକାର ଡ୍ରେସ ଖୋଲିଦେଇ ଏକ ଗଛ କଣରେ ରଖିଥିଲେ ସେଠାରେ କିଛି ଲୋକେ ଯାଉଥିବାରୁ ତାଙ୍କୁ ପାଟି ଶୁଭିଲା ଏବଂ ଶବ୍ଦ ବାରି ବାରି ଆସି ପହଁଚିଗଲେ ସେହି ଜାଗାରେ ଏମାନଙ୍କ ଏଭଳି ଉ-ଲ-ଗ୍ନ ଅବସ୍ଥା ଦେଖି ଗଛରେ ଥିବା ଡ୍ରେସକୁ ଧରି କହିଲେ ଏଠି ତୁମେ ଏଭଳି କାମ କରୁଚ ଖରାପ ଲାଗୁ ନାହିଁ ଆଜି ତୁମକୁ ପୋଲିସରେ ଡାକି ଦେଲେ ତୁମେ ଠିକିବ |
ଲୋକେ ଏଭଳି କହିବାରୁ କହୁଛନ୍ତି ଆମ ମନ ହେଲା ଆମେ କରିବୁ ଆମ ଯାହା କରୁ ତୁମେ କିଏ କହିବାକୁ ଆମର ବୟସ ହେଇନି କି ଆମକୁ ଧରୁଛ |ପ୍ରେମିକ ପ୍ରେମିକା କହୁଛନ୍ତି ଆମେ ତ ଲୁଚିକି କରୁଚୁ ଦେଖେଇକି ତ କରୁନୁ ତୁମେ ଆମକୁ ଆସି ହଇରାଣ କରୁଚ ଓଲଟା କିଳା ତୁମକୁ ଦେଇ ଦେବି ଯେ ବାମ୍ଫ ନେଉଥିବ ଭିଡିଓ କରିକି କଣ ଆମକୁ ଡରଉଛ |
ତୁମେ ଏପରି କାର୍ଯ୍ୟ କରି ପାରୁନା ବୋଲି ଆମ ପାଖକୁ ଦୌଡ଼ି ଆସିଛ ଏଭଳି କଥା କହୁଛନ୍ତି ଏହି ଯୁବକ ଯୁବତୀ |ଆମ ଘର ଲୋକମାନେ ଜାଣିଛନ୍ତି ଯେତେ ଭାଇରଲ କରୁଚ କର ଆମର ଯେତେବେଳେ ଇଚ୍ଛା ହେବ ଆମେ ଏଭଳି ରାସଲୀଳା କରିବୁ ତୁମର କଣ ହୋଇଗଲା |ତୁମେ କିଏ ଆମକୁ କହିବାକୁ ହୋଟେଲ ଗଲେ ତ ପଇସା ଦେବାକୁ ପଡ଼ିବ ସେଥିପାଇଁ ତ ଆମେ ଏଠାକୁ ଆସିଲୁ ଆମେ ତ ମଜା ନେଉଛୁ ତୁମେ କଣ ପାଉଚ |
ତୁମେ ଖାଲି ଲୁଚି ଛପି ବ୍ଲାକମେଲ କରୁଚ କାହାକୁ ଦେ-ହ ସୁଖ ମାଗୁଛ ତ କାହାକୁ ଟଙ୍କା ସୁନା ମାଗୁଛ ମୋ ଡ୍ରେସ ମତେ ଦେଇ ଦିଅ ଆମକୁ ହଇରାଣ କର ନାହିଁ | ସୁଯୋଗ ମିଳିଲେ ଆଉ କାହା ପାଖରୁ ଝଡ଼େଇକି ନେଇ ଯାଉଛ |ଯାହା କରିବାର ଅଛି କର ଆମର ଢ଼ୋ ଏଭଳି କଥା କହୁଛନ୍ତି ଏହି ଯୁବକ ଯୁବତୀ |ବନ୍ଧୁଗଣ ଏଭଳି ଖରାପ କାର୍ଯ୍ୟ କରୁଥିବା ଯୁବକ ଯୁବତୀଙ୍କ ସଂଖ୍ୟା ଏତେ ବଢି ଗଲାଣି ଯେ କହିବାର ସୀମା ନାହିଁ |
|ଧରା ପଡ଼ିବା ପରେ ମଧ୍ୟ ଏମାନଙ୍କ ମୁହଁ ତୋଡ଼ କମୁନି ପ୍ରେମିକ ଚୁପ ରହିଥିବା ବେଳେ ପ୍ରେମିକା ଜଣକ ମୁହଁ ତୋଡ଼ ଯାଉନି |ନା ତା ମନରେ ଅଛି ଡର ନା କାହାକୁ ଭୟ |ଲୋକମାନେ କହୁଛନ୍ତି ଯେ ତୁମେ ମାନେ ଯଦି ଏଭଳି ହେବ ତାହେଲେ ତୁମ ତଳ ପିଢ଼ି ସବୁ କଣ ଶିଖିବେ ଜୀବନ ତୁମର ଅନ୍ଧକାର ହୋଇଯିବ ତୁମର ଯଦି ଏମିତି କାର୍ଯ୍ୟ କରିବାର ଇଛା ବାହା ହୋଇପଡ଼ |ଏଭଳି ଖରାପ କାର୍ଯ୍ୟ ସମାଜକୁ ଖରାପ କର ନାହିଁ