ଓଲିଉଡ଼ ଅଭିନେତ୍ରୀ ମାନଙ୍କର ସୁନ୍ଦରୀ ଭଉଣୀ ମାନଙ୍କୁ ଦେଖିଲେ ଆପଣଙ୍କ ଆଖି ଲାଖିଯିବ ,ସବୁଠାରୁ ବେଶୀ ସୁନ୍ଦର ଏହି ହିରୋଇନଙ୍କ ଭଉଣୀ ….

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଓଡ଼ିଆ ଫିଲ୍ମ ସବୁ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏଥିରେ ଅଭିନୟ କରୁଥିବା ହିରୋ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତେବେ ଆଜି ଆମେ ଆପଣଙ୍କୁ କହିବୁ ଓଲିଉଡ଼ ଇଣ୍ଡଷ୍ଟ୍ରିର ସବୁ ହିରୋଇନ ମାନଙ୍କ ବିଷୟରେ |

ପ୍ରଥମେ ଆସୁଛନ୍ତି ଓଲିଉଡ଼ର ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ତେବେ ଇଏ ହେଉଛନ୍ତି ଅର୍ଚ୍ଚିତାଙ୍କ ବଡ଼ ଭଉଣୀ ଯିଏ କି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଯାହାଙ୍କ ନାମ ହେଉଛି ଅର୍ପିତା ସାହୁ |

ଏହା ପରେ ନମ୍ବର 2 ରେ ଆସୁଛନ୍ତି ବର୍ଷା ପ୍ରିୟଦର୍ଶନୀ ତେବେ ଓଲିଉଡ଼ କୁଇନ ବର୍ଷାଙ୍କର ଦୁଇଜଣ ବଡ଼ ଭଉଣୀ ଅଛନ୍ତି ଯାହାଙ୍କୁ ଆପଣମାନେ ନିଶ୍ଚିତ ଭାବରେ ଦେଖିବାକୁ ପାଇଥିବେ |

ଏହା ପରେ ନମ୍ବର 3 ରେ ଆସୁଛନ୍ତି ସୂରିୟାମୟୀ ମହାପାତ୍ର ଯିଏ କି ଖୁବ ସମୟ ମଧ୍ୟରେ ଓଲିଉଡ଼ରେ ସୁନ୍ଦର ଅଭିନୟ କରି ଲୋକମାନଙ୍କ ମନ କିଣି ପାରିଛନ୍ତି |ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ସୂରିୟମୟୀଙ୍କ ଭଉଣୀ |

ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଓଲିଉଡ଼ର ଚୁଲବୁଲି ଅଭିନେତ୍ରୀ ରିୟା ଦେ ତେବେ ଗତ ଦିନ ମାନଙ୍କରେ ରିୟାଙ୍କ ବାହାଘର ହୋଇଛି ବୋଲି ଆପଣମାନେ ଜାଣିଥିବେ ତେବେ ଇଏ ହେଉଛନ୍ତି ରିୟାଙ୍କ ସୁନ୍ଦରୀ ଭଉଣୀ |

ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ସନମୀରା ନାଗେ ଯିଏ କି ସୁନ୍ଦର ଅଭିନୟ ପାଇଁ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ସନମୀରାଙ୍କ ଭଉଣୀ |

Leave a Reply

Your email address will not be published. Required fields are marked *