ମହିଳାମାନେ ଭୁଲରେ ପିନ୍ଧନ୍ତୁ ନାହିଁ ଏହି 5ଟି ଜିନିଷ ନଚେତ ସ୍ୱାମୀ ହୋଇଯିବେ କାଙ୍ଗାଳ ,ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ବିବାହିତ ମହିଳା ମାନେ କେଉଁ ସବୁ ଜିନିଷ ପିନ୍ଧିଲେ ସ୍ୱାମୀଙ୍କୁ କାଳ ପଡ଼ିଥାଏ ବା ସ୍ୱାମୀର ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇଥାଏ ଯାହା ଫଳରେ ସ୍ୱାମୀ ଦରିଦ୍ର ଏବଂ କାଙ୍ଗାଳ ହୋଇଥାଏ ତେଣୁ ନାରୀମାନେ ଏହା ଜାଣିରଖନ୍ତୁ ଏବଂ ପୁରୁଷ ମାନେ ଏହା କରିବାକୁ ଦିଅନ୍ତୁ ନାହିଁ ନଚେତ ହୋଇଯିବେ କାଙ୍ଗାଳ |ବନ୍ଧୁଗଣ ବିବାହ ହେଉଛି ଏକ ପବିତ୍ର ଏବଂ ଘନିଷ୍ଟ ସମ୍ପର୍କ ଅନେକ କୁହନ୍ତି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସ୍ୱର୍ଗରୁ ନିର୍ମିତ ହୋଇଥାଏ ତେଣୁ ସ୍ତ୍ରୀର ସବୁ ପ୍ରକାର ଶୁଭ ଅଶୁଭ ପ୍ରଭାବ ସ୍ୱାମୀ ଉପରେ ପଡ଼ିଥାଏ |ସ୍ତ୍ରୀର ଭୁଲ କାର୍ଯ୍ୟ ବା ପାପ କାର୍ଯ୍ୟ ସ୍ୱାମୀଙ୍କୁ ତଳି ତଳାନ୍ତ କରିଦିଏ ଜୀବନ ନଷ୍ଟ କରି ଦେଇଥାଏ |ଏଣୁ ସ୍ତ୍ରୀ ମାନେ ଏହି ପରି ଭୁଲ କରିଦେବା ଉଚିତ ହୋଇ ନଥାଏ ଯାହା ଫଳରେ ସ୍ୱାମୀର ଅନିଷ୍ଟ ହୋଇଥାଏ |

ବନ୍ଧୁଗଣ ବିବାହ ପରେ ସ୍ୱାମୀ ସ୍ତ୍ରୀ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି ପତ୍ନୀ ଏହିପରି ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଦୁଃଖ ଏବଂ ସମସ୍ୟାର ଭାଗିଦାରୀ ହୋଇଥାଏ ପତ୍ନୀ ପିନ୍ଧିଥିବା କେତେ ଗୁଡ଼ିଏ ଜିନିଷ ତାଙ୍କର ସ୍ୱାମୀକୁ କାଙ୍ଗାଳ ଏବଂ ବର୍ବାଦ କରି ଦେଇଥାଏ ଏବଂ ଦୁହେଁଙ୍କୁ ମଧ୍ୟ ଅଲଗା କରି ଦେଇଥାଏ |ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କ ସୁନ୍ଦରତାକୁ ବହୁତ ମାନ୍ୟତା ଦିଆଯାଇଛି ସେଥିପାଇଁ କେତେ ଗୁଡ଼ିଏ ଜିନିଷକୁ ଭୁଲ କିମ୍ବା ଅଶୁଭ ମାନି ଥାଆନ୍ତି |

ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହିସବୁ ଶୃଂଘାର କଣ ଯାହାକୁ ବିବାହିତ ମହିଳା ମାନେ ନାଇବା ଦ୍ୱାରା ସ୍ୱାମୀ ତଥା ପରିବାରର ଅନିଷ୍ଟ ହୋଇଥାଏ |ପ୍ରଥମେ ସୁନାର ଗହଣା ସୁନାର ଗହଣା ପ୍ରତ୍ୟକ ବିବାହିତ ନାରୀ ପାଇଁ ଶ୍ରେଷ୍ଠ ଏବଂ ମନ ପସନ୍ଦର ଶୃଂଘାର ହୋଇଥାଏ | ଏମିତି କିଛି ଅଳଙ୍କାର ରହିଅଛି ଯାହାକି ନାଇବା ଦ୍ୱାରା ସ୍ୱାମୀର ଅମଙ୍ଗଳ ହୋଇଥାଏ ତାହା ହେଉଛି ସୁନାର ପାଉଜି ଏବଂ ଅନ୍ୟଟି ହେଉଛି ସୁନାର ଝୁଣ୍ଟିଆ ଏହାକୁ ବିବାହିତ ନାରୀ ମାନେ ପାଦରେ ପିନ୍ଧିବା ଦ୍ୱାରା ଅଶୁଭ ହୋଇଥାଏ |

ଦ୍ୱିତୀୟରେ ଧଳା ଲୁଗା ଆଧୁନିକ ଯୁଗ ଅନୁସାରେ ନିଜର ଷ୍ଟାଇଲ ମେଣ୍ଟେନ କରିବା ପାଇଁ ଅନେକ ନାରୀ ଧଳା ଶାଢ଼ୀ ପିନ୍ଧି ଥାଆନ୍ତି ଯାହାକି ଵିଵାହିତ ନାରୀ ମାନଙ୍କ ପାଇଁ ଉଚିତ ହୋଇ ନଥାଏ ଏହା କରିବା ଦ୍ୱାରା ସ୍ୱାମୀର ମୃ-ତ୍ୟୁ କୁ ଆମନ୍ତ୍ରଣ କରିବା ସହିତ ସମାନ ହୋଇଥାଏ କେବଳ ଶାସ୍ତ୍ର ଅନୁସାରେ ବିଧବା ନାରୀ ମାନେ ଧଳା ବସ୍ତ୍ର ପିନ୍ଧିବା ଉଚିତ ହୋଇଥାଏ |ତୃତୀୟରେ ରହିଛି ମଙ୍ଗଳ ସୂତ୍ର ଏହା ହେଉଛି ବିବାହିତ ମହିଳାମାନଙ୍କ ପାଇଁ ବିବାହର ମଙ୍ଗଳ ସୂତ୍ର ଆଧୁନିକ ସମୟକୁ ତାଳ ଦେଇ ଅନେକ ବିବାହିତ ନାରୀ ମାନେ ମଙ୍ଗଳ ସୂତ୍ରକୁ ଗଳାରେ ଧାରଣ ନକରି ହାତରେ ଧାରଣ କରି ଥାଆନ୍ତି |

ଏହା କରିବା ସ୍ୱାମୀର ଅମଙ୍ଗଳ ହୋଇଥାଏ |ଜୀବନ ଏବଂ ଜୀବିକାରେ ବ୍ୟାଘାତ ସୃଷ୍ଟି କରିଥାଏ |ଚତୁର୍ଥରେ ହେଉଛି ସିନ୍ଦୁର ଯାହାକି ଏକ ବିବାହିତ ନାରୀର ସାଧକ ହେବାର ପରିଚୟ ଦେଇଥାଏ ଏବଂ ସ୍ୱାମୀକୁ ଦୀର୍ଘାୟୁ ହେବାରେ ସାହାଯ୍ୟ ହୋଇଥାଏ |ଆପଣ ନାଲି ରଙ୍ଗର ସିନ୍ଦୁରକୁ ଛାଡ଼ି ଆଉ କେଉଁ ରଙ୍ଗର ସିନ୍ଦୁରକୁ ପିନ୍ଧନ୍ତୁ ନାହିଁ ଯାହାକି ସ୍ୱାମୀର ଆୟୁଷକୁ କ୍ଷୀଣ କରିଥାଏ |

Leave a Reply

Your email address will not be published. Required fields are marked *