ନମସ୍କାର ଦର୍ଶକ ବନ୍ଧୁ ପବିତ୍ର ଗଣେଶ ପୂଜା ଉପଲଙ୍କେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭେଛା | ଆମ ହିନ୍ଦୁ ଧର୍ମରେ ପ୍ରଥମ ପୂଜ୍ୟ ଏବଂ ବୁଦ୍ଧିର ଦେବତା ପ୍ରଭୁ ଗଣେଶଙ୍କର ପୂଜା 10ଦିନର ପ୍ରମୁଖ ପର୍ବ ବର୍ଷରେ ଥରେ ଆସିଥାଏ ଯାହା ଗଣେଶ ଚତୁର୍ଥୀ ନାମରେ ନାମିତ ଅଟେ | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ପବିତ୍ର ଗଣେଶ ପୂଜା ଦିନ ଗାଈକୁ ଏମିତି କେଉଁ ଜିନିଷ ଖାଇବାକୁ ଦେଲେ ଘରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହୁଏ ଏବଂ ଧାନ ଜନିତ ସମସ୍ୟା ସବୁଦିନପାଇଁ ଦୂର ମଧ୍ୟ ହୋଇଯାଇଥାଏ |
ବନ୍ଧୁଗଣ ଆପଣମାନେ ଜାଣିଥିବେକି ପୁର୍ବଯୁଗରୁ ଚାଲିଆସିଛି ଗାଈକୁ ଆମେ କିଛିନାକିଛି ଅବଶ୍ୟ ଖାଇବାକୁ ଦେଇଥାଇ | ଗାଈକୁ ଆମ ସନାତନ ଧର୍ମରେ ଲକ୍ଷ୍ମୀସରୂପ ମାନାଯାଇଥାଏ କୁହାଯାଇଥାଏ କି ଗାଈର ସେବା କରିବା ଦ୍ୱାରା ଘର ପରିବାର ସୁଖୀ ରହିଥାଏ | ଯେଉଁ ଘରେ ଗାଈର ସେବା ଭଲ ମନରେ କରାଯାଇଥାଏ ସେଇଘରେ ମାତା ଲକ୍ଷ୍ମୀଙ୍କର କୃପା ସର୍ବଦା ବନିରହିଥାଏ | ହିନ୍ଦୁ ଧର୍ମରେ ଗାଈକୁ ରୁଟି ଖାଇବାକୁ ଦେବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ ଗାଈ ମଧ୍ୟରେ 33କୋଟି ଦେବତା ବାସକରିଥାନ୍ତି |
ତେବେ ଆପଣ ସକାଳୁ ଗାଈକୁ ଆପଣ ବନେଇଥିବା ପ୍ରଥମ ରୁଟି ଖାଇବାକୁ ଦିଅନ୍ତୁ ଦେବା ଦ୍ୱାରା ଆପଣଙ୍କୁ 33କୋଟି ଦେବଦେବୀଙ୍କର ଆସରିବାଦ ପ୍ରାପ୍ତ ହୋଇଥାଏ | ଗାଈଙ୍କୁ ଗୁରୁଗ୍ରହଙ୍କ ସହିତ ଯୋଡ଼ା ହୋଇଥାଏ ଏଥିପାଇଁ ଗୁରୁବାର ଦିନ ଗାଈଙ୍କୁ ଏକଚୁଟକୀ ହଳଦୀ ପକେଇ ଖୁଆଇବା ଦ୍ୱାରା ସୁଖ ସମୃଦ୍ଧି ଧନ ଆଦି ପ୍ରାପ୍ତ ହୋଇଥାଏ | ଯେଉଁ ଲୋକ ମାନସିକ ରୂପରେ ଚିନ୍ତିତ ଅଛନ୍ତି ସେହି ବ୍ୟକ୍ତି ଗାଈଙ୍କୁ ରୁଟିରେ କିଛି ଗୁଡ ଲଗେଇକି ଖାଇବାକୁ ଦେବା ଦ୍ୱାରା ନକାରାତ୍ମକ ଉର୍ଜା ଆସିଥାଏ ଏବଂ ମାନସିକ ଶାନ୍ତି ମିଳିଥାଏ |
କେବେ କେବେ ଆପଣଙ୍କ ଘରେ ଲମ୍ବା ସମୟଧରି ଶୁଭ କାର୍ଯ୍ୟ ହୋଇନଥାଏ ଏମିତିରେ ଆପଣ ଗାଈଙ୍କୁ ରୁଟି ଖାଇବାକୁ ଦିଅନ୍ତୁ ଗାଈର ମସ୍ତକକୁ ଛୁଇଁକରି ଆପଣଙ୍କର ମନକାମନା କୁହନ୍ତୁ ଏବଂ ପ୍ରଣାମ କରନ୍ତୁ ଦେଖିବେ ଆପଣଙ୍କର ସବୁ ମନକାମନା ପୁର୍ଣ ହେବ | ବନ୍ଧୁଗଣ ଗାଈକୁ ରୁଟିତ କେହିବି ଖାଇବାକୁ ଦେଇଥାନ୍ତି କିନ୍ତୁ ଏହି ରୁଟି ବସି ବିଲକୁଲ ହୋଇନଥିବା ଦରକାର ଗାଈଙ୍କୁ କେବେବି କୌଣସି ବସି ଜିନିଷ ଖୁଆଇବା ଅନୁଚିତ ହୋଇଥାଏ ଏହା ଦ୍ୱାରା ଗୋମାତାଙ୍କର ଅପମାନ ହୋଇଥାଏ ଏବଂ ସମସ୍ତ ଦେବୀ ଦେବତା ଆପଣଙ୍କର ଉପରେ ରୁଷ୍ଟ ହୋଇଥାନ୍ତି |