ଆଜିର ଅନୁଚିନ୍ତା : ଗଣେଶ ପୂଜାରେ ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ ,ନଚେତ ଆସିପାରେ ବାଧା ବିଘ୍ନ ,ଭୁଲରେ ବି କରନ୍ତୁ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ଦ୍ୱାରା ଯାହାକି ପୁରୁଷ ଏବଂ ମହିଳା ମାନେ ନିହାତି ଭାବରେ ଜାଣିବା କଥା ତେବେ ଆସନ୍ତୁ ଜାଣିବା | ପ୍ରଥମେ ନିଜର ତୁଳନା କେବେବି କାହା ସହିତ କରିବା ଉଚିତ ନୁହେଁ ଯେମିତି ହାତର ପାଞ୍ଚ ଆଙ୍ଗୁଠି ସମାନ ନଥାଏ ସେମିତି ସମସ୍ତଙ୍କ ଭାବନା ଏବଂ ଚିନ୍ତାଧାରା ସମାନ ହୋଇ ନଥାଏ |ଚରିତ୍ରରେ ମଇଳା ରଖି ଚେହେରାକୁ ଯେତେ ସଜାଇଲେ ମଧ୍ୟ ସେ ସୁନ୍ଦରତର କୌଣସି ମୂଲ୍ୟ ନଥାଏ କରବା ଆଇନ ଆଲୋକରେ ଚମକିଥାଏ |

ଅନ୍ଧାରରେ ନୁହେଁ ଭୁଲ ଜୀବନର ଗୋଟେ ପୃଷ୍ଠା ଅଟେ ଆଉ ସମ୍ପର୍କ ହେଉଛି ବହି ଯଦି ଦରକାର ପଡ଼େ ଭୁଲ ପୃଷ୍ଠା ଟିକୁ ଚିରି ଦିଅନ୍ତୁ କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ବହିଟିକୁ ନିଜ ଜୀବନରୁ ହଜାନ୍ତୁ ନାହିଁ |ଘରେ ଅଧିକ ପୁରୁଣା ଜୋତା ଚପଲ ରଖିବା ଉଚିତ ନୁହେଁ ଏହା ଦ୍ୱାରା ଅଶୁଭତ୍ବ ବୃଦ୍ଧି ହୋଇଥାଏ ଏବଂ ଜୋତା ଚପଲ ଏଠି ସେଠି ପକାଇବା ଦ୍ୱାରା ଶନିଦେବଙ୍କ ଖରାପ ପ୍ରଭାବ ପଡ଼ିବା ସହିତ କଳହ ବୃଦ୍ଧି ପାଇଥାଏ |

କେବେବି ଅଇଁଠା ବାସନ ଛାଡ଼ିବା କିମ୍ବା ଭଙ୍ଗା ବାସନ ବ୍ୟବହାର କରିବା ଉଚିତ ନୁହେଁ ଏହା ଦ୍ୱାରା ଶନି ଏବଂ ଚନ୍ଦ୍ରଙ୍କ ଖରାପ ପ୍ରଭାବ ପଡ଼ିବା ସହିତ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ |ସାଧବ ନାରୀ ମାନେ ନିଜର ପିନ୍ଧିବା ଲୁଗା କାହାକୁ ଦେବା ଉଚିତ ନୁହେଁ ପିନ୍ଧିବା ଲୁଗା ଅନ୍ୟକୁ ଦେବା ଦ୍ୱାରା ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ |

ଗଣେଶ ଉତ୍ସବରେ ଦଶ ଦିନ ଯାକ ପିଆଜ ,ରସୁଣ ଏବଂ ଆମିଷ ଭଳି ତାମସିକ ଭୋଜନ ଓ ମଦ ସେବନରୁ ବିରତ ରହିବା ଆବଶ୍ୟକ ଆଜି ଗଣେଶ ଚତୁର୍ଥୀରେ ଭୁଲରେ ଏସବୁ ସେବନ କରନ୍ତୁ ନାହିଁ |ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରକୁ ଦର୍ଶନ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି ଯଦି ଏହି ଦିନ ଭୁଲରେ ଚନ୍ଦ୍ର ଦର୍ଶନ କରି ଦିଅନ୍ତି |

ତେବେ ତଳୁ ଏକ ଗୁଡ଼ି ଉଠାଇ ପଛକୁ ଫିଙ୍ଗି ଦିଅନ୍ତୁ ଏହା ମଙ୍ଗଳକାରୀ ହୋଇଥାଏ |ଗଣେଶ ପୂଜା ଆରାଧନା କରିବା ସମୟରେ ଆଖ ପାଖରେ ଯଥେଷ୍ଟ ଆଲୋକ ଲଗାନ୍ତୁ କାରଣ ଠାକୁରଙ୍କୁ ଅନ୍ଧାରରେ ଦର୍ଶନ କରିବା ଦ୍ୱାରା ଅଶୁଭ ହୋଇଥାଏ ଏବଂ ଗଣେଶଙ୍କ ପୁରୁଣା ମୂର୍ତ୍ତି ଆଦୌ ପୂଜା କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *