ଫଟାଫଟ ଇଂରାଜୀ କହୁଛନ୍ତି ଏହି ଗରୀବ ମହିଳା…ଶୁଣିଲେ ଆଶ୍ଚର୍ଯ୍ୟ ହେବେ…ଦେଖନ୍ତୁ

ଫଟା ଫଟ ଇଂରାଜୀ କହୁଛନ୍ତି ଏହି ଭିକାରି ମହିଳା ଭିଡ଼ିଓ ହେଉଛି ଭାଇରଲ | ତେବେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଏକ ଭିକାରି ମହିଳା ଇଂରାଜୀ କହୁଥିବାର ନଜର ଆସୁଛି ଯାହା ଲୋକଙ୍କୁ ଚକିତ କରିଦେଇଛି |

ଚେନାଇର ରାସ୍ତା କଡ଼ରେ ମହମଦ ଆଶିକ ନାମକ ଜଣେ କଣ୍ଟେନ କ୍ରେଟର ଓ ମଲିନ ନାମକ ଜଣେ ବୟସ୍କ ମହିଳା ଭିକାରିଙ୍କ ମଧ୍ୟରେ ସାକ୍ଷାତ୍କାର ସମୟରେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି |

ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ମହମଦ ସେହି ଭିକାରି ମହିଳାଙ୍କୁ ଇଂରାଜୀରେ ତାଙ୍କ ନାମ ବୟସ ଓ କେଉଁଠୁ ଆସିଛନ୍ତି ବୋଲି ପଚାରିଛନ୍ତି ଆଉ ମହିଳଜଣଙ୍କ ଯେଉଁ ଭଳି ଇଂରାଜୀରେ ଫଟାଫଟ ଉତର ଦେଉଛତି ତାହା ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି |

ମଲୀନ କହୁଛନ୍ତି ସେ ମିଆଁମାରୁ ଆସିଛନ୍ତି ସେ କହିଛନ୍ତି ସେ ଜଣେ ଭାରତୀୟଙ୍କ ବିବାହ କରିଥିଲେ ତାଙ୍କର ଏହି ବିବାହ ଚର୍ଜରେ ହୋଇଥିଲା ଏହାପରେ ତାଙ୍କ ସ୍ୱାମୀ ତାଙ୍କୁ ମିଆଁମାରୁ ଚେନାଇ ତାଙ୍କ ମାଙ୍କ ପାଖକୁ ନେଇଆସିଥିଲେ କିନ୍ତୁ ଏହାର କିଛି ବର୍ଷ ପରେ ତାଙ୍କୁ ଛାଡ଼ି ପରିବାରର ସମସ୍ତେ ଆରପାରିକୁ ଚାଲିଯାଇଛନ୍ତି | କାହିଁକି ଭିକମାଗୁଛନ୍ତି ବୋଲି ସେ କହିଛନ୍ତି ଏବେ ମୁଁତ ଏକ ହୋଇଯାଇଛି ତେଣୁ ପେଟାପାଇଁ ଯାହା ହୋଇଗଲେ ଗଲା |

ମଳିନ କହିଛନ୍ତି ସେ ମିଆଁମାର ଏକ ସ୍କୁଲରେ ଇଂରାଜି ଓ ଗଣିତର ଶିକ୍ଷୟତ୍ରୀ ଥିଲେ | ତେବେ ମଳିନଙ୍କ ଏଭଳି ଏକ ଦୁଃଖ ଭରା କାହାଣୀ ଶୁଣି ମହମଦଙ୍କ ଆଖି ଛଳଛଳ ହୋଇଯାଇଥିଲା ସେ ତାଙ୍କର ଜୀବନରେ ପରିବର୍ତନ ଆଣିବା ଯୋଗୁ ନିଷ୍ପତି ନେଇଥିଲେ ସେତାଙ୍କୁ ଉପହାର ସରୂପ ଏକ ଶାଢ଼ୀ ଦେବାସହ ଇଂରାଜି ଟ୍ୟୁସନ ବୁଝିଦେଇଛନ୍ତି | ଯାହାର ଭିଡ଼ିଓ ଏବେ ସୋସିଆଲମିଡ଼ିଆରେ ଖୁବଜୋରରେ ଭାଇରଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *