ନମସ୍କାର ଦର୍ଶକବନ୍ଧୁ କାଳିଆ ଯୋଜନାକୁ ନେଇ ଆସିଗଲା ବଡ଼ ଖୁସି ଖବର କାହିଁକିନା ଏହି ସେପ୍ଟେମ୍ବର ମାସ 20 ତାରିକ ନୂଆଖାଇ ଆଉ ଏହି ଅବସରରେ ସରକାର ପଠାଇବାକୁ ଯାଉଛନ୍ତି ଆପଣଙ୍କ ଖାତାରେ 2,000 ଟଙ୍କା ତେବେ ଏଥର ଭୂମିହୀନ ମାନଙ୍କୁ ମିଳିବ କି ନାହିଁ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ପ୍ରଥମେ ଜାଣିରଖନ୍ତୁ ଯେ ସରକାର ଏହି କାଳିଆ ଯୋଜନା ଅଧୀନରେ ବର୍ଷକୁ ଦୁଇଟି କିସ୍ତିରେ 4,000 ଟଙ୍କା ପଠାଇ ଥାଆନ୍ତି ଗୋଟିଏ ଅକ୍ଷୟ ତୃତୀୟାରେ 2,000 ଟଙ୍କା ଆଉ ଏକ ନୂଆଖାଇ ଅବସରରେ 2,000 ଟଙ୍କା ଦେଇ ଥାଆନ୍ତି |ତେବେ ଏହି ସେପ୍ଟେମ୍ବର ମାସ 20 ତାରିକରେ ପଡୁଛି |
ନୂଆଖାଇ ଆଉ ଏହି ନୂଆଖାଇ ଅବସରରେ ଆପଣଙ୍କ ଖାତାକୁ ଆସିବାକୁ ଯାଉଛି କାଳିଆ ଯୋଜନା ଅଧୀନରେ 2,000 ଟଙ୍କା | ତେବେ ସବୁଠାରୁ ବଡ଼ ଅପଡେଟ ବହୁତ ସାରା ଫ୍ୟାନ ମାନଙ୍କ ଅପଡେଟ ଆସିଛି ଭୂମିହୀନ ମାନଙ୍କୁ ମିଳିବ କି ନାହିଁ ଏହା ଛଡ଼ା ଦେଖନ୍ତୁ ୱେବସାଇଟରେ ମଧ୍ୟ ଏକ ଅପଡେଟ ରହିଛି ପରବର୍ତ୍ତୀ କାଳିଆ ସହାୟତା ରାଶି ଆଧାର ନମ୍ବର ସହ ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ |
ତେଣୁ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ କରନ୍ତୁ ତେବେ ଆପଣ ଚାହିଁଲେ ଏହି ଲିଙ୍କ ଚେକ କରିପାରିବେ ଯାହା ଆମେ ଡେସକ୍ରିପସନ ରେ ଦେଇଛୁ ତେବେ ଆପଣଙ୍କୁ ଦୁଇଟି E-kyc କରିବାକୁ ପଡ଼ିବ ଗୋଟିଏ ଆପଣଙ୍କୁ ଏହି ୱେବସାଇଟରେ E-kyc କରିବାକୁ ପଡ଼ିଥାଏ |ଆଉ ଏକ ରହିଛି ବ୍ୟାଙ୍କରେ E-kyc କରିବାକୁ ପଡ଼ିଥାଏ ଆପଣ ବ୍ୟାଙ୍କ ଭିଜିଟ କରନ୍ତୁ ଆପଣଙ୍କ ବ୍ୟାଙ୍କ ସହିତ ଆଧାର କାର୍ଡ ଲିଙ୍କ ଅଛି କି ନାହିଁ ସେଇଟା ମଧ୍ୟ ଆପଣଙ୍କୁ ଚେକ କରିବାକୁ ପଡ଼ିବ |
ଯଦି ନଥିବ ଆପଣଙ୍କୁ ଆକାଉଣ୍ଟକୁ ଟଙ୍କା ଆସିପାରିବ ନାହିଁ ଏହା ଛଡ଼ା ଯଦି ଆପଣ ଭାବୁଥିବେ କି ଆପଣମାନେ ଭାବୁଥିବେ ଆମର ଭୂମିହୀନ ଲିଷ୍ଟରେ ନାମ ଅଛି ଆମକୁ ଆସିବ କି ନାହିଁ ଟଙ୍କା |ଜାଣିରଖନ୍ତୁ ଭୂମିହୀନ ମାନଙ୍କୁ ସରକାର ପୂର୍ବରୁ ମାନେ ଷ୍ଟାଟିଙ୍ଗରେ ଆସିଥିଲା କାଳିଆ ଯୋଜନା ସେହି ସମୟରେ ସେମାନଙ୍କୁ ଅଲରେଡ଼ି 12,000 ଟଙ୍କା ମିଳି ସାରିଛି |
ପାଞ୍ଚ ପାଞ୍ଚ ହଜାର କରି ସମୁଦାୟ 12,000 ମିଳି ସାରିଛି |ଆଉ ଯଦି ଆପଣମାନଙ୍କ ଭୂମିହୀନରେ ନାମ ଥିବେ ତେବେ ଆପଣ ନିଶ୍ଚିତ ଭାବରେ ପାଇଥିବେ |ତେବେ ଭୂମିହୀନର ସରକାର ପଠାଇ ନାହାଁନ୍ତି ତେବେ ହୁଏତ ସରକାର ଆଗକୁ ପଠାଇ ପାରନ୍ତି ତେବେ ନୂଆଖାଇ ଅବସରରେ 2,000 ଟଙ୍କା ସେମାନଙ୍କୁ ମିଳିବ ଯେଉଁମାନେ Ekyc କରିଥିବେ |