ନମସ୍କାର ଦର୍ଶକବନ୍ଧୁ ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ ଶୁବେଛା ଏବଂ ଶୁଭକାମନା ତେବେ ଆସନ୍ତୁ ଆଜି ଗଣେଶ ପୂଜାରେ ପ୍ରଭୁ ଗଣେଶଙ୍କୁ ନେଇ ଆରମ୍ଭ କରିବା ଏପରି କିଛି ବିଷୟ ଯାହାକି ଆପଣଙ୍କ ଭବିଷ୍ୟତରେ ନିଶ୍ଚିତ ଭାବରେ କାମରେ ଆସିବ |ଏପରି କୌଣସି ମଣିଷ ନଥାନ୍ତି ଯିଏ କି ମନୁଷ୍ୟର ଭବିଷ୍ୟତ ବିଷୟରେ ଜାଣିବାକୁ ଚାହିଁ ନଥାନ୍ତି ତେବେ ସତରେ କଣ ଭବିଷ୍ୟତ ବିଷୟରେ ଜାଣି ହୁଏ ହସ୍ତ ରେଖା ବିଜ୍ଞାନ ହେଉଥାଉ ନା ଜ୍ୟୋତିଷ ଶାସ୍ତ୍ର ଯେଉଁଥିରେ ଆପଣଙ୍କ ଆଗାମୀ ଭବିଷ୍ୟତ ଜାଣିବାର କିଛି ଉପାୟ ରହିଅଛି ତାହା ହଣ୍ଡ୍ରେଡ଼ ପରସେଣ୍ଟ କାମ ଦେଇ ଥାଏ ତାହା ନୁହେଁ କିନ୍ତୁ ଏଥିରେ ଆପଣ ଅନୁମାନ ଲଗାଇପାରିବେ କି ଆଗାମୀ ଜୀବନ ଆପଣଙ୍କର କିପରି ରହିବାର ଅଛି ଏବଂ ଏହି ଆଧାରରେ ଆପଣଙ୍କ ଯଦି କିଛି ଭୁଲ ତ୍ରୁଟି ଅଛି ତେବେ ଆପଣ ସୁଧାରି ନିଜ ଜୀବନକୁ ସରସ ସୁନ୍ଦର କରିପାରିବେ |ତେବେ ଆସନ୍ତୁ ଆଜି ଆମେ ଗଣେଶ ଜିଙ୍କ ନାମର ମହିମା ବିଷୟରେ କଥା ହେବା ତେବେ ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ଗଣେଶ ଏବଂ ଜାଣନ୍ତୁ ନିଜରର ଭବିଷ୍ୟତ |
ଆପଣ ଯଦି ପ୍ରଥମେ ପ୍ରଭୁନକେ ଏକଦନ୍ତ ନାମଟିକୁ ବାଛିଛନ୍ତି ଯାହାକି ବହୁତ ପ୍ରସିଦ୍ଧ ନାମ ରହିଅଛି ଏହି ନାମରେ ଅନେକ ଭକ୍ତ ଏପରି ରହିଅଛନ୍ତି ଯିଏ କିଭଗବାନ ଙ୍କୁ ଅତି ସହଜରେ ଦର୍ଶନ କରିଛନ୍ତି |ଯଦି ଆପଣ ଏହି ନାମଟିକୁ ବାଛିଛନ୍ତି ତ ଆପଣଙ୍କ ଆଗାମୀ ଭବିଷ୍ୟତ କିପରି ରହିବ ସମ୍ପୂର୍ଣ୍ଣ ରୂପରେ ଜାଣନ୍ତୁ |ଆପଣଙ୍କ ଏକ କୁଫଳ ଦାୟକ ଦଶା ଭୋଗ ହେଉଅଛି ଗତ ଅଢେଇ ବର୍ଷ ହେଲା ଗ୍ରହ ଆପଣଙ୍କ ବହୁତ ଅନିଷ୍ଟ କରି ଆସିଅଛି |ଯଦି ଆପଣଙ୍କ ଏହି କଥାରେ କିଛି ବିଶ୍ୱାସ ହେଉଅଛି ତ ଆପଣ ଶ୍ରଦ୍ଧାରେ କୌଣସି ଜଣେ ବିଦ୍ୱାନ ପଣ୍ଡିତଙ୍କ ସହ ଯୋଗାଯୋଗ କରି ଆପଣ ଆପଣଙ୍କ ଜାତକ ବିଚାର କରାଇ ନିଅନ୍ତୁ |ଆପଣ ଗୋଟିଏ କାର୍ଯ୍ୟ ଚିନ୍ତା କଲେ ଅନ୍ୟ ଏକ କାର୍ଯ୍ୟରେ ଫସିଯିବାକୁ ହେଉଛି ଏଥିରେ ମନ୍ଦ ଫଳର ସମ୍ଭାବନା ଅଧିକ ରହୁଛି ଯେଉଁବି କାର୍ଯ୍ୟ କରୁଛନ୍ତି ସେଥିରେ ସଫଳତା କମ ମିଳୁଛି |ଆପଣ ବହୁତ ବିଦ୍ୱାନ ଧାର୍ମିକ ଏବଂ ଉଚ୍ଚ ପଦବୀର ଲୋକ ଅଟନ୍ତି ଆପଣଙ୍କ ସରଳତା ଦେଖି କିଛି ଲୋକ ଏହାର ଫାଇଦା ମଧ୍ୟ ଉଠାଉଛନ୍ତି
ଗଜାନନ -ଆପଣ ଯଦି ଏହି ନାମଟିକୁ ବାଛିଛନ୍ତି ଜାଣି ନିଅନ୍ତୁ ଯେ ଏହି ନାମଟି ଆପଣଙ୍କ ଅତିପ୍ରିୟ ନାମ ଅଟେ |ଆପଣ ଜାଣି ନିଅନ୍ତୁ ଯେ ଆପଣ ବହୁତ ମଧୁର ସମ୍ପନ ସ୍ୱଭାବର ବ୍ୟକ୍ତି ଅନ୍ୟମାନଙ୍କ ମନରେ କଷ୍ଟ ଦେବାକୁ ପସନ୍ଦ କରନ୍ତି ନାହିଁ ଦୁଃଖ ସହି ଯାଆନ୍ତି କିନ୍ତୁ କାହାକୁ କୁହନ୍ତି ନାହିଁ କିନ୍ତୁ ଆପଣଙ୍କ ମନ ମଧ୍ୟରେ ଭବିସ୍ୟକୁ ନେଇ ଏକ ବଡ଼ ଯୋଜନା ଚାଲୁଅଛି ଏବଂ ଏହା ଆଗକୁ ସଫଳ ମଧ୍ୟ ହେବ କିନ୍ତୁ ଏହା ଆପଣ କାହାକୁ ମଧ୍ୟ କୁହନ୍ତୁ ନାହିଁ ଯାହା ଯାଇଛି ତାହା ପାଇଁ ଆପଣ ଅଯଥା ଆଉ ଚିନ୍ତା କରନ୍ତୁ ନାହିଁ |ଧନ ସମ୍ପତ୍ତି ଅବିଳମ୍ବେ ପ୍ରାପ୍ତ ହେବ ସମୟ ଆସିଲେ ଧନ ସମ୍ପତ୍ତିର ଅଭାବ ରହିବ ନାହିଁ ଆପେ ଆପେ ଆପଣଙ୍କୁ ପ୍ରାପ୍ତି ହେବ |ଆପଣ କାର୍ଯ୍ୟ କରି ଚାଲନ୍ତୁ ଆପଣଙ୍କ ଯେଉଁ ସବୁ କାର୍ଯ୍ୟ ପଡ଼ି ରହିଥିଲା ତାହା ସବୁ ପୂରଣ ହେବାରେ ଲାଗିବ |ସନ୍ତାନ ମାନଙ୍କ ପାଇଁ ଆଉ ଚିନ୍ତା କରନ୍ତୁ ନାହିଁ ସେମାନେ ସେମାନଙ୍କ ଭାଗ୍ୟ ବଳରେ ଆଗକୁ ବଢିବେ |
ଗଣପତି -ଆପଣ ଯଦି ଗଣପତିଙ୍କ ନାମଟିକୁ ବାଛିଛନ୍ତି ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚିତ ସଫଳ ହେବ ମିତ୍ର ମାନଙ୍କ ପୁରୁଣା ସମ୍ପର୍କରେ ଯଦି କିଛି ତ୍ରୁଟି ରହୁଥିଲା ତ ସେଠାରେ ସମ୍ପର୍କରେ ଯୋଗ ଆସିବ ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ ଶତ୍ରୁ ଆପଣଙ୍କ ଠାରୁ ଭୟଭୀତ ମଧ୍ୟ ରହିବେ ଆପଣ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ହିଁ ମୁକ୍ତି ମିଳିଯିବ ଯଦି ଆପଣ ଆଗକୁ କୌଣସି ବି କାର୍ଯ୍ୟ କରନ୍ତି ତ ଆପଣଙ୍କ ବିବେକ ଓ ଚିନ୍ତା ଏହି ଦୁଇଟି ଯାକୁ ଭଲ ଭାବରେ କାର୍ଯ୍ୟରେ ଲଗାନ୍ତୁ |ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ ସନ୍ତାନ ସୁଖର ପ୍ରାପ୍ତି ରହୁଅଛି ଯଦି ଆପଣ ପୂର୍ବରୁ କିଛି ଋଣ କରୁଛନ୍ତି ତାକୁ ସୁଜି ପାରୁ ନଥିଲେ ତ ଆପଣଙ୍କୁ ସୁଝିବାକୁ ଆପଣଙ୍କ କିଛି ବାଟ ମିଳିଯିବ |