ନମସ୍କାର ଦର୍ଶକବନ୍ଧୁ 19 ସେପ୍ଟେମ୍ବର 2023 ମଙ୍ଗଳବାର ଦିନ ପାଳିତ ହେବ ପବିତ୍ର ଗଣେଶ ଚତୁର୍ଥୀ ଏହି ଗଣେଶ ଚତୁର୍ଥୀ ଦିନ ଠାରୁ ଗ୍ରହ ମାନଙ୍କରେ ହେବାକୁ ଯାଉଛି ଏକ ବିଶାଳ ମହା ସଂଯୋଗ ଏହି ଗଣେଶ ଚତୁର୍ଥୀ ଦିନ ଠାରୁ ରାଶି ଚକ୍ରରେ ହେବାକୁ ଯାଉଅଛି ବହୁତ ବଡ଼ ପରିବର୍ତ୍ତନ |ମାତା ଲକ୍ଷ୍ମୀ ଏବଂ ପ୍ରଭୁ ଗଣେଶଙ୍କ କୃପା କିଛି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ରହିବାକୁ ଯାଉଅଛି ଏମାନଙ୍କ ଜୀବନରେ ଆସିବାକୁ ଯାଉଅଛି ବହୁତ ବଡ଼ ଖୁସିର ଖବର |ମାତା ଲକ୍ଷ୍ମୀ ଏହି ରାଶିର ଘରକୁ ଆଗମନ କରିବାକୁ ଯାଉଛନ୍ତି ଯାହା ଫଳରେ ଏମାନଙ୍କ ଜୀବନରେ ଯାହା ସବୁ କଷ୍ଟ ଅଛି ତାହା ସବୁ ଦୂର ହେବାକୁ ଯାଉଛି ଏହି ରାଶିର ବ୍ୟକ୍ତି ମାନଙ୍କୁ ମିଳିବା ପାଇଁ ଯାଉଅଛି ଅସୀମ କୃପା |ତେବେ ଆସନ୍ତୁ ଜାଣିବା କଣ ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ଯେଉଁ ମାନଙ୍କ ଏହି ଗଣେଶ ଚତୁର୍ଥୀ ପରଠାରୁ ବଦଳିବାକୁ ଯାଉଅଛି |
ବୃଷ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ପ୍ରଭୁ ଗଣେଶଙ୍କର ଅପାର କୃପା ଦୃଷ୍ଟି ରହିବାକୁ ଯାଉଅଛି ଘରର ପରିବାରରେ ଖୁସିର ବାତାବରଣ ଖେଳିବାକୁ ଯାଉଅଛି |ମାତା ଲକ୍ଷ୍ମୀ ତାଙ୍କ ପ୍ରତି ଦୟାଶୀଳ ରହିବେ ଆପଣଙ୍କ ଧନର ଅଭାବ ରହିବ ନାହିଁ ଯେଉଁମାନେ ବିଜନେସ କରୁଥିଲେ ସେ ତାଙ୍କ ବିଜନେସରେ ବହୁତ ଭଲ ଲାଭ କରିବାକୁ ଯାଉଛନ୍ତି ଆପଣଙ୍କ ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଯେଉଁମାନଙ୍କ କୋର୍ଟ କଚେରୀ ମାମଲା କିଛି ରହିଥିଲା ସେମାନଙ୍କ କୋର୍ଟ କଚେରୀ ମାମଲା ସମାପ୍ତ ହେବାକୁ ଯାଉଅଛି |ଧାର୍ମିକ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ |
ମେଷ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ପ୍ରଭୁ ଗଣେଶ ଅତ୍ୟନ୍ତ ଖୁସି ରହିବାକୁ ଯାଉଛନ୍ତି ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କ ଚାକିରୀରେ ପ୍ରମୋସନ ମିଳିବାକୁ ଯାଉଅଛି |ଆପଣ ଆପଣଙ୍କ ଜୀବନ ସାଥିଙ୍କ ସହିତ ଖୁସିର ସମୟ ଅତିବାହିତ କରିବେ ଆପଣଙ୍କ ଆୟ ବୃଦ୍ଧି ହେବାକୁ ଯାଉଅଛି |ସମାଜରେ ଆପଣଙ୍କ ମାନ ସମ୍ମାନ ଯଶ କ୍ଷତି ବଢିବାକୁ ଯାଉଅଛି କର୍ମ କ୍ଷେତ୍ରରେ ଆପଣ ଆଗକୁ ବଢିବାକୁ ଯାଉଛନ୍ତି ଯେଉଁମାନେ ବେରୋଜଗାର ଥିଲେ ସେମାନଙ୍କୁ ସେମାନଙ୍କ ମନ ମୁତାବକ ଚାକିରୀ ମିଳିବାକୁ ଯାଉଅଛି |ପ୍ରଭୁ ଗଣେଶ ଏବଂ ମାତା ଲକ୍ଷ୍ମୀ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ କୃପା ବର୍ଷା କରିବାକୁ ଯାଉଛନ୍ତି |
ସିଂହ ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଧନର ବର୍ଷା କରିବାକୁ ଯାଉଛନ୍ତି ଯାହା ଦ୍ୱାରା ଆପଣଙ୍କ ଜୀବନରେ ଯେଉଁ ସବୁ ଧନ ଜନିତ ସମସ୍ୟା ରହିଥିଲା ସେସବୁ ସମସ୍ୟା ଆପଣଙ୍କ ଅନ୍ତ ହେବାକୁ ଯାଉଅଛି ପୂର୍ବରୁ ଆପଣ ଯେଉଁ ସବୁ କାର୍ଯ୍ୟ କରୁଥିଲେ ସେହି କାର୍ଯ୍ୟରେ ଆପଣଙ୍କ ବାଧା ସୃଷ୍ଟି ହେଉଥିଲା ମା ଲକ୍ଷ୍ମୀଙ୍କ କୃପାରୁ ସେହି ସବୁ କାର୍ଯ୍ୟରେ ଆପଣଙ୍କ ବାଧା ସୃଷ୍ଟି ହେବ ନାହିଁ କର୍ମ କ୍ଷେତ୍ରରେ ଆପଣ ଆଗକୁ ବଢିବାକୁ ଯାଉଛନ୍ତି |ଯେଉଁମାନେ ଚାକିରିକରୁଥିଲେ ସେମାନେ ଚାକିରୀରେ ପ୍ରମୋସନ ପାଇବାକୁ ଯାଉଛନ୍ତି |
ତୁଳା ରାଶି -ଜାଣିରଖନ୍ତୁ ଯେ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ତୁଳା ରାଶିର ବ୍ୟକ୍ତିମାନଙ୍କ ଉପରେ ବିଶେଷ କୃପା ରହିବାକୁ ଯାଉଅଛି ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଙ୍ଗଳ ପୂର୍ବକ ଶେଷ ହେବାକୁ ଯାଉଛି |ଅଚାନକ ଆପଣଙ୍କ ଧନ ଲାଭର ଯୋଗ ମଧ୍ୟ ଦେଖାଯାଉଛି ଆପଣଙ୍କ ଘରେ ଖୁସିର ବାତାବରଣ ଲାଗି ରହିବ ଯେଉଁମାନଙ୍କ ଦୀର୍ଘଦିନ ଧରି ବିବାହ ହେଉ ନଥିଲା ତାଙ୍କର ଆଗାମୀ ସମୟରେ ଖୁବ ଶୀଘ୍ର ବିବାହ ମଧ୍ୟ ହେବାକୁ ଯାଉଅଛି |ଆପଣଙ୍କ ରାଗ ଉପରେ ଆପଣ ସଂଯମତା ରକ୍ଷା କରନ୍ତୁ ନେହେଲେ ଅଯଥା ଆପଣ କୌଣସି ଅସୁବିଧାରେ ପଡ଼ି ପାରନ୍ତି |