ପବନରେ ଉଡୁଛନ୍ତି ଯୁବକ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ,କହିବେ ଏ ସବୁ କେଉଁ ଯାଦୁର କମାଲ ,ଦେଖନ୍ତୁ କିପରି ମାରୁଛନ୍ତି ଷ୍ଟଣ୍ଟ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ପିଲାବେଳେ ପାଠପଢା ଆରମ୍ଭ କଲାବେଳେ ବର୍ଣ୍ଣବୋଧ ବହି ନିହାତି ଭାବରେ ପଢ଼ିଥିବେ ଯେଉଁଥିରେ ଗୋଟିଏ ପଦ ରହିଛି ଆଉ ସେହି ପଦଟି ହେଉଛ ଥରକୁ ଥର ପଡ଼ି ତଳେ ଚାଲଇ ଅଭ୍ୟାସର ବଳେ ଅର୍ଥାତ ଗୋଟିଏ ଶିଶୁ ହିଁ ବାରମ୍ବାର ପଡ଼ି ଚାଲିବା ପରି ଚାଲି ଶିଖିଥାଏ |ପୁଣି ଆଉ ଗୋଟେ ପଦଟିଏ ରହିଛି ଅଭ୍ୟାସ କ୍ରମେ ଶିଶୁ ଦାତା ଶିଖଇ କ୍ରମେ ଅର୍ଥାତ ପ୍ରଥମେ ପିଲାଟି କଥାବାର୍ତ୍ତ ଆରମ୍ଭ କରିସାରିଲା ପରେ ତାର ପାଟି ଖନି ବାଜିଥାଏ |

ଆଉ ବାରମ୍ବାର ଅଭ୍ୟାସ କରିବା ପରେ ପିଲାଟି କଥା କହିବା ଶିଖି ଯାଇଥାଏ ଅର୍ଥାତ ଅଭ୍ୟାସ ଦ୍ୱାରା ମଧ୍ୟ ଅସମ୍ଭବକୁ ସମ୍ଭବ କରାଯାଏ ଆଉ ଅଭ୍ୟାସ ବଳରେ ମଧ୍ୟ ଅସାଧ୍ୟ କୁ ମଧ୍ୟ ସାଧ୍ୟ କରାଯାଏ ଯାହାର ଏକ ସୁନ୍ଦର ଉଦାହରଣ ଆମେ ଆଖି ସାମ୍ନାରେ ଦେଉଛୁ |ଟିକେ ଭଲ ଭାବରେ ନଜର ପକାନ୍ତୁ ଏକ ଯୁବକ କେମିତି ଜାତୀୟ ପତାକାକୁ ଧରି ଷ୍ଟଣ୍ଟ ମାରୁଛନ୍ତି |

ଆଉ ପବନରେ ନୃତ୍ୟ କରିବା ଭଳି ପରିବେଷଣ କରୁଛନ୍ତି ଯାହାକୁ ଦେଖିଲେ ଆପଣ ଆପଣଙ୍କ ଆଖି ଯେମିତି ଧୋକା ଖାଇଗଲା ପରି ଲାଗିବ ଆପଣ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ ଏହି ଦୃଶ୍ୟକୁ ଦେଖିଲେ ଆପଣଙ୍କୁ ଲାଗିବ ପବନରେ ବା ବାୟୁରେ ଏ ଯୁବକ ଯେମିତି ଉଡ଼ି ଉଡ଼ି ଯାଉଛନ୍ତି |

ଆଉ ଶୂନ୍ୟରେ ଚାଲିବା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି ଦେଖନ୍ତୁ ଭିଡିଓ ତିନି ଜଣ ଯୁବକ ଛିଡ଼ା ହୋଇଥିବା ବେଳେ କେମିତି ଯୁବକ ଜଣକ ତାଙ୍କ ମୁଣ୍ଡ ଉପରେ ଷ୍ଟଣ୍ଟ ମାରୁଛନ୍ତି |

Leave a Reply

Your email address will not be published. Required fields are marked *