ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ ଅଭିନେତା ସବ୍ୟସଚୀଙ୍କ ଏମିତି ଅବସ୍ଥା କାହିଁକି ହେଲା ଓ କଣ ପାଇଁ ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର |ଓଲିଉଡ଼ର ସୁପର ବୟ ସବ୍ୟସଚୀ ମିଶ୍ରଙ୍କୁ କିଏ ବା ନଜାଣେ ଓଲିଉଡ଼ ଜଗତରେ ଲୋକପ୍ରିୟ ଅଭିନୟ କରି ସାରା ଓଡ଼ିଶାରେ ଘରେ ଘରେ ସୁପରିଚିତ ହୋଇ ପାରିଛନ୍ତି |
ଓଡ଼ିଆ ମାତାର ଗାତା କହିଲେ ପୁସ୍କର ତରଙ୍ଗ ସିନେମା ପ୍ରଡକ୍ସନ ଓ ଆର ଆର ଇଭେଣ୍ଟ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର ଶୁଭ୍ରାଂଶୁ ଦାସ ଏଥିରେ ନିର୍ଦେଶନା ଦେଇଥିବା ବେଳେ କାହାଣୀ ଏବଂ ସ୍ବଳାପ ଲେଖିଛନ୍ତି ମୁକେଶ ତ୍ରିପାଠୀ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରିଛନ୍ତି ପାଗଳ ପ୍ରେମୀ ସବ୍ୟସଚୀ ମିଶ୍ର ଏବଂ ଅଭିନେତ୍ରୀ ସୁପ୍ରିୟା |
ପୁରୀରେ ହଜି ଯାଇଥିବା ଏକ କଳିକ ବୃତ୍ତି ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସବ୍ୟସଚୀ ଏବଂ ସୁପ୍ରିୟା ମୁଖ୍ୟ ଚରିତ୍ରରେ ରହିଥିବା ବେଳେ ଚୌଧୁରୀ ବିକାଶ ଦାସ ଏବଂ ଅଶ୍ରୁ ମୋଚନ ,ତ୍ରିଭୁବନ ପଣ୍ଡା ,ରବି ମିଶ୍ର ଏମାନେ ସବୁ ପ୍ରମୁଖ ଭୂମିକାରେ ଅଭିନୟ କରିବେ |
ଏହାର ଗୀତ ଗୁଡ଼ିକ ଦେବୀଦତ୍ତ ମହାନ୍ତି ଲେଖିଥିଲେ ବିଭୁତି ଭୂଷଣ ନାୟକ ଏହାକୁ ସଂଗୀତରେ ସଜାଇଛନ୍ତି |ତେବେ ଇଏ ଯେଉଁ ଫୋଟ ଦେଖୁଛନ୍ତି ଏହା କୌଣସି ରିଏଲ ଲାଇଫର ଫୋଟ ନୁହଁ ଏହା ହେଉଛି ସବ୍ୟସଚୀଙ୍କ ଆଗାମୀ ଚଳଚ୍ଚିତ୍ର ପୁସ୍କରାର