ନମସ୍କାର ଦର୍ଶକବନ୍ଧୁ ହାତର ଲେଖା ଭିତରେ ଏମିତି କିଛି ଶବ୍ଦ ଲୁଚିକି ରହିଥାଏ ଯାହାର ଅର୍ଥ ହୁଏତ ଆମେ ମାନେ ଜାଣି ପାରିନଥାଉ କିନ୍ତୁ ତାର ମହତ୍ୱ ବହୁତ ହିଁ ଅଧିକ ରହିଥାଏ ଆପଣ ଟିଭି ମାନଙ୍କରେ ଦେଖିଥିବେ ସ୍ତ୍ରୀ ମାନଙ୍କ ହାତର ରେଖାକୁ ଦେଖି ତାଙ୍କର ପତିଙ୍କ ବିଷୟରେ ମଧ୍ୟ କହି ଦେଇଥାଆନ୍ତି ଅର୍ଥାତ ହାତର କିଛି ରେଖା ଏପରି ରହିଥାଏ ଯାହା ଆମକୁ କୌଣସି କୌଣସି ଅକ୍ଷର ପରି ଦେଖ ଯାଇଥାଏ |ଆଜି ଆମେ ଆପଣଙ୍କୁ କହିବୁ ଇଂରାଜୀ ଅକ୍ଷର ଲେଟର M ବିଷୟରେ |
M ଅକ୍ଷର ଯଦି କାହା ହାତ ପାପୁଲିରେ ଦେଖାଯାଉଛି ତ ଏମାନଙ୍କ ଭାଗ୍ୟ ଉପରେ କଣ ପ୍ରଭାବ ପକାଇବ ଆସନ୍ତୁ ଜାଣିବା |ଯେଉଁ ବ୍ୟକ୍ତିର ହାତର ପାପୁଲି M ଚିନ୍ହ ଦେଖା ଯାଇଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାଆନ୍ତି ତାହା ସହିତ କୌଣସି ବିଜନେସରେ ମଧ୍ୟ ଏକ ଭଲ ପାର୍ଟନର ସାବ୍ୟସ୍ତ ହୋଇ ଥାଆନ୍ତି |ଯଦି ଆପଣ କାହାକୁ ଭଲ ପାଉଛନ୍ତି ତାଙ୍କ ହାତରେ M ର ଲେଖା ରହିଅଛି |
ତ ଆପଣ ତାଙ୍କୁ କେବେବି ମିଛ କଥା କହି ପାରିବେ ନାହିଁ |କାରଣ ସେ ସହଜରେ ସମସ୍ତଙ୍କ ମିଛକୁ ଧରି ପାରି ଥାଆନ୍ତି |ଏମାନେ ମନର କ୍ରୀଡ଼ାକୁ ସହଜରେ କରିପାରି ଥାଆନ୍ତି ସ୍ତ୍ରୀ ହେଉ କି ପୁରୁଷ ଯାହାଙ୍କ ହାତରେ M ଅକ୍ଷର ଲେଖା ଥିଲେ ଦୁହେଁ ଦୁହେଁକ ପାଇଁ ଉଚ୍ଚ କୋଟିର ସାବ୍ୟସ୍ତ ହୋଇ ଥାଆନ୍ତି |
ଦୁହେଁକର ବୈବାହିକ ଜୀବନ ବହୁତ ସୁଖମୟ ହୋଇଥାଏ ଯଦି ଆପଣଙ୍କ ହାତରେ ଏହି M ର ଚିହ୍ନ ରହିଅଛି ତ ବିଶ୍ୱାସ କରନ୍ତୁ ଆପଣ ବହୁତ ଲକି ଅଟନ୍ତି ଏହି ବ୍ୟକ୍ତି ଯେକୌଣସି କ୍ଷେତ୍ରରେ ସମସ୍ୟାର ବାଟ ବାହାର କରି ଦେଇ ସମାଧାନ କରି ଥାଆନ୍ତି |