ନମସ୍କାର ଦର୍ଶକବନ୍ଧୁ ମହାନତା ଦେଖାଇଲେ ମହମଦ ଶିରାଜ ନିଜର ମ୍ୟାନ ଅଫ ଦି ମ୍ୟାଚ ଆୱାର୍ଡ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେଇ ଜିତିଲେ ସମସ୍ତଙ୍କ ହୃଦୟ |ଏହାକୁ ଦେଖି ଭାରତୀୟ ସବୁ ଖେଳାଳି ମାନେ ଶିରାଜ ପାଖକୁ ଯିବା ପାଇଁ ହସ୍ତ ମତକ |ଗତକାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ 2023 ଫାଇନାଲ ମୁକାବିଲା କୋଲମ୍ବୋ ପ୍ରେମାନନ୍ଦ ଷ୍ଟାଡିୟମ ରେ ଖେଳା ଯାଉଥିଲା |ଯେଉଁ ମ୍ୟାଚ୍କୁ ଭାରତୀୟ ଦଳ ଦଶ ଉଇକେଟରେ ଜିତି ନେଇଛି ଏହି ବିଶାଳ ବିଜୟର ହିରୋ ସାଜିଥିଲେ |
ଭାରତୀୟ ଦ୍ରୁତ ବୋଲର ମହମଦ ଶିରାଜ ସେ ଶ୍ରୀଲଙ୍କା ବିପକ୍ଷ ଏସିଆ କପ 2023 ରେ ଗତକାଲି ଘତକିୟ ଇନିଂସରେ ବୋଲିଙ୍ଗ କରିଥିଲେ |ମହମଦ ଶିରାଜ ମାତ୍ର 7 ଓଭରରେ 21 ରନ ଦେଇ 6 ଗୋଟି ଉଇକେଟ ନେଇଥିଲେ ଏବଂ ତାଙ୍କର ଖତରନାୟକ ବୋଲିଙ୍ଗ ଦେଖି ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚର ପୁରସ୍କାର ମିଳିଥିଲା କିନ୍ତୁ ଆୱାର୍ଡ ନେବା ସମୟରେ ଶିରାଜ ଏପରି କିଛି କାମ କରିଥିଲେ ଯାହା ସମସ୍ତଙ୍କ ମନକୁ ଛୁଇଁ ଯାଇଛି |
ପ୍ରଥମେ ଶିରାଜ ତାଙ୍କର ଦମଦାର ପ୍ରଦର୍ଶନ ବିଷୟରେ କହିଥିଲେ ଆଉ ଭାରତୀୟ ଦଳର ଫାଇନାଲ ବିଜୟ ବିଷୟରେ ସେ କହିଥିଲେ ଯେ ମୁଁ ଭାରତୀୟ ଦଳର ବିଜୟରେ ବହୁତ ଖୁସି ଅଛି କିନ୍ତୁ ଶିରାଜ ପ୍ରାଇଜ ପାଇବା ପରେ ଗ୍ରାଉଣ୍ଡ ଷ୍ଟାଫ ମାନଙ୍କ ଏପରି କିଛି କରିଥିଲେ ଯାହାକୁ ଦେଖି ଆପଣ ମଧ୍ୟ ଶିରାଜଙ୍କ ଫ୍ୟାନ ହୋଇଯିବେ |
ଶିରାଜ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମୁଁ ଯେଉଁ ମ୍ୟାନ ଅଫ ଦି ମ୍ୟାଚର ଆୱାର୍ଡ ଜିତିଛି ତାହାର ସମସ୍ତ ଅର୍ଥ ମୁଁ ଗ୍ରାଉଣ୍ଡ ମ୍ୟାନ ମାନଙ୍କୁ ଦେବାକୁ ଚାହୁଁଚି |ସେ କହିଥିଲେ ଯେ ଶ୍ରୀଲଙ୍କାର ଗ୍ରାଉଣ୍ଡ ଷ୍ଟାଫ ମାନେ ବହୁତ ପରିଶ୍ରମୀ ଅଟନ୍ତି ବର୍ଷା ମ୍ୟାଚ ପାଇଁ ବାଧକ ସାଜିଥିବା ବେଳେ ସେମାନଙ୍କ ପାଇଁ ଆମେ ମ୍ୟାଚ ଖେଳିବାରେ ସଫଳ ହୋଇଥିଲୁ |
ତେଣୁ ମୁଁ ମୋ ନିଜ ଆୱାର୍ଡ ତାଙ୍କୁ ଦେବାକୁ ଚାହୁଁଚି ଏହା ପରେ ଗ୍ରାଉଣ୍ଡ ଷ୍ଟାଫ ମାନଙ୍କୁ ଡାକି ମ୍ୟାନ ଅଫ ଦି ମ୍ୟାଚ ଆୱାର୍ଡ ତାଙ୍କୁ ଦେଇଥିଲେ ଏବଂ ତାଙ୍କ ସହିତ ଏକ ଫୋଟ ଉଠାଇ ଥିଲେ ଯାହା ବର୍ତ୍ତମାନ ବହୁତ ଭାଇରଲ ହେବାରେ ଲାଗିଛି |