ନମସ୍କାର ଦର୍ଶକବନ୍ଧୁ ବାଛନ୍ତୁ ଏଥି ମଧ୍ୟରୁ କୌଣସି ରଙ୍ଗର ପୁସ୍ତକ ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ସହିତ ଜଡ଼ିତ କିଛି ଗୁପ୍ତ ରହସ୍ୟ ଓ ଆପଣଙ୍କ ଭବିଷ୍ୟତ ବିଷୟରେ |ଆଗକୁ ସମୟ ଆପଣଙ୍କୁ କେଉଁ ଆଧାରରେ ନେଇ ପାରିବ ଆପଣ ତାହା ରଙ୍ଗର ଆଧାରରେ ଜାଣିପାରିବେ |ଦେଖନ୍ତୁ ଭାରତର ବହୁତ ଅଧିକ ବ୍ୟକ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖି ଥାଆନ୍ତି ଏହା କାରଣରୁ ବ୍ୟକ୍ତି ନିଜ ଜୀବନରେ ହେବାକୁ ଥିବା ସମସ୍ୟା କାରଣରୁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରି ଥାଆନ୍ତି |ତେଣୁ ଆପଣ ଭବିଷ୍ୟତ ସହିତ ଜଡ଼ିତ କଥାମାନ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇ ଥାଆନ୍ତି ଏଥିପାଇଁ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କେମିତି ଆମ ଦ୍ୱାରା ଦିଆଯାଇଥିବା ତିନୋଟି ରଙ୍ଗର ବିକଳ୍ପ ମଧ୍ୟରୁ ବାଛି ଆପଣ ନିଜ ଭବିଷ୍ୟତ ସହିତ ଜଡ଼ିତ କିଛି ଘଟଣାମାନ ଜାଣିପାରିବେ ଏପରି କିଛି କଥା ଜାଣିବେ ଯାହା ଆପଣଙ୍କ ଭବିଷ୍ୟତକୁ ସୁଦୃଢ଼ କରିବ |ତେବେ ଆପଣଙ୍କୁ ଦିଆଯାଇଥିବା ତିନୋଟି ରଙ୍ଗ ମଧ୍ୟରୁ ବାଛନ୍ତୁ ଗୋଟିଏ ରଙ୍ଗର ପୁସ୍ତକ ଏବଂ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ |
ପ୍ରଥମ ରହିଛି ନୀଳ ରଙ୍ଗ -ଜାଣି ନିଅନ୍ତୁ ଯେ ଆପଣଙ୍କ ଜୀବନରେ ବହୁତ ଲମ୍ବା ସମୟ ଧରି ବହୁତ ବଡ଼ ସମସ୍ୟା ଲାଗି ରହିଛି ଜୀବନରେ ଚାଲୁଥିବା ଉଚ୍ଚ ନୀଚ୍ଚ କାରଣ ଯୋଗୁଁ ପ୍ରାୟତଃ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଦ ନଦେବାର ଆପଣ ଅନୁଭବ କରୁଛନ୍ତି ଯେଉଁ କାରଣରୁ ଆପଣଙ୍କ ମାନସିକ ସ୍ତରରେ କିଛି ପରିବର୍ତନ ଆସିବାରେ ଲାଗିଛି |କିନ୍ତୁ ଜାଣି ରଖନ୍ତୁ ଯେ ଏହା ଆପଣଙ୍କୁ ଅଧିକ ଶକ୍ତିଶାଳୀ ମଧ୍ୟ କରି ଦେଇଛି ଆପଣ ବହୁତ ଗମ୍ଭୀର ବ୍ୟକ୍ତି ଅଟନ୍ତି ଅଯଥାରେ ସମୟ ନଷ୍ଟ କରିବାକୁ କେବେବି ପସନ୍ଦ କରନ୍ତି ନାହିଁ |ନିଜର ଭବିଷ୍ୟତ ଏବଂ କ୍ୟାରିୟରକୁ ନେଇ ସବୁବେଳେ ଅଗ୍ରସର ରହି ଥାଆନ୍ତି ଏହା ହିଁ କାରଣ ଅଟେ ଆପଣ ଆପଣଙ୍କ ଅନୁଭବ ଓ ଅଭିଜ୍ଞତାରେ ଆଧରରେ ନିଜର ଜୀବନରେ ନିଶ୍ଚିତ ଭାବରେ ସଫଳତା ଲାଭ କରିବେ |
ଦ୍ୱିତୀୟ ରହିଛି ହଳଦିଆ ରଙ୍ଗ -ଜାଣି ନିଅନ୍ତୁ ଯେ ଆପଣ ବହୁତ ଧର୍ଯ୍ୟବାନ ,ଵିଵେକଵାନ ଓ ଜ୍ଞାନୀ ବ୍ୟକ୍ତି ଅଟନ୍ତି ଯେଉଁ କ୍ଷେତ୍ରରେ ରହି ଥାଆନ୍ତି ଉଚ୍ଚ ସ୍ଥିତିରେ ରହି ଥାଆନ୍ତି |ପବିତ୍ର ସ୍ଵଭାଵ ସମ୍ପନ୍ନ ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାଆନ୍ତି |ଆପଣଙ୍କ କ୍ରୋଧ ଏବଂ ଚିଡ଼ି ଚିଡ଼ା ସ୍ଵଭାଵ ମଧ୍ୟ ଅଧିକ ରହିଥାଏ ଟିକେ ଟିକେ କଥାରେ ରାଗିଜିବା ଭଳି ଗୁଣ ଆପଣଙ୍କ ପାଖରେ ରହିଥାଏ |ପ୍ରାୟତଃ ଲୋକମାନେ ଆପଣଙ୍କୁ ଭୁଲ ବୁଝି ଥାଆନ୍ତି କିନ୍ତୁ ଯେଉଁମାନେ ଆପଣଙ୍କୁ ସଠିକ ଭାବରେ ଜାଣି ଥାଆନ୍ତି ସେମାନେ କେବେବି ଆପଣଙ୍କୁ ତ୍ୟାଗ କରନ୍ତି ନାହିଁ ସର୍ବଦା ଆପଣଙ୍କ ସହିତ ରୁହନ୍ତି |
ତୃତୀୟ ନାଲି ରଙ୍ଗ -ଆପଣ ଦେଖିବାକୁ ବହୁତ ସୁନ୍ଦର ,ଆକର୍ଷିତ ଏବଂ ସମସ୍ତଙ୍କ ମନ ମୋହିନେଲା ଭଳି ବ୍ୟକ୍ତି ଅଟନ୍ତି ଯିଏ ଆପଣଙ୍କ ସହିତ ଥରୁଟିଏ ମିଶି ଥାଆନ୍ତି ସେ ଜୀବନରେ ଆପଣଙ୍କୁ ଭୁଲି ପାରନ୍ତି ନାହିଁ |ଆପଣ ପ୍ରାୟତଃ ଅଧିକ ଗପିବାକୁ ପସନ୍ଦ କରନ୍ତି ଏବଂ ସର୍ବଦା ଖୁସିରେ ରହିବାକୁ ପସନ୍ଦ କରି ଥାଆନ୍ତି ଆପଣଙ୍କ ହୃଦୟ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଥାଏ କିନ୍ତୁ କେବେ କେବେ ଆପଣ ଠକାମିର ମଧ୍ୟ ଶିକାର ହୋଇ ଥାଆନ୍ତି ଆପଣଙ୍କ ସବୁଠାରୁ ଅଧିକ ରୁଚି ରଚନାତ୍ମକ କାର୍ଯ୍ୟରେ ରହିଥାଏ |ଏହା ଛଡ଼ା କଠିନରୁ କଠିନ ସ୍ଥିତି ସମୁଖିନ୍ନ ହେବାର ଶକ୍ତି ଆପଣଙ୍କୁ ବହୁତ ଜଣା |ଆପଣଙ୍କ ଏହି ବିଶେଷ ଗୁଣ କାରଣରୁ ଆପଣ ଆପଣଙ୍କ ଭବିଷ୍ୟତ ନିଜେ ଲେଖି ଥାଆନ୍ତି |