ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଥିବା ଅଙ୍ଗନୱାଡି କର୍ମୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଏମାନଙ୍କୁ ମିଳିବାକୁ ଯାଉଛି କିଛି ନୂଆ ଦାୟିତ୍ୱ ଏନେଇ ସରକାର ମଧ୍ୟ ଘୋଷଣା କଲେ ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା |ପ୍ରଥମେ ଅଙ୍ଗନୱାଡି ଦିଦିଙ୍କୁ ସ୍କୁଲ ଦାୟିତ୍ୱ ଠିକ ସମୟରେ ବିଦ୍ୟାଳୟ ଖୋଲିବା ଏବଂ ମଧ୍ୟାହ୍ନ ଭୋଜନ ଚାଲୁ ରଖିବାକୁ ନିର୍ଦେଶ |ଶିକ୍ଷକ ଅନୁପସ୍ଥିତ ଥିବା ବିଦ୍ୟାଳୟ ମାନଙ୍କ ଗୁଡ଼ିକରେ ଦେଖା ଶୁଣା କରିବେ ଅଙ୍ଗନୱାଡି ଦିଦି ଏନେନି ଡିଏସ ଡବ୍ଲୁ ଙ୍କୁ ଚିଠି ଲେଖିଛନ୍ତି
ବାଲେଶ୍ୱର DEO ଅନୁରୋଧ କରିଛନ୍ତି |ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଅନେକ ସ୍କୁଲରେ ପାଠ ପଢା ଠପ ହୋଇ ଯାଇଛି ଏଥିପାଇଁ DEO ଜିଲ୍ଲାପାଳଙ୍କ ନିର୍ଦେଶରେ ଏହି ଚିଠି ଲେଖିଛନ୍ତି |ସ୍କୁଲ ଜଗିବେ ଅଙ୍ଗନୱାଡି ଦିଦି ବାଲେଶ୍ୱର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଚିଠି ଲେଖିଲେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ |ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ଥିବାରୁ ଅଙ୍ଗନୱାଡି କର୍ମୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି |
ତେବେ ଶିକ୍ଷକ ଅନୁପସ୍ଥିତ ଥିବା ବିଦ୍ୟାଳୟ ମାନଙ୍କରେ ଅଙ୍ଗନୱାଡି କର୍ମୀ ଦେଖା ଶୁଣା କରିବାକୁ ନିର୍ଦେଶ ଦିଆଯାଇଛି |ଠିକ ସମୟରେ ବିଦ୍ୟାଳୟ ଖୋଲିବା ଏବଂ ମଧ୍ୟାହ୍ନ ଭୋଜନ ଚାଲୁ ରଖିବା ପାଇଁ ନିର୍ଦେଶ ଦିଆଯାଇଛି ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଅନେକ ସ୍କୁଲରେ ପାଠପଢା ଠପ ହୋଇଛି |
ଏନେଇ DEO ଜିଲ୍ଲାପାଳଙ୍କ ନିର୍ଦେଶରେ ଏହି ଚିଠି ଲେଖିଛନ୍ତି ଯାହାର ନୋଟିଫିକେସନ ଆପଣ ଚାହିଁଲେ ଦେଖିପାରିବେ |ସୂଚନା ଅନୁସାରେ ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ମାନେ ଅଠା ଦିନ ହେଲା ଧାରଣାରେ ବସିଛନ୍ତି |
ଫଳରେ ଅନେକ ସ୍କୁଲରେ ତାଲା ଝୁଲୁଛି ପିଲାମାନେ ସ୍କୁଲ ଆସୁଥିଲେ ମଧ୍ୟ ଫେରି ଯାଉଛନ୍ତି ଆଉ କିଛି ସ୍ଥାନରେ ପିଲାମାନେ ଖେଳୁଥିବାର ସାମ୍ନାକୁ ଆସିଛି ତେଣୁ ଏଥିପାଇଁ ନୂଆ ଦାୟିତ୍ବ ମିଳିଲା ଅଙ୍ଗନୱାଡି ଦିଦିଙ୍କୁ |