ଦର୍ଶକବନ୍ଧୁ ସାପକୁ କିସ କରୁଥିଲେ ବ୍ୟକ୍ତି ଆଉ ତାପରେ ସାପ କରିଦେଲା କିସ ସାଧାରଣତ ଆମେମାନେ ସାପ ନାଁ ଶୁଣିଲେ ଭୟରେ ଥରିଥାଉ ହେଲେ କିଛି ସାହସୀ ଲୋକ ଅଛନ୍ତି ସାପମାନଙ୍କ ଭୟ କରନ୍ତି ନାହିଁ ବରଂ ସେମାନେ ପିଲାମାନଙ୍କ ପରି ସାହିତ ଖେଳନ୍ତି |
ସେହିଭଳି ଏକ ବ୍ୟକ୍ତିଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ବ୍ୟକ୍ତି ଜଣଙ୍କ ଏକ ସାପକୁ କିସ କରୁଥିବାର ନଜର ଆସିଛନ୍ତି | ତେବେ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କିଙ୍ଗକୋବ୍ରାର ପାଖକୁ ଯାଇ କିସ ଦେବାକୁ ଚେଷ୍ଟା କରୁଛି |
ହେଲେ କିଙ୍ଗକୋବ୍ରାର ହଟାତ କ୍ଷିପ୍ର ବେଗରେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଛି ଏବଂ ବ୍ୟକ୍ତି ଜଣଙ୍କ ଡେଇଁ ଚିତ୍କାର କରୁଛି | ତେବେ ଆପଣ ଭିଡ଼ିଓରେ ଚିତ୍କାର ଥିବା ବ୍ୟକ୍ତିଙ୍କୁ ସ୍ପଷ୍ଟ ଭାବରେ ଶୁଣିପାରିବେ ଏହାପରେ ବ୍ୟକ୍ତି ଅତିଶୀଘ୍ର ସାପକୁ ନିଜ ହାତରେ କାଢି ଦେଲେ |
ଯେତେବେଳେ ସାପ ତାଙ୍କ ଠାରୁ ଦୂରେଇଯିବା ଆରମ୍ଭ କରିଲା ସେତେବେଳେ ସେ ସାପର ଲାଞ୍ଚକୁ ଧରିନେଲେ | ବର୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଆଉ ଲୋକମାନେ ଏହି ଭିଡ଼ିଓରେ ବହୁତ କମେଣ୍ଟ ମଧ୍ୟ କରିଛନ୍ତି ଜଣେ ବ୍ୟକ୍ତି କମେଣ୍ଟ କରିଛନନ୍ତି କି ସେମାନେ ନିଜ ଜୀବନ ସହିତ ଖେଳିବା କଥା ନୁହେଁ |