ପୁଣି କମିଲା ସୁନା (Gold) ଦର,ଏବେ କମିଲା ଏତେ ଟଙ୍କା ଜାଣିଲେ ଖୁସିରେ ନାଚି ଉଠିବେ …ଶୀଘ୍ର ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର ପୁଣି ଶସ୍ତା ହେଲା ସୁନା |ଶସ୍ତା ହୋଇଛି ସୁନା ରୂପା ଆସନ୍ତୁ ଜାଣିବା ସ୍ମାର୍ଟ ସିଟିରେ କେତେ ରହିଛି ସୁନାର ଦର ତେବେ ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର ଗତ କିଛିଦିନ ହେବ ସୁନାର ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନାର ଦାମରେ ସାମାନ୍ୟ ପରିବର୍ତ୍ତନ ଆସିଛି |ତେବେ ସୁନାକୁ ପିନ୍ଧିବା ସବୁ ମହିଳା ମାନଙ୍କ ଶୌକ କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ଯାହା ରହିଛି ତାର ମୂଲ୍ୟକୁ ନେଇ ଗ୍ରାହକ କିଣିବା ପୂର୍ବରୁ ଅନେକ ଥର ଭାବନ୍ତି ସୁନା ଦରରେ ଆଜି ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି |

ଆଜି ଭାରତୀୟ ବଜାରରେ ସୁନାର ଦାମ ସାମାନ୍ୟ ହ୍ରାସ ପାଇଛି ତେବେ ଆପଣମାନେ ସୁନା କିଣିବାକୁ ଚାହୁଁଥିଲେ ଜାଣନ୍ତୁ ଓଡିଶା ସମେତ ଭାରତର ପ୍ରମୁଖ ସହର ମାନଙ୍କରେ ସୁନାର ଦର ତେବେ ଆଜି ଭାରତୀୟ ବଜାରରେ 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 54,700 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ 10 ଗ୍ରାମ ପ୍ରତି 59,670 ଟଙ୍କା ହୋଇଛି |

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ 22 ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 54,700 ଓ 59,670 ଟଙ୍କା ରହିଛି ତେବେ ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କେତେକ ସ୍ଥାନରେ ବୃଦ୍ଧି ପାଇଥିବା ବେଳେ କେତେକ ସ୍ଥାନରେ ଏହାର ଦର ସ୍ଥିର ହୋଇ ରହିଛି |

ମୁମ୍ବାଇରେ 22 ଏବଂ 24 କ୍ୟାରେଟବ ସୁନାର ଦର 10 ଗ୍ରାମ ପ୍ରତି ଯଥାକ୍ରମେ 54,700 ଟଙ୍କା ଓ 59,670 ଟଙ୍କା ରହିଥିବା ନେଇ ରେକର୍ଡ ହୋଇ ରହିଥିବା ବେଳେ ନୂଆ ଦିଲ୍ଲୀରେ ଏହାର ଦର ଯଥାକ୍ରମେ 54,850 ଟଙ୍କା ଓ 59,820 ଟଙ୍କା ରହିଛି |

ତେବେ ଦକ୍ଷିଣ ଭାରତ ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ସୁନାର ଦର 22 କ୍ୟାରେଟ ପ୍ରତି 55,000 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ 60,000 ଟଙ୍କା ରହିଥିବା ନେଇ ଜଣା ପଡ଼ିଛି | ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ମଧ୍ୟ 22 ଏବଂ 24 କ୍ୟାରେଟ ସୁନାର ଦର ଯଥାକ୍ରମେ 54,700 ଟଙ୍କା ଏବଂ 59,670 ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି |ସେହିପରି ରୂପା କିଲୋଗ୍ରାମ ପ୍ରତି 74,000 ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି |

Leave a Reply

Your email address will not be published. Required fields are marked *