ନମସ୍କାର ଦର୍ଶକବନ୍ଧୁ ବୈଦିକ ଜ୍ୟୋତିଷ ଅନୁଯାଇ ଏଥର ଗଣେଶ ପୂଜା ସେପ୍ଟେମ୍ବର 19 ରେ ପାଳନ କରାଯିବ ବିଶ୍ୱାସ କରାଯାଏ ଯେ ଭଗବାନ ଗଣେଶ ଏହି ଦିନ ଜନ୍ମ ହୋଇଥିଲେ ଏହା ସହିତ ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଶୁକ୍ରଗ୍ରହ ମଧ୍ୟ ଏହି ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ଏହିଦିନ ଚତୁର୍ଥୀ ତିଥି ରବି ଯୋଗରେ ରହିଛି ଏହା ସହିତ ଦୁଇଟି ଶୁଭ ଯୋଗ ବ୍ରହ୍ମା ଏବଂ ଶୁକ୍ରଯୋଗ ମଧ୍ୟ ଗଠନ କରାଯାଉଛି ଯେଉଁଥିପାଇଁ ପ୍ରଭୁ ଗଣେଶଙ୍କ କୃପାରୁ ତିନୋଟି ରାଶି ଆଶୀର୍ବାଦ ପ୍ରାପ୍ତ କରିବାକୁ ଯାଉଛନ୍ତି |ତେବେ ଆସନ୍ତୁ ଜାଣିନେବା କଣ ସେହି ଭାଗ୍ୟଶାଳୀ ତିନିଗୋଟି ରାଶି ଯେଉଁମାନଙ୍କ ଭାଗ୍ୟ ଗଣେଶ ପୂଜାଠାରୁ ବଦଳିବାକୁ ଯାଉଛି |ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ |
କର୍କଟ ରାଶି -ଭଗବାନ ଗଣେଶଙ୍କ ଆନୁକୂଲ୍ୟରେ ଆପଣ ଭଲ କାର୍ଯ୍ୟ ଆରମ୍ଭ କରି ପାରନ୍ତି ଏହି ସମୟରେ ଆପଣ ଅନେକ ଉତ୍ସରୁ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ ଏହା ସହିତ ଆପଣ ବ୍ୟବସାୟରେ ହଟାତ ମୁଦ୍ରା ଲାଭ ବା ଧନ ଲାଭ ହୋଇପାରେ ବ୍ୟବସାୟରେ ଏକ ବଡ଼ ଡ଼ିଲ ଚୂଡ଼ାନ୍ତ ହେବ ବା ଫାଇନାଲ ହୋଇଯିବ ଏବଂ ଏହି ସମୟରେ ଆପଣ ଭାଗିଦାରୀ କାର୍ଯ୍ୟରୁ ଭଲ ଟଙ୍କା ରୋଜଗାର କରିବେ |ଯଦି ଆପଣ ମାର୍କେଟିଙ୍ଗ କାମ ସହିତ ଜଡ଼ିତ ଅଛନ୍ତି ତେବେ ଆପଣଙ୍କ ପାଇଁ ଏହା ଉତ୍ତମ ପ୍ରମାଣିତ ହୋଇପାରେ |ଯଦି ଆପଣ ଏହି ଗଣେଶ ପୂଜାରେ ପ୍ରଭୁ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତି ତେବେ ତୁମର ସମସ୍ତ ଇଛା ପୂରଣ ହୋଇଯିବ |ପ୍ରଭୁ ଗଣେଶ ଆପଣଙ୍କ ଉପରେ ଅତ୍ୟନ୍ତ ଖୁସି ହୋଇଯିବେ |
ବିଛା ରାଶି -ଆପଣଙ୍କୁ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ମିଳିବାକୁ ଯାଉଅଛି ଆପଣଙ୍କୁ ଏକ ନୂତନ ଚାକିରୀ ଅଫର ମିଳିପାରେ ଯଦି ଆପଣ ଚାକିରୀ କରିଛନ୍ତି ତେବେ ଆପଣ ପଦୋନ୍ନତି ପାଇବାର ଯୋଗ୍ୟ ଅଟନ୍ତି ଏବଂ ଏହି ସମୟରେ ଆପଣ ପଦୋନ୍ନତି ପାଇ ପାରନ୍ତି |ଆପଣଙ୍କ ବ୍ୟବସାୟ ମଧ୍ୟ ଏହି ସମୟରେ ବିସ୍ତାର ହେବ ନୂତନ ବ୍ୟବସାୟିକ ସମ୍ପର୍କ ଗଠନ ହେବ ଏହି ସମୟରେ ଆପଣଙ୍କ କାର୍ଯ୍ୟ ଶୈଳୀରେ ଉନ୍ନତି ଆସିବ ଯାହାକି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଅତ୍ୟନ୍ତ ଅଗ୍ରସର ଦେଖାଯିବ ଆପଣ ମଧ୍ୟ ସନ୍ତାନମାନଙ୍କ ତରଫରୁ କିଛି ଖୁସି ଖବର ପାଇ ପାରନ୍ତି |
ତୁଳା ରାଶି -ଏହି ରାଶିର ବ୍ୟକ୍ତିମାନେ ଭଲ ସଫଳତା ପାଇବେ ଆହୁରି ମଧ୍ୟ ଏହି ସମୟରେ ଆପଣଙ୍କ ଆୟରେ ଭଲ ବୃଦ୍ଧି ହେବାର ସମ୍ଭାବନା ବଢୁଛି ଏହା ସହିତ ଆପଣଙ୍କ ଆୟରେ ନୂତନ ଉଚ୍ଚ ମଧ୍ୟ ଏହି ସମୟରେ ସୃଷ୍ଟି ହେବ |ଯେଉଁମାନଙ୍କ କ୍ୟାରିୟର ମେଡିଆ ସଙ୍ଗୀତ ସହିତ ଜଡ଼ିତ ଏଥର ସେମାନେ ବହୁତ ଭଲ ବୋଲି ପ୍ରମାଣିତ ହେବେ ବା ଲକି ବୋଲି ସାବ୍ୟସ୍ତ ହେବେ ସେମାନଙ୍କ ଭାଗ୍ୟ ସୁଦୃଢ଼ ହେବାକୁ ଯାଉଛି ଏହା ସହିତ ପ୍ରତ୍ୟକ କାର୍ଯ୍ୟ ବିନା ବାଧା ବିନା କଷ୍ଟରେ ସମାପ୍ତ ହୋଇଯିବ |