Chanakya ନୀତି : ଜଣେ ମହିଳା ଦେହର କେଉଁ ଜାଗା ସବୁଠାରୁ ଅଧିକ ପବିତ୍ର ଅଟେ ,ପୁରୁଷ ପୁଅ ମାନେ ଜାଣିବା ନିହାତି ଆବଶ୍ୟକ ,ଥରେ ନିଶ୍ଚୟ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଆପଣଙ୍କୁ ଚାଣକ୍ୟ କହିଥିବା ମହିଳାଙ୍କ କେଉଁ ଭାଗ ସବୁଠାରୁ ଅଧିକ ପବିତ୍ର ହୋଇଥାଏ ଏହି ବିଷୟଟିକୁ ଆପଣ ଶେଷ ଯାଏ ଦେଖନ୍ତୁ କାରଣ ଅଧା ଅଧୁରା ଜ୍ଞାନ ସମସ୍ତଙ୍କ ପାଇଁ ଖରାପ ହୋଇଥାଏ ତେଣୁ ଶେଷ ଯାଏ ନିଶ୍ଚିତ ଭାବରେ ଦେଖନ୍ତୁ |ଆମେ ସମସ୍ତେ ଜାଣିଛନ୍ତି ଯେ ଜଣେ ଜଣେ ସ୍ତ୍ରୀ ଲୋକ ବହୁତ ବିଚିତ୍ର ହୋଇ ଥାଆନ୍ତି ଏମାନଙ୍କୁ ବୁଝିବା ବହୁତ କଠିନ ହୋଇଥାଏ ଏବଂ ଏହି ସ୍ତ୍ରୀ ଲୋକମାନଙ୍କ ଗୁଣ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପରି ନାହାଁନ୍ତି |ଏହା ସହିତ ଏମାନଙ୍କ ଶକ୍ତିର ପରିମାପ ଆଜି ପର୍ଯ୍ୟନ୍ତ କେହି ବି ପାଇ ପାରି ନାହାଁନ୍ତି |

ଏମାନଙ୍କ ଭାବନାକୁ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଅଟକାଇ ପାରି ନାହାଁନ୍ତି କିମ୍ବା ଏମାନଙ୍କ ବୁଝିବା ଶକ୍ତିକୁ ଆଜି ପର୍ଯ୍ୟନ୍ତ କେହି ବୁଝି ପାରି ନାହାଁନ୍ତି ଏବଂ ଏମାନଙ୍କୁ ଅଟକାଇବା କୌଣସି ଆବଶ୍ୟକତା ନାହିଁ |ଆମର ଋଷି ମାନେ କହିବା କଥା ଅନୁଯାଇ ବ୍ରାହ୍ମଣ ମାନଙ୍କ ପାଦ ପବିତ୍ର ହୋଇଥାଏ ଏବଂ ଗାଈର ପଛ ଭାଗ ପବିତ୍ର ହୋଇଥାଏ କିନ୍ତୁ ଯଦି ଆମେ ଏହି ଠାରେ ଆପଣଙ୍କୁ କୌଣସି ମହିଳାଙ୍କ କଥା କହିବୁ ତେବେ ଏମାନଙ୍କ ସବୁ ସ୍ଥାନ ସବୁ କ୍ଷେତ୍ରରେ ସବୁ ଜାଗାରେ ପବିତ୍ର ଅଟେ |

ଏହା ଆମ ଋଷି ମାନଙ୍କ କହିବା କଥା ଅଟେ ତେଣୁ ଆପଣମାନେ ନିଜ ମନରେ ଥିବା ଖରାପ ଭାବନା କାଢିକି ଫୋପାଡ଼ି ଦିଅନ୍ତୁ ଯେ ସ୍ତ୍ରୀ ଲୋକମାନଙ୍କ ଏହି ସ୍ଥାନ ପବିତ୍ର ଅଟେ ସେ ସ୍ଥାନ ନୁହେଁ ଏଭଳି ଭ୍ରାନ୍ତ ଧାରଣା ମନରେ କେବେ ରଖନ୍ତୁ ନାହିଁ |ଗୋଟିଏ ଉଦାହରଣ ଦ୍ୱାରା ଆମେ ଆପଣଙ୍କୁ ଏହାର ଅର୍ଥ ବୁଝାଇ ଦେଉଛୁ |ଭାରତର କେରଳ ରାଜ୍ୟରେ ଯେଉଁଠାରେ ସ୍ତ୍ରୀ ଲୋକମାନଙ୍କ ପୂଜା କରାଯାଏ ମା ରୂପରେ ,ସ୍ତ୍ରୀ ରୂପରେ ମାତା ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଇଥାଏ |

ଏହିଠାରେ ଜଣେ ପୁରୁଷ ନିଜ ସ୍ତ୍ରୀର ପାଦ ମଧ୍ୟ ଛୁଇଁ ଥାଏ କିନ୍ତୁ ଉତ୍ତର ଭାରତରେ ସ୍ତ୍ରୀ ଲୋକମାନଙ୍କ ପାଦ ଛୁଇଁବା ସମ୍ପୂର୍ଣ୍ଣ ପାପ କାର୍ଯ୍ୟ ହୋଇଥାଏ କିନ୍ତୁ କେରଳରେ ଏହି ସବୁ କାର୍ଯ୍ୟ କରାଯାଇଥାଏ କେରଳ ରାଜ୍ୟକୁ ଈଶ୍ୱରଙ୍କ ସ୍ଥାନ ବୋଲି ସଂଜ୍ଞା ଦିଆଯାଇଛି |ଏବଂ ଏହି ଜାଗାକୁ ଈଶ୍ୱର ନିଜେ ମଧ୍ୟ ମାନି ଥାଆନ୍ତି କାରଣ ଯେଉଁଠାରେ ସ୍ତ୍ରୀ ଲୋକମାନଙ୍କ ପୂଜା କରାଯାଏ |

ସେଠାରେ ଭଗବାନ ନିଶ୍ଚିତ ଭାବରେ ରହି ଥାଆନ୍ତି |ତେଣୁ ଦର୍ଶକବନ୍ଧୁ ଆପଣମାନେ ସଦା ସର୍ବଦା ମହିଳାମାନଙ୍କ ସମ୍ମାନ କରନ୍ତୁ ଏବଂ ଏହି ବିଷୟଟିକୁ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ ଯେଉଁ ଜାଗାରେ ମହିଳା ମାନଙ୍କ ସମ୍ମାନ ମିଳିଥାଏ ସେହିଠାରେ ମାତା ଲକ୍ଷ୍ମୀ ବସବାସ କରି ଥାଆନ୍ତି |

Leave a Reply

Your email address will not be published. Required fields are marked *