ନମସ୍କାର ଦର୍ଶକବନ୍ଧୁ ଖୁସିର ଖବର ଦେଲେ ଓଲିଉଡ଼ ଅଭିନେତ୍ରୀ ଅପରାଜିତା ମହାନ୍ତି ଦୀର୍ଘଦିନ ପରେ ଓଲିଉଡ଼କୁ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି ଅପରାଜିତା ମହାନ୍ତି ତ ଫ୍ରେଣ୍ଡ୍ସ ଆପଣମାନେ ତ ଅପରାଜିତା ମହାନ୍ତିଙ୍କୁ ବେଶ ଭଲ ଭାବରେ ଜାଣିଥିବେ |ଅସି ଦଶକରୁ ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ଅଭିନୟ କରି ଆସିଛନ୍ତି ଅପରାଜିତା ତ ବର୍ତ୍ତମାନ ସମୟରେ ଅପରାଜିତାଙ୍କୁ ପ୍ରାୟ 60 ବର୍ଷରୁ ଅଧିକ ବୟସ ହୋଇଗଲାଣି |
ଉତ୍ତମ ମହାନ୍ତିଙ୍କ ଦେହ ଖରାପ ଥିବାରୁ ସେ ଦୀର୍ଘଦିନ ହେବ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହିଥିଲେ ଏବେ ପୁଣି 3 ବର୍ଷ ପରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଫେରିବେ ଅପରାଜିତା ମହାନ୍ତି |ତ ଅପରାଜିତା ମହାନ୍ତି ଫିଲ୍ମରେ ମା ଭୂମିକାରେ ଅଭିନୟ କରିବାର ନଜର ଆସିବେ ପ୍ରଥମ ଥର ପାଇଁ ଆପଣ ଏହି ଚଳଚ୍ଚିତ୍ର ନେଗେଟିଭ କ୍ୟାରେକ୍ଟରରେ ଦେଖିବାକୁ ପାଇବେ |
ଅପରାଜିତା ଏବେ ନୂଆ ଚଳଚ୍ଚିତ୍ରର ସୁଟିଙ୍ଗ ସେଟରେ କାମ କରୂଥିବାର ଦେଖିବାକୁ ମିଳିଛି |ଆଉ ଏଥିପାଇଁ ସେ ଏବେ ବହୁତ ଖୁସି ଅଛନ୍ତି ଦୀର୍ଘଦିନ ପରେ ସେ ଏବେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଅଭିନୟ କରିବାକୁ ଯାଉଛନ୍ତି ତ ଆପଣମାନେ ଜାଣିଥିବେ ସୁଟିଙ୍ଗ ସେଟରୁ ଭଲ ପାଇ ଉତ୍ତମ ମହାନ୍ତିଙ୍କୁ ବିବାହ କରିଥିଲେ |
ଅପରାଜିତା ଏହା ଛଡ଼ା ଅପରାଜିତାଙ୍କ ଗୋଟେ ପୁଅ ଯାହାଙ୍କ ନାମ ବାବୁଶାନ ମହାନ୍ତି ଆପଣ ବେଶ ଭଲ ଭାବରେ ଜାଣିଥିବେ |ତ ବାବୁଶାନଙ୍କ ଗୋଟେ କୁନି ପୁଅ ଅଛି ତ ଏହି କୁନି ପୁଅଙ୍କ ସହ ସବୁବେଳେ ନଜର ଆସୁଛନ୍ତି ଅପରାଜିତା |