ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଏବେ ଏବେ ଆସିଲା ବଡ଼ ଖବର 26 ତାରିକରୁ ସବୁ ସ୍କୁଲ ଛୁଟି ହେବ ଏହାକୁ ନେଇ ଆସି ସାରିଛି ବହୁତ ବଡ଼ ଅପଡେଟ |ସେପ୍ଟେମ୍ବର 26 ରୁ ଆନ୍ଦୋଳନ କରିବ ହାଇସ୍କୁଲ ଏନପିଏସ ଶିକ୍ଷକ ସଙ୍ଘ 2004 ରୁ 2013 ମଧ୍ୟରେ ନିଯୁକ୍ତି ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଛଅ ବର୍ଷର ଚୁକ୍ତି ଅବଧିକୁ ମୂଳ ନିୟମିତ ଚାକିରୀ ସହ ଯୋଗ କରିବା ଏବଂ 6 ଟି ନାସନାଲ ଇନକ୍ରିମେଣ୍ଟ ପ୍ରଦାନ ଦାବିରେ ଆନ୍ଦୋଳନ ଦାବିରେ ଆନ୍ଦୋଳନକୁ ଓଲ୍ହାଇବ |
ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନ ଯୋଜନା ଭୁକ୍ତ ସଙ୍ଘ ଏଥିସହ ସଙ୍ଘ ପୁରୁଣା ପେନସନ ଦାବି କରିଛି |ଏହି ଦୁଇ ଦଫା ଦାବିରୁ ଆସନ୍ତା 26 ତାରିକରୁ ଆନ୍ଦୋଳନକୁ ଓଲ୍ହାଇବ ସଙ୍ଘ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି |ସଙ୍ଘ କହିବା କଥା ରାଜ୍ୟ ସରକାର ଚୁକ୍ତି ଭିତିକ ପ୍ରଥାର ଉଛେଦ କରିଛନ୍ତି |
ସବୁ ବିଭାଗ ଏହାକୁ ଗ୍ରହଣ କରି ଲାଗୁଥିବା କରିଥିବା ବେଳେ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଏଥିପ୍ରତି ଧ୍ୟାନ ଦେଉ ନାହିଁ ଫଳରେ ହାଇସ୍କୁଲ ଶିକ୍ଷକଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରା ନଯିବା ଅସଙ୍ଘତି ବୋଲି କହିଛି ସଙ୍ଘ |ଏହି ଦୁଇ ଦଫା ଦାବି ନେଇ ଏନପିଏସ ଶିକ୍ଷକ ସଙ୍ଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରା ଯାଉଥିଲେ ବି କୋୖଣସି ଫଳ ମିଳୁ ନାହିଁ |
ପ୍ରତିଶୃତି ମିଳୁଛି ହେଲେ ସମାଧାନ କରାଯାଉ ନାହିଁ ରାଜ୍ୟ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ଆଏଚ ,ସାଧାରଣ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ ,କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ପ୍ରଧାନ ,ମହା ସଚିବ ଶୁଭ୍ରଜିତ ପ୍ରତିହାରୀ ,କୋଷାଧ୍ୟକ ଜିତେନ୍ଦ୍ର ନାୟକ ,ଆବାହକ ବିଶ୍ୱଜିତ ବିଶ୍ୱାଳ ,ସହ କୋଷାଧ୍ୟକ ପଞ୍ଚାନନ ଜେନା ,ସାଂଘଟନିକ ସମ୍ପାଦକ ରାଜେନ୍ଦ୍ର ମଲିକ ପ୍ରମୁଖ |
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସୂଚନା ଦେଇଛନ୍ତି |ଯଦି 26 ତାରିକରୁ ଆନ୍ଦୋଳନ ଜାରି ରହିବ ତାହେଲେ ହାଇସ୍କୁଲ ଛୁଟି ରହିବ ଯେହେତୁ ହାଇସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଠ ପଢ଼ାଉଛନ୍ତି ଯଦି ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଯିବେ ତେବେ ସ୍କୁଲ ଛୁଟି ରହିବ ବୋଲି ଜଣା ପଡ଼ିଛି |