Ration Card ଥିଲେ ନିଶ୍ଚୟ ଦେଖନ୍ତୁ, ଆସିଲା ବଡ ଗୁରୁତ୍ୱପୂର୍ଣ୍ଣ ଖବର, ସେପ୍ଟେମ୍ବର 30 ପୂର୍ବରୁ କରିଦିଅନ୍ତୁ ଏହି କାମ ନଚେତ ….ଦେଖନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ଏବେ ରାସନ କାର୍ଡକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ଅପଡେଟ ଏବେ ବନ୍ଦ ହେବ ବହୁତ ସାରା ଲୋକଙ୍କ ରାସନ କାର୍ଡ ଏବେ ରାସନ କାର୍ଡରୁ ହଟିବ ସେମାନଙ୍କ ନାମ |ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା |ଯଦି ଆପଣ ଆପଣଙ୍କ ଆଧାର କାର୍ଡକୁ ରାସନ କାର୍ଡ ସହିତ ଲିଙ୍କ କରାଇ ନାହାଁନ୍ତି |

ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭାରତ ସରକାର ରାସନ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିକ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ପୂର୍ବରୁ ଏହି ସମୟ ସୀମା କେବଳ ଜୁନ 30 ତାରିକ ପର୍ଯ୍ୟନ୍ତ ଧାର୍ଯ୍ୟ କରା ଯାଇଥିଲା |ଯେବେଠୁ କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ କାର୍ଡ ନୀତି ଆପଣାଇଛନ୍ତି |

ସେବେଠୁ ରାସନ କାର୍ଡକୁ ଆଧାର କାର୍ଡ ସହ ଯୋଡ଼ିବାକୁ କହି ଆସୁଛନ୍ତି ଏହାର ମୂଳ ଉଦେଶ୍ୟ ହେଉଛି ରାସନ କାର୍ଡ ସମ୍ବଦିୟ ବିଶୃଙ୍ଖଳାକୁ ବନ୍ଦ କରିବା ପାଇଁ ଅଧିକ ଲୋକ ଅଛନ୍ତି ଯେଉଁମାନେ |ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ କି ଏହି କାର୍ଡର ଅପ ବ୍ୟବହାର ମଧ୍ୟ କରୁଛନ୍ତି ସେମାନେ ବିଭିନ୍ନ ସ୍ଥାନରେ ଦୁଇ ତିନୋଟି ରାସନ କାର୍ଡ ପାଆନ୍ତି |

ଯଦି ଦର୍ଶକବନ୍ଧୁ ଆପଣଙ୍କ ରାସନ କାର୍ଡ ରହିଛି ତେବେ ଏହାକୁ ଆଧାର କାର୍ଡ ସହିତ ନିଶ୍ଚିତ ଭାବରେ ଲିଙ୍କ କରାଇ ଦିଅନ୍ତୁ ଏହାର ଶେଷ ତାରିକ 30 ସେପ୍ଟେମ୍ବରକୁ ଘୁଞ୍ଚା ଯାଇଛି ନଚେତ ଆପଣଙ୍କ ନାମ ରାସନ କାର୍ଡରୁ କଟି ଯାଇପାରେ ଏହା ଥିଲା ରାସନ କାର୍ଡକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଖବର |

Leave a Reply

Your email address will not be published. Required fields are marked *