Malika bachana :ଆରମ୍ଭ ହେଲାଣି ମହା ବିନାଶ ,ଗୋଟି ଗୋଟି ସତ ହେଉଛି ମାଳିକା ,ବଢୁଛି ଜୀବ ଜନ୍ତୁଙ୍କ ଆତଙ୍କ ,ଜାଣନ୍ତୁ ଆଗକୁ କଣ ହେବ |

ନମସ୍କାର ଦର୍ଶକବନ୍ଧୁ ନଦୀ ନାଳ ଏବେ ସବୁଆଡ଼େ କୁମ୍ଭୀରର ଆତଙ୍କ ଖେଳାଇ ଗଲାଣି ଲୋକ ମାନେ ଭୟଭୀତ ହୋଇଗଲେଣି ନଦୀରେ ଗାଧେଇବା ପାଇଁ ଯେଉଁ ଜାଗାରେ ପାଣିର ଅସୁବିଧା ସେମାନେ ନଦୀକୁ ଯାଉଛନ୍ତି ଆଉ କୁମ୍ଭୀରର ଶିକାର ହେଉଛନ୍ତି |ମହାପୁରୁଷ ମାଳିକାରେ ଲେଖିଛନ୍ତି ଆଗକୁ ଆହୁରି ପଶୁ ପକ୍ଷୀଙ୍କ ଆତଙ୍କ ବଢ଼ିବାରେ ଲାଗିବ ଆପଣ ମାନଙ୍କୁ ଆଗକୁ ସତର୍କ ରହିବାକୁ ହେବ ମହାପୁରୁଷ କହୁଛନ୍ତି ଜଳ ଜନ୍ତୁଙ୍କର ମଣିଷ ପାଲଟିବ ଆହର ଏବଂ କହିସାଜନ୍ତି ଏମିତି ସମୟ ଆସିବ ଜଙ୍ଗଲ ଜନ୍ତୁ ମାନଙ୍କର ଆହାର ମଣିଷ ଭୁଲିଯିବ |

ଆପଣମାନେ ନିକଟରେ ଦେଖୁଥିବେ ଦୁଇ ଦୁଇଟି ଛୁଆର ମାକୁ କୁମ୍ଭୀର କେମିତି ଖାଇ ଯାଉଛି କୁମ୍ଭୀରର ଆତଙ୍କ ଏତେ ମାତ୍ରାରେ ବଢି ଚାଲିଛି ଯେ ଲୋକେ ଡରିକି ଛାନିଆ ହୋଇ ଯାଉଛନ୍ତି କେବଳ ଓଡ଼ିଶାରେ ନୁହେଁ ଓଡିଶା ବାହାରେ ମଧ୍ୟ ପାଣିରେ ଥିବା ଜନ୍ତୁ ମାନଙ୍କ ଆହାର ବନିବ ମଣିଷ ଆପଣମାନେ ଶୁଣୁଥିବେ ପାଣିରେ ବଡ଼ ବଡ଼ ମାଛଙ୍କ ଶିକାର ହେଉଥିବେ ମଣିଷ ମାନେ ଜଳଚର ଜୀଵ ମାନଙ୍କ ଆହାର ପାଲଟି ଯାଉଛନ୍ତି |

ଜୀବ ମାନେ ଏହି କଥା ଆପଣମାନେ ମୋବାଇଲରେ ଦେଖୁଥିବେ |ମଣିଷ ଯେତେ ଜ୍ଞାନୀ ହେଉ ଥାଉନା କାହିଁକି ସେ ପାଣିରେ ଜ୍ଞାନ ହରାଇବ ପାଣିରେ ବୁଦ୍ଧି ବଣା ହୋଇଯିବ ବୋଲି ମହାପୁରୁଷ ମାନେ ଲେଖିଛନ୍ତି |ମହାପୁରୁଷ ଲେଖିଛନ୍ତି ହିଂସ୍ର ଜନ୍ତୁଙ୍କ ଆହାର କଳି ଶେଷରେ ହେଵ ହିଂସ୍ର ଜନ୍ତୁ ମାନେ କଳି ଶେଷରେ ଗାଁ ଗହଳିରେ ପସିବେ ଆଉ ଆହାର କରିବେ |

ଆଜିର ସମୟରେ ଆମ ମଣିଷ ସମାଜ ଗଛ ଜଙ୍ଗଲ ନଷ୍ଟ କରିବାରେ ଚାଲିଛି ସେଥିପାଇଁ ଜଙ୍ଗଲି ଜନ୍ତୁମାନେ ମଣିଷ ବାସ ସ୍ଥାନକୁ ଆସୁଛନ୍ତି ଆଉ ଆତଙ୍କ ବଢ଼ାଇ ଥିବେ |ଆପଣମାନେ ଶୁଣୁଥିବେ ଅନେକ ଲୋକ ବାଘର ଶିକାର ହେଲେଣି ଆଉ ଅଜଗର ପରି ସାପର ମଧ୍ୟ ଶିକାର ହେଲେଣି |

ଆଫ୍ରିକାର ଏମିତି ଜାଗା ଅଛି ଯେଉଁଠି ମଣିଷ ଗଲେ ଶିକାର ପାଲଟି ଯାଉଛି ଏହି କଥା ମାଳିକା ବାଣୀରେ ସତ୍ୟରେ ପରିଣତ ହୋଇଛି |ତେଣୁ ଆଜିଠାରୁ ସତର୍କ ରୁହନ୍ତୁ ପାପ କାର୍ଯ୍ୟଠାରୁ ଦୂରେଇ ରୁହନ୍ତି ଏବଂ ସବୁବେଳେ ଭଗବାନ ଙ୍କ ନାମ ନେଇ ସ୍ମରଣ କରନ୍ତୁ |

Leave a Reply

Your email address will not be published. Required fields are marked *