ଏବେ ଏବେ ଆସିଲା ବଡ ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ଲୋକପ୍ରିୟ ଅଭିନେତା ,ପରିବାରରେ ଆଖିରୁ ଶୁଖୁନି ଲୁହ ଚଳଚ୍ଚିତ୍ର ଜଗତରେ ଖେଳିଯାଇଛି ଶୋକର ଲହରୀ |

ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତ ପାଇଁ ଯାହାକି ଏକ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି |ତାଙ୍କର ପରଲୋକରେ ତାଙ୍କ ଦୁଇ ପୁଅ ଏବଂ ପରିବାର ଲୋକ ଭାଙ୍ଗି ପଡ଼ିଥିବାର ନଜରରେ ଆସିଛନ୍ତି ମୃ-ତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା ବୋଲି ଜଣା ପଡ଼ିଛି

|ଆମ ଦେଶ ଭାରତ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହୁଛନ୍ତି ନାଚ ହେଉ କିମ୍ବା ଗୀତ ଆମ ଦେଶ ଭାରତ ସବୁଠାରୁ ଆଗରେ ତାଙ୍କର ଦେ-ହା-ନ୍ତ ଖବର ଶୁଣି କହିବାକୁ ପଡୁଛି ଯେ ଏହି ପ୍ରସିଦ୍ଧ ଅଭିନେତା ଆମ ଗହଣରେ ଆଉ ନାହାଁନ୍ତି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି |

ଫିଲ୍ମ କ୍ୟାରିୟରକୁ ଦେଖିବାକୁ ଗଲେ ସେମାନେ ହିଟ ଫିଲ୍ମରେ କାମ କରିଛନ୍ତି କିଛି ବର୍ଷ ମଧ୍ୟରେ ଅନେକ ଚଳଚ୍ଚିତ୍ର ଧାରାବାହିକରେ ନଜରରେ ଆସିଥିଲେ |ଲୋକପ୍ରିୟ ଅଭିନେତା ରିୟ କୋପଡିୟ ଫିଲ୍ମ ବ୍ୟତୀତ ଏହି ଅଭିନେତା ଟେଲିଭିଜନରେ ମଧ୍ୟ ଜଣେ ପ୍ରମୁଖ ଚେହେରା ଥିଲେ |

ଧାରାବାହିକ ସପ୍ନ ଶୁଆନା ,ଲଡ କପନ କେ ଏବଂ ସିଦ୍ଧାର୍ଥ ତିୟରିଙ୍କ ମହାଭାରତରେ ଗାନ୍ଧାରୀର ପିତାଙ୍କ ଭୂମିକାରେ ଅଭିନୟ କରିଥିବା ଲୋକ ପ୍ରିୟ ଅଭିନେତା ରିୟ କୋପଡ଼ିୟଙ୍କ ମୃ-ତ୍ୟୁ ହୋଇଛି |ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି |

Leave a Reply

Your email address will not be published. Required fields are marked *