ନମସ୍କାର ବନ୍ଧୁଗଣ ଆଜିର ବିଷୟଟି ରହିଛି ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟିଏ ପଙ୍ଖ ଏବଂ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ ,ଦୁର୍ବଳତା ଏବଂ ଭବିଷ୍ୟତ ବିଷୟରେ |ଆପଣମାନେ ଟିକେ ମନେ ପକାନ୍ତୁ ପିଲାଦିନେ ଉଡୁଥିବା ପରକୁ ଧରିବା ଏବଂ ତାକୁ ସାଇତିକି ନେଇ ନୋଟ ବୁକରେ ରଖିବା ପ୍ରତ୍ୟକ ପିଲା ମାନଙ୍କର ପ୍ରିୟ ହୋଇଥାଏ ଅଲଗା ଅଲଗା ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରୁ ସେମାନଙ୍କ ପରର ଆକାର ଓ ରଙ୍ଗ ମଧ୍ୟ ଅଲଗା ଅଲଗା ହୋଇଥାଏ କିନ୍ତୁ ଏହା ସବୁ ପ୍ରକାରରେ ହିଁ ଉଡ଼ିବାରେ ତାଙ୍କୁ ସହାୟତା ହୋଇଥାଏ |ଏଥିପାଇଁ ମନ ବିଜ୍ଞାନ ଏହି ପଙ୍ଖର ଆଧାରରେ ଆପଣଙ୍କ ପସନ୍ଦକୁ ମାନସିକ ଭାବରେ ଉଡ଼ିବା ଅର୍ଥାତ ଆପଣଙ୍କ ବିଚାର ସହିତ ଯୋଡ଼ା ହୋଇଥାଏ |ଆପଣଙ୍କ ବିଚାର ହିଁ ଆପଣଙ୍କ ବ୍ୟକ୍ତିତ୍ୱ ନିର୍ଧାରିତ କରିଥାଏ ଏହି ପଙ୍ଖ ଗୁଡ଼ିକ ସହିତ ଆପଣଙ୍କ ଭବିଷ୍ୟ ,ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତର ବହୁତ ରହସ୍ୟ ରହିଥାଏ ଆପଣଙ୍କୁ ଫୋଟରେ ଦିଆ ଯାଇଥିବା ପାଞ୍ଚୋଟି ପର ମଧ୍ୟରୁ ଆପଣଙ୍କ ମନ ପସନ୍ଦର ଗୋଟିଏ ପର ବାଛନ୍ତୁ ଏବଂ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ ,ଦୁର୍ବଳତା ଏବଂ ଭବିଷ୍ୟତ ବିଷୟରେ |
ପ୍ରଥମ ପଙ୍ଖ-ଆପଣ ବହୁତ ଶାନ୍ତ ଏବଂ ଦୟାଳୁ ସ୍ୱଭାବର ବ୍ୟକ୍ତି ଅଟନ୍ତି ଆପଣ ଲୋକମାନଙ୍କୁ ସାଥିରେ ନେଇ ଚଳିବାକୁ ବିଶ୍ୱାସ ରଖି ଥାଆନ୍ତି |କୌଣସି କଥା ଯେତେ ଉଗ୍ର ହେଉଥାଉନା କାହିଁକି ସମସ୍ତଙ୍କ ମଙ୍ଗଳ ଚିନ୍ତା କରି ଯେଉଁ କାମ କରିଥାଆନ୍ତି ତାହା ଶାନ୍ତିପୂର୍ଣ୍ଣକ ଭାବରେ ହୋଇଥାଏ |ପରିସ୍ଥିତି ଯେପରି ହେଉ ଥାଉନା କାହିଁକି ଆପଣ ନିଜ ବିଷୟରେ ଚିନ୍ତା ନ କରି ସମସ୍ତଙ୍କ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହି ଥାଆନ୍ତି |ତାହା ସହିତ ଆପଣ ଅଳ୍ପ ଅନ୍ତ୍ରମୁଖ ସ୍ୱଭାବର ଅଟନ୍ତି ଅନ୍ୟମାନଙ୍କ ଖୁସିରେ ସର୍ବଦା ଯୋଡ଼ି ହୋଇ ରହି ଥାଆନ୍ତି |
ଦ୍ୱିତୀୟ ପଙ୍ଖ-ଆପଣ ଯେକୌଣସି କଥାକୁ ଶୀଘ୍ର ହିଁ ଜାଣି ପରି ଥାଆନ୍ତି ଓ ବୁଝି ପାରିଥାଆନ୍ତି ଏହା ହିଁ କାରଣ ଅଟେ ଯେବେବି କୌଣସି ନୂଆ କଥା କାର୍ଯ୍ୟ କରିବାର ଆଗକୁ ଆସିଥାଏ ତ ଆପଣ ବହୁତ ସହଜରେ ହିଁ ତାକୁ କରି ପାରିଥାଆନ୍ତି ଓ ଅନ୍ୟମାନଙ୍କ ଠାରୁ ମଧ୍ୟ ଏଭଳି ଆଶା ରଖି ଥାଆନ୍ତି |ଆପଣ ବହୁତ ବୁଦ୍ଧିବାନ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି |ଆପଣ ନିଜର ବ୍ୟକ୍ତିଗତ କଥା କାହାକୁ ସେୟାର କରିବା ପାଇଁ ପସନ୍ଦ କରି ନଥାନ୍ତି |
ତୃତୀୟ ପଙ୍ଖ-ଆପଣ ଆତ୍ମ ନିର୍ଭରଶୀଳ ହେବାର ଉଦାହରଣ ହୋଇ ଥାଆନ୍ତି ଜୀବନର ଛୋଟିଆରୁ ଛୋଟିଆ ଜିନିଷ ଠାରୁ ଆପଣ କାହା ଉପରେ ମଧ୍ୟ ନିର୍ଭର ରହିବାକୁ ପସନ୍ଦ କରନ୍ତି ନାହିଁ |ଆପଣଙ୍କୁ ଲାଇଫର କୌଣସି ନିର୍ଦିଷ୍ଟ ବାଟ ଦେଇ ଚାଲିବାର ବାଟ ଆପଣଙ୍କୁ ଜଣାଥାଏ ନିଜ ଲକ୍ଷକୁ ପାଇବାକୁ ମଧ୍ୟ ଆପଣ ସମ୍ପୂର୍ଣ୍ଣ ଭାବରେ ଆଶାନ୍ଵିତ ରହି ଥାଆନ୍ତି ଓ ସମ୍ପୂର୍ଣ୍ଣ ଉତ୍ସାହ ଏବଂ ଏକାଗ୍ରତାର ସହ ତାକୁ ପ୍ରାପ୍ତ କରିବାକୁ ଚେତସଃ କରି ଥାଆନ୍ତି |
ଚତୁର୍ଥ ପଙ୍ଖ-ଆପଣ ଯଦି ଏହି ପଙ୍ଖଟିକୁ ବାଛିଛନ୍ତି ତ ଆପଣଙ୍କ ଚରିତ୍ରକୁ କେହି ସହଜରେ ଜାଣି ପାରନ୍ତି ନାହିଁ ଆପଣ କିପରି ବ୍ୟକ୍ତି ଅଟନ୍ତି ଆପଣଙ୍କୁ ଜାଣିବା ବହୁତ ରହସ୍ୟମୟ କଥା କିନ୍ତୁ ଏହି ରହସ୍ୟମୟ ଗୁଣର ମାଲିକ ହିଁ ଆପଣ ଅଟନ୍ତି ଆପଣଙ୍କ କଳ୍ପନା ଶକ୍ତି ଆଶ୍ଚର୍ଯ୍ୟ କରିବା ପରି ଅଟେ ଓ ସମସ୍ୟା ଯେପରି ହେଉ ଥାଉନା କାହିଁକି ତାର ଗୋଟେ ଯାଦୁ କରି ସମାଧାନ ଆପଣଙ୍କ ନିକଟରେ ନିଶ୍ଚିତ ଭାବରେ ରହିଥାଏ |
ପଞ୍ଚମ ପଙ୍ଖ-ଆପଣ ଜଣେ କଳାତ୍ମକ ବ୍ୟକ୍ତି ଅଟନ୍ତି ପ୍ରତ୍ୟକ କାର୍ଯ୍ୟକୁ ସଠିକ ଢଙ୍ଗରେ କରିବାକୁ ଇଛା ରଖି ଥାଆନ୍ତି ବହୁତ ଥର ଏହା ଆପଣଙ୍କୁ ଗୋଟିଏ ଏପରି ଛବିରେ ହିଁ ବାନ୍ଧି ଦେଇଥାଏ କିନ୍ତୁ ଲୋକମାନେ ଆପଣଙ୍କ କାର୍ଯ୍ୟର ମହତ୍ୱ ଜାଣି ଥାଆନ୍ତି ଓ ଆପଣଙ୍କ ସହ ମିତ୍ରତା କରିବାକୁ ଚାହିଁ ଥାଆନ୍ତି |ଆପଣଙ୍କ ବ୍ୟକ୍ତିତ୍ୱ ବହୁତ ପ୍ରଭାବଶାଳୀ ହୋଇଥାଏ ଓ ଲୋକମାନେ ଚାହିଁକି ମଧ୍ୟ ଆପଣଙ୍କ ଠାରୁ ଏଡେଇ ଯାଇ ପାରନ୍ତି ନାହିଁ |