Ajira anuchinta: ରାସ୍ତାରେ ଯିବା ସମୟରେ ପଇସା ପାଉଛନ୍ତି କି ,କରନ୍ତୁ ଏହି ଉପାୟ କେଵେବି ରହିବ ନାହିଁ ସମସ୍ୟା ,ପୁଅ ମାନେ ନିହାତି ଜାଣିବା ଦରକାର |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିବା ଦ୍ୱାରା ଆପଣଙ୍କ ଆଗାମୀ ଦିନ ଗୁଡ଼ିକ ମଙ୍ଗଳମୟ ରହିବ ଏବଂ ଆପଣଙ୍କ ଜୀବନରେ ବହୁତ କଥା ଜାଣିବା ଦ୍ୱାରା ଆପଣଙ୍କ ପରିବାର ଏବଂ ସନ୍ତାନ ମାନେ ବହୁତ ଭଲରେ ରହିବେ |ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ |

ଘରର ଡାହାଣ ପାଖରେ ତୁଳସୀ ଚଉଁରା ରହିବା ଉଚିତ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ |ଆଂଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ବେଳେ ବସିକି ବସିକି ପିଅନ୍ତୁ ଏବଂ ଦିନକୁ ପାଞ୍ଚୋଟି ଲବଙ୍ଗ ଚୋବାଇ କରି ଖାଆନ୍ତୁ |ବିବାହିତ ସ୍ତ୍ରୀ ଲୋକମାନେ ରାତିରେ କେବେବି ଚୁଟି ଖୋଲା ରଖି ସୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ |

ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ |ପୂଜାରେ ଜାଆଁଳ କଦଳୀ ଭୋଗ କଲେ ବହୁତ ଶୁଭ ହୋଇଥାଏ ଏବଂ ଶିବ ଲିଙ୍ଗରେ ଚଢାଇଲେ ବହୁତ ମଙ୍ଗଳ ହୋଇଥାଏ |

ଠାକୁର ପୂଜା କଲାବେଳେ ତଳେ ପିଢା ଉପରେ କିମ୍ବା ପଥର ଉପରେ ବସିକି ପୂଜା କରନ୍ତୁ ନାହିଁ |ଆସନ ପକାଇ ପୂଜା କରନ୍ତୁ ଟଙ୍କା ରଖୁଥିବାର ଅଲମାରୀର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ

|ଗଣେଶ ପୂଜା ଦିନ ଆକାଶରେ ଚନ୍ଦ୍ର ଦର୍ଶନ କରନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ଗଣେଶ ପୂଜା ଦିନ କିଛି ଅଳେଇଚ ଆଣି ପାଣିରେ ପକାଇ ସ୍ନାନ କଲେ ବିଦ୍ୟା ବୃଦ୍ଧିରେ ସହାୟତା ହୋଇଥାଏ | ତେବେ ଆପଣ ଯଦି ରାସ୍ତାରେ ଯିବା ସମୟରେ ପଇସା ପାଉଛନ୍ତି ତେବେ ଆପଣ ଏହାକୁ ନେଇ କେଉଁ ଠାକୁରଙ୍କ ପାଖରେ ରଖି ଦିଅନ୍ତୁ ଏହା ଆପଣଙ୍କ ଭଲ ହେବ |

Leave a Reply

Your email address will not be published. Required fields are marked *