ଜିତିବା ମ୍ୟାଚକୁ ହରି ଭୋ ଭୋ ହୋଇ କାନ୍ଦିଲେ Pakistan ଖେଳାଳି, ଦେଖିଲେ କହିବେ ଏଇଟା ତ….

ନମସ୍କାର ଦର୍ଶକ ବନ୍ଧୁ ଗତ କଲି ଶ୍ରୀଲଙ୍କା ପାକିସ୍ତାନ ମଧ୍ୟରେ ଚାଲିଥିଲା ଏସିଆ କପ 2023 ସେମିଫାଇନାଲ ମ୍ୟାଚ ଖେଳାଯାଉଥିଲା ଯେଉଁଥିରେ ଶ୍ରୀଲଙ୍କା ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଁଚିଯାଇଛି | ଶ୍ରୀଲଙ୍କା ଠାରୁ ଏହି ପରାଜୟ ପରେ ପାକିସ୍ତାନ ସମ୍ପୂର୍ଣ ରୂପେ ଏସିଆ କପରୁ ବାହାରିଯାଇଛି ଯାହାକୁ ସହ୍ୟ କରିପାରିନାହାନ୍ତି ପାକିସ୍ତାନ ଖେଳାଳି |

ଏମିତି ଏକ ମୁକାବିଲାରେ ପରାଜୟ ହେବାପରେ ବାବରଅଜମ ସହିତ ଅନ୍ୟ ଖେଳାଳି ମଧ୍ୟ ଅତ୍ୟନ୍ତ ନିରାଶ ହୋଇଯାଇଛନ୍ତି | ଏହି ମ୍ୟାଚ ହରିବାପରେ ପଡିଆ ମଧ୍ୟରେ ବାବରଅଜମ ବସିପଡି ଭୋ ଭୋ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଛି |

ତେବେ ଶ୍ରୀଲଙ୍କାଠାରୁ ପାକିସ୍ତାନର ପରାଜୟ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲରେ ଆଉ ହାଇ ଭୋଲ୍ଟେଜ କ୍ଲାସ ଦେଖିବାକୁ ମିଳିବନି | ରବିବାର ଭାରତ ଓ ଶ୍ରୀଲଙ୍କାମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ |

ତେବେ ଦର୍ଶକବନ୍ଧୁ ଏହି ମ୍ୟାଚରେ କିଏ ଜିତିବ ତାହା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ ଆଉ ପାକିସ୍ତାନର ଏଭଳି ଅବସ୍ତା ଦେଖି ଆପଣମାନେ କେତେ ଖୁସି ଅଛନ୍ତି ତାହା ମଧ୍ୟ ଆମକୁ କମେଣ୍ଟ କରି ଜଣାନ୍ତୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *