ଓଡ଼ିଶାରେ ଜୀବନ ନେଉଛି ସ୍କ୍ରବ ଟାଇଫସ, ଏହି ଜିଲ୍ଲାରେ ବେଶୀ ଖେଳୋଉଛି ଆତଙ୍କ, ଦେଖନ୍ତୁ ସମ୍ପୂର୍ଣ ଖବର

ଜୀବନ ନେଉଛି ସ୍କ୍ରବ ଟାଇଫସ ଏବେ ଓଡ଼ିଶାରେ ଏହି ପୋକ ଖେଳାଉଛି ଆତଙ୍କ ଏହି ପୋକ କାମୁଡି 5ଜଣ ଜୀବନ ହାରିଛନ୍ତି | ଏହି ପୋକ ମଣିଷଙ୍କ ପାଇଁ ଘାତକ ସାଜିଛି ଏବେ ଓଡ଼ିଶାରେ ସ୍କ୍ରବ ଟାଇଫସ ନାମକ ରୋଗ ବ୍ୟାପିବାରେ ଲାଗିଛି | ଏହିପୋକ ବର୍ଷା ଦିନରେ ବଂଶ ବିସ୍ତାର କରିଥାନ୍ତି |

କୁହାଯାଉଛି ଏହି ପୋକ ସଧାରଣତ ଚାଷ ଜମିରେ ଦେଖିବାକୁ ମିଳିଥାନ୍ତି ଚାଷ କାର୍ଯ୍ୟପାଇଁ ଚାଷୀ ବିଲକୁ ଯାଉଥିବାରୁ ଏହି ପୋକ ସେମାନଙ୍କୁ ଆକ୍ରମଣ କରୁଛନ୍ତି | ଏବେ ଏହାକୁନେଇ ଲୋକମାନଙ୍କୁ ସଚେତନ କରାଯିବାସହ ରୋଗଚିହ୍ନଟ କରିବାପାଇଁ ଟେଷ୍ଟ ମଧ୍ୟ କରାଯାଉଛି |

ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖା ଯାଏ ତେବେ ତୁରନ୍ତ ଡାକ୍ତ୍ରତରଙ୍କ ପରାମର୍ଶ ନେବାକୁ କୁହାଯାଉଛି | ଏହି ପୋକ କାମୁଡ଼ିବାଦ୍ୱାରା ମଣିଷ ଶରୀରରେ ଏହି ରୋଗ ଧୀରେ ଧୀରେ ବ୍ୟାପିଥାଏ ଏବଂ ଅନ୍ୟ ଜଣଙ୍କୁ ସଂକ୍ରମିତ କରିଥାଏ |

ଏହି ଜୀବାଣୁ ଚର୍ମ ଦ୍ୱାରା ବ୍ୟାପିଥାଏ ଏବଂ ସ୍କ୍ରବ ଟାଇଫସ ଜୋର ହୋଇଥାଏ କେନ୍ଦୁଝର, ବରଗଡ଼, ନବରଙ୍ଗପୁର ଅଞ୍ଚଳରେ ଏହି ପୋକକାମୁଡ଼ା ଭୟ ସୃଷ୍ଟି କରିଛି | ତେବେ ଦର୍ଶକବନ୍ଧୁ ଆପଣମାନେ ସଚେତନ ରୁହନ୍ତୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *