ଘରେ ପାଠ ପଢିବା ପାଇଁ ଯିବାକୁ କହି college ରେ ଆସି କରୁଥିଲେ ଏପରି କାର୍ଯ୍ୟ ,ଯିଏ ଦେଖିଲା ମୁଣ୍ଡରେ ହାତ ଦେଲା ..ହେ ଭଗବାନ |

ନମସ୍କାର ଦର୍ଶକବନ୍ଧୁ ବାପା ମାନେ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରି ,ତାଙ୍କ ଝାଳ ବୁହା ଧନରେ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ କଲେଜ ପଠାଇ ଥାଆନ୍ତି |ହେଲେ ଆଜି କାଲିର ପିଲାମାନେ ନିଜ ଚାରିତ୍ରାର୍ଥ ପୂରଣ କରିବାରେ ଲାଗି ପଡ଼ୁଛନ୍ତି ଏହି ପରି କାର୍ଯ୍ୟ ଲରିବାକୁ କିଏ ଜଙ୍ଗଲ ଭିତରକୁ ଗଲାଣି ତ କିଏ ହୋଟେଲକୁ ଗଲାଣି |ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କୁ ଆଜି ଏହି ଭାଇରଲ ହେଉଥିବା କଲେଜ ଛାତ୍ର ଛାତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ |

ଯାହାକି ସେମାନେ କଲେଜ ଯିବା ବାହାନାରେ ଲୁଚିକି ବିବାହ କରୁଛନ୍ତି |ଯାହାକି ଏବେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି |ତାଙ୍କର ବାହାଘରରେ ବରଯାତ୍ରୀ ହେଉଛନ୍ତି ଛାତ୍ର ଛାତ୍ରୀ ଏହି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଙ୍ଗା କଲେଜର |ଛାତ୍ର ଛାତ୍ରୀ ମୁଣ୍ଡରେ ସିନ୍ଦୁର ଦେଉଥିବା ସମୟରେ ସିନ୍ଦୁର ସିନ୍ଦୁର ମୁଁ ତୁମର ଗୀତ ବାଜୁଛି

କଲେଜ ପିଲାମାନଙ୍କ ପାଠ ପଢା ବଦଳରେ ଚାଲିଛି ବିବାହ ରିଲସ ସୁଟିଙ୍ଗ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରୀଙ୍କ ମୁଣ୍ଡରେ ସିନ୍ଦୁର ଏବଂ ଶଙ୍ଖା ପିନ୍ଧାଉଛନ୍ତି ନିକଟରେ ଥିବା ଛାତ୍ର ଛାତ୍ରୀମାନେ ହସି ହସି ବିବାହ ଉତ୍ସାହର ମଜା ନେଉଛନ୍ତି |ଏପଟେ ଛାତ୍ରୀ ଜଣକ ବିବାହ କରିଥିବା ଛାତ୍ରଙ୍କ ସହ ଅନ୍ୟ ସହପାଠୀ ଯେଉଁ ମାନେ ପାଖରେ ଅଛନ୍ତି ସେମାନଙ୍କ ଆଶୀର୍ବାଦ ମଧ୍ୟ ନେଉଛନ୍ତି |

ତାପରେ ଦୁହେଁ ଦୁହେଁଙ୍କୁ ଆଲିଙ୍ଗନ କରୁଛନ୍ତି ସେଠାରେ ଥିବା କିଛି ଛାତ୍ର ଛାତ୍ରୀ ଭଲ ପୋଜ ଭିଡିଓ କରିବା ସହିତ ମଜା ନେଉଛନ୍ତି |ଯୋଉ ବୟସରେ ଦର୍ଶକବନ୍ଧୁ ପିଲାମାନେ ପାଠ ପଢିବା କଥା ସେହି ବୟସରେ ପିଲାମାନେ କଲେଜକୁ କଲ୍ୟାଣୀ ମଣ୍ଡପ ସଜାଇଛନ୍ତି ଏହା ବର୍ତ୍ତମାନ ଭାଇରଲ ହେଉଛି |

ଏହାର ପଛରେ କଣ ରହିଛି କାରଣ ସ୍ପଷ୍ଟ ହୋଇ ନାହିଁ |କଲେଜର ପ୍ରିନ୍ସପାଲ ଉକ୍ତ ଛାତ୍ର ଛାତ୍ରୀଙ୍କ ରୋଲ ନମ୍ବର କୁ ଧରି ତାଙ୍କ ଅଭିଭାବକ ନିକଟକୁ ଖବର ପଠାଇଛନ୍ତି ଏବଂ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି |ଦେଖନ୍ତୁ ଭିଡିଓ କିପରି କଲେଜ ଯିବା ବାହାନାରେ କରୁଛନ୍ତି ଏପରି କାମ |

Leave a Reply

Your email address will not be published. Required fields are marked *