ଏବେ ଏବେ ଓଲିଉଡ଼ ଅଭିନେତା Sabyasachi ଙ୍କୁ ନେଇ ଆସିଲା ବହୁତ ବଡ଼ ଦୁଖଦଃ ଖବର ,ଦେଖନ୍ତୁ କଣ କହିଲେ ଡାକ୍ତର ….

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଓଲିଉଡ଼ର ଜବରଦସ୍ତ ଅଭିନେତା ସବ୍ୟସଚୀଙ୍କୁ ର ବେଶ ଭଲ ଭାବରେ ଜାଣିଥିବ ଦୀର୍ଘଦିନ ଧରି ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ସବ୍ୟସଚୀ |ପ୍ରଥମେ ଲବେ ଦଶକରୁ ଓଡ଼ିଆ ଆଲବମ ମଧ୍ୟରେ ଓଲିଉଡ଼କୁ ଏଣ୍ଟ୍ରି କରିଥିଲେ ଆଉ ଏହା ପରେ ଓଡ଼ିଆ ସିନେମା ଦ୍ୱାରା ସେ ସାରା ଓଡ଼ିଶାର ଲୋକମାନଙ୍କ ମନରେ ରାଜ କରିବାରେ ସଫଳ ହୋଇ ପାରିଛନ୍ତି |

ତାହେଲେ ଆଗାମୀ ଦିନ ମାନଙ୍କରେ ସବ୍ୟସଚୀଙ୍କ ଏକ ନୂଆ ଚଳଚ୍ଚିତ୍ର ଗୋଟେ ରିଲିଜ ହେବା ପାଇଁ ଯାଉଅଛି ଆଉ ଏହି ଚଳଚ୍ଚିତ୍ରରେ ସବ୍ୟସଚୀଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି ଆଉ ଏହି ସିନେମାଟିର ନାଁ ରହିଛି ପୁସ୍କରା |ସମସ୍ତେ କହୁଛନ୍ତି ଏହି ପୁସ୍କରା ଫିଲ୍ମରେ ସବ୍ୟସଚୀଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ ଆସନ୍ତା ଦିନ ମାନଙ୍କରେ ଚଳଚ୍ଚିତ୍ରଟି ରିଲିଜ ହେବା ପାଇଁ ଯାଉଅଛି |

ଆଉ ଏହି ଚଳଚ୍ଚିତ୍ର ପାଇଁ ସବ୍ୟସଚୀ ଏବେ ବହୁତ ସାରା ପ୍ରମୋସନ ପାଇଁ ଫିଲ୍ମ କରୁଛନ୍ତି ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ସବ୍ୟସଚୀ ଅର୍ଚ୍ଚିତାଙ୍କୁ ସୁଟିଙ୍ଗ ସେଟରୁ ଭଲ ପାଇ ବିବାହ କରିଥିଲେ ଆଉ ଏହି ବାହାଘର ପରେ ଏବେ ଦୁହେଁ ଏକାଠି ହୋଇ ରହିଛନ୍ତି

|ଅର୍ଚ୍ଚିତା ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ଅଭିନୟ କରୁଥିବା ବେଳେ ସବ୍ୟସଚୀ ମଧ୍ୟ ନୂଆ ନୂଆ ସିନେମା ପାଇଁ ମଧ୍ୟ ଅଭିନୟ କରୁଛନ୍ତି |ତାହେଲେ ଆଗାମୀ ଦିନ ମାନଙ୍କରେ ରିଲିଜ ହେବାକୁ ଯାଉଛି ସବ୍ୟସଚୀଙ୍କ ନୂଆ ଚଳଚ୍ଚିତ୍ର ପୁସ୍କରା |ତାହେଲେ ଆପଣମାନେ ସବ୍ୟସଚୀଙ୍କ ଏହି ଫିଲ୍ମ ଦେଖିବା ପାଇଁ କେତେ ଇଛୁକ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *