ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ତୁଳସୀ ଗଛ ବିଷୟରେ ଗରୁଡ଼ ପୁରାଣ ,ସ୍କନ୍ଧ ପୁରାଣ ,ପଦ୍ମ ପୁରାଣ ,ଭବିଷ୍ୟ ପୁରାଣରେ ତୁଳସୀର ଅନେକ ବିଶେଷତ୍ୱ କୁହାଯାଇଛି ପ୍ରଚଳିତ ଗ୍ରନ୍ଥ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ପୃଥିବୀରେ ପଡ଼ିଥିଲା ସେଥିରୁ ତୁଳସୀର ଉତ୍ପଦୀ ହୋଇଥିଲା |ବ୍ରହ୍ମଦେବ ତାହାକୁ ଭଗବାନ ବିଷ୍ନୁ ଙ୍କୁ ସମର୍ପଣ କରିଲେ |ବନ୍ଧୁଗଣ ତୁଳସୀ ସବୁ ହିନ୍ଦୁ ଧର୍ମର ଲୋକମାନଙ୍କ ଘର ଆଗରେ ଥାଏ ଆପଣ ଏହାକୁ ପ୍ରତିଦିନ ଦେଖୁଥିବେ ତୁଳସୀକୁ ନେଇ ଏକ ଜବରଦସ୍ତ ଉପାୟ କୁହାଯାଇଛି ହୁଏତ ଆପଣ ଜାଣିନଥିବେ ତୁଳସୀର ଏହି ଉପାୟ ଯାହା 24 ଘଣ୍ଟାରେ ବଦଳିଯିବ ଆପଣଙ୍କର ଜୀବନ |ଆପଣଙ୍କ ସବୁ ସମସ୍ୟା ଏବଂ ତନ୍ତ୍ର ମନ୍ତ୍ର ଭାଙ୍ଗି ପାରିବେ ତୁଳସୀ ମା ଆଉ ତୁଳସୀ ମାଧ୍ୟମରେ ଆପଣଙ୍କ ଧନର କମି ସମସ୍ୟାକୁ ,ବିବାହ ବାଧା ହେଉ ,ଗ୍ରହ ଦୋଷ ହେଉ କୌଣସି ବି ବେମାରୀ ସବୁ ସମସ୍ୟାର ସମାଧାନ ହୋଇଥାଏ |
ତୁଳସୀ କେବଳ ଗୋଟେ ଗଛ ତାହା ନୁହେଁ ସନାତନ ଧର୍ମରେ ଏହାକୁ ମା ଙ୍କ ଦରଜ ଦିଆଯାଇଛି ଯେମିତି ଗଙ୍ଗା ନଦୀକୁ ମା କୁହାଯାଏ ,ଗାଈକୁ ମା କୁହାଯାଏ ସେହିପରି ତୁଳସୀକୁ ତୁଳସୀ ମାତା କୁହାଯାଏ |ତୁଳସୀ ଗଛରେ ସାକ୍ଷାତ ଭଗବାନ ବିଷ୍ନୁ ବାସ କରନ୍ତି |ଏହି ପୃଥିବୀରେ ଯେଉଁ ଦେବତା ମାନବ ରୂପରେ ଅବତରଣ ହୋଇଥିଲେ ସମସ୍ତେ ତୁଳସୀର ପୂଜା ଅବଶ୍ୟ କରି ଥାଆନ୍ତି |ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ ଏହା ସହିତ ଆର୍ଥିକ ଉନ୍ନତି ହୋଇଥାଏ |ମା ତୁଳସୀଙ୍କ ଦର୍ଶନ ଦ୍ୱାରା ଆପଣଙ୍କ ପୁରା ଦିନ ଭଲ ଭାବରେ କଟିଥାଏ |କୁହାଯାଏ ଯେ ଯଦି କୌଣସି ବ୍ୟକ୍ତି ଗୋଟେ ମାସ ପର୍ଯ୍ୟନ୍ତ ତୁଳସୀକୁ ଲଗାଇବା ଦ୍ୱାରା ଲଡ଼ୁ ,ମୋଚକ ସହିତ ଭଗବାନ ବଜରଙ୍ଗ ବାଲିଙ୍କୁ ଚଢାଇ ଥାଏ ତାର କୌଣସି ମନସ୍କାମନା ଅବଶ୍ୟ ପୂରଣ ହୋଇଥାଏ |
ତୁଳସୀ ଜୀବନରେ ଥିବା ସମସ୍ତ ସମସ୍ୟାକୁ ଦୂର କରି ଦେଇଥାଏ କିଛି ଲୋକ କରଜ ବୋଝରେ ଚିନ୍ତାରେ ରହି ଥାଆନ୍ତି କିଛି ଲୋକଙ୍କ ବିବାହରେ ବାଧା ଆସିଥାଏ ଏମିତି ତୁଳସୀ ମଞ୍ଜରୀ ଦ୍ୱାରା ଜୀବନରେ ଯାହା ବି ସବୁ ସମସ୍ୟା ରହିଅଛି ତୁରନ୍ତ ଦୂର ହୋଇଯିବ |ଲୋକମାନେ ଏଥିରେ ମୋହିତ ହୋଇ ଯାଆନ୍ତି ଏବଂ ଆପଣଙ୍କ ଠାରେ ପ୍ରଭାବିତ ହୋଇଥାଆନ୍ତି ଏମିତି ତିଳକ କରି ଲଗାଇଲେ ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟର ପରିଣତ ହୋଇଯାଏ ଏହିପରି ଉପାୟ ଆପଣ ହଜାର ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଜାଣିପାରିବେ ନାହିଁ |
ଯାହା ଆମେ ଆପଣଙ୍କୁ କହୁଛୁ ବନ୍ଧୁଗଣ ଯେଉଁ ବ୍ୟକ୍ତିଦିନ ପ୍ରତ୍ୟକ ଦିନ ତୁଳସୀ ଗଛ ଖାଇଥାଏ ତାହା ଜୀବନରେ କାଶ ,ଜ୍ୱର ଥଣ୍ଡା ଭଳି ସମସ୍ୟା ହୋଇନଥାଏ କିନ୍ତୁ ଏହାକୁ ନିରନ୍ତର ଭାବରେ କରନ୍ତୁ ଅଧାରୁ ଛାଡ଼ିବେ ନାହିଁ ଲୋକଙ୍କ ଋତୁ ପରିବର୍ତ୍ତନ ହେଲେ ଥଣ୍ଡା ଜ୍ୱର ହୋଇଥାଏ ଏବଂ ଦେହ ଖରାପ ହେବା ଆରମ୍ଭ ହୋଇ ଯାଇଥାଏ ଏମିତି ଲୋକ ଅନ୍ୟ କୌଣସି ଉପଚାର ନେବା ଉଚିତ ନୁହେ |ବନ୍ଧୁଗଣ ଆପଣଙ୍କୁ ଯଦି ଭୁତ ,ପ୍ରେତ ଡର ଲାଗିଥାଏ କିମ୍ବା ଛୋଟ ପିଲାଙ୍କ ନଜର ଦୋଷ ହୋଇ ହଟାଇବା ପାଇଁ ତୁଳସୀ ଗଛର ଶୁଖିଲା ଚେର ନେଇ ତାକୁ ଚାନ୍ଦିର ତାବିଜରେ ପୁରାଇ ଲାଲ ରଙ୍ଗର ସୂତାରେ ବାନ୍ଧି ଏହାକୁ ଆପଣ ବେକରେ ଧାରଣ କରନ୍ତୁ |
ଏଥିପାଇଁ ଆପଣଙ୍କୁ କେବେବି ହେଲେ ଭୁତ ପ୍ରେତର ନଜର ଆସି ନଥାଏ |ଯଦି ଆପଣଙ୍କ ଘରେ ଅଶାନ୍ତ ଦେଖାଯାଉଛି ଆପଣଙ୍କ ଭାଗ୍ୟ ସାଦ ଦେଉ ନାହିଁ ଏବଂ ଆପଣଙ୍କ ଜୀବନରେ ନିରାଶ ବଢି ଚାଲିଛି ,ସଙ୍କଟ ଲାଗି ରହିଛି ଆପଣଙ୍କ ନିଜ ଘର ଲୋକ ମଧ୍ୟ ପର ହୋଇଗଲେଣି ଏମିତିତର ଆପଣ ତୁଳସୀ ପତ୍ରର ମାଳା ବନାଇ ବଜରଙ୍ଗ ବାଲି ଏବଂ ଶ୍ରୀରାମଙ୍କ ଫୋଟ ବା ମୂର୍ତ୍ତି ଆଗରେ 21 ଦିନ ଯାଏ ଲଗାନ୍ତୁ |ଏଥି ଦ୍ୱାରା ଆପଣଙ୍କ ସମସ୍ତ କଷ୍ଟ ଦୂର ହୋଇଯିବ |