ତୋରି ପାଇଁ ତୋ ପାଇଁ ସିରିଏଲର ଅଭିନେତ୍ରୀ ଚିକିଙ୍କ ଭାଇ ଦେଖିବାକୁ ବହୁତ ହ୍ୟାଣ୍ଡସମ ,ଦେଖିଲେ ଆପଣଙ୍କ ଆଖି ଲାଖିଯିବ ,Kahibe ଏତେ ସୁନ୍ଦର ….ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତୋରି ପାଇଁ ତୋ ପାଇଁ ସିରିଏଲ ଟିକୁ ନିଶ୍ଚତ ଭାବରେ ଦେଖୁଥିବେ ଏବଂ ଏହି ସିରିଏଲରେ ଲିଡ଼ ଆକ୍ଟ୍ରେସ ଭାବରେ ଅଭିନୟ କରୁଥିବା ଚିକିଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ |ଆପଣମାନେ କଣ ଚିକିଙ୍କ ପ୍ରାକୃତ ଭାଇଙ୍କ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା |

ତେବେ ଦର୍ଶକବନ୍ଧୁ ସୁନ୍ଦରୀ ଅଭିନେତ୍ରୀ ଚିକିଙ୍କ ପ୍ରକୃତ ନାମ ହେଉଛି ନେହା ନଗେଶ୍ୱରୀ ତେବେ ନେହା ରଜ ସୁନ୍ଦରୀ ରିଆଲିଟି ସୋ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଦମଦାର ଏଣ୍ଟ୍ରି କରିଥିଲେ ଏବଂ ପ୍ରଥମ ଥର ପାଇଁ ତୋରି ପାଇଁ ତୋ ପାଇଁ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସୁଛନ୍ତି ନେହା |

ଚିକିଙ୍କୁ ଦର୍ଶକମାନେ ମଧ୍ୟ ବେଶ ଭଲ ପାଇବା ଦେଉଛନ୍ତି |ତେବେ ଆସନ୍ତୁ ଜାଣିବା ନେହାଙ୍କ ଭାଇଙ୍କ ବିଷୟରେ ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ନେହା ନାଗେଶ୍ୱରୀଙ୍କ ଭାଇ ଯାହାଙ୍କ ପ୍ରକୃତ ନାମ ହେଉଛି ପିୟୁଷ ନେହାଙ୍କ ଠାରୁ ତାଙ୍କ ଭାଇ ବଡ଼ ଅଟନ୍ତି ଏବଂ ନେହା ତାଙ୍କ ଭାଇଙ୍କୁ ବହୁତ ଭଲ ପାଆନ୍ତି |

ନେହା ନଗେଶ୍ୱରୀ ଖୁବ କମ ସମୟ ମଧ୍ୟରେ ସୁନ୍ଦର ଅଭିନୟ କରି ଲୋକମାନଙ୍କ ମନ କିଣି ପାରିଛନ୍ତି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ନେହା ନଗେଶ୍ୱରୀଙ୍କ ଭାଇ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *