ପୁଣି ଆସିଲା ବଡ଼ ଦୁଃଖଦ ଖବର, Film ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ ଝଟକା, ଦୁଃଖର ବୁଡ଼ିଲା ଚଳଚ୍ଚିତ୍ର ଜଗତ, ଆଉ ନାହାଁନ୍ତି ଏହି ବଡ କଳାକାର

ନମସ୍କାର ଦର୍ଶକବନ୍ଧୁ ଚଳଚ୍ଚିତ୍ର ଜଗତ ପାଇଁ ଯାହାକି ଏକ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି ସିନେମା ଜଗତରୁ କିଛିଦିନ ହେଲା ବରିଷ୍ଟ କଳାକାର ନିର୍ମାତାଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିଛି |ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହୁଛନ୍ତି ନାଚ ହେଉ କିମ୍ବା ଗୀତ ହେଉ ଆମ ଦେଶ ଭାରତ ସବୁଠାରୁ ଆଗରେ କିନ୍ତୁ ଯଦି ଜଣେ ସାଧାରଣ ଲୋକଙ୍କ ମୃ-ତ୍ୟୁ ହୁଏ ତାଙ୍କ ପାଇଁ କେହିବି ଲୁହ ଗଡ଼ାଇ ନଥାନ୍ତି |

ଯଦି ଜଣେ ସେଲିବ୍ରେଟିଙ୍କ ମୃ-ତ୍ୟୁ ହୁଏ ତେବେ ତାଙ୍କ ପାଇଁ ସମସ୍ତେ ଲୁହ ଗଡ଼ାଇ ଥାଆନ୍ତି କାରଣ ସେ ନିଜର କଳାକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରି ବେଶ ଲୋକପ୍ରିୟତା ହାସଲ କରି ଥାଆନ୍ତି | ଏହି ଦୁଖଦଃ ଖବର ଶୁଣି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକାକୂଳ ପରିବେଶ ଖେଳି ଯାଇଛି ତାଙ୍କ ଅନ୍ତିମ ଦର୍ଶନ ପାଇଁ ଛୋଟ ବଡ଼ କଳାକାର ସବୁ ଆସିଛନ୍ତି |

ସିନେମା ଜଗତରେ ତାଙ୍କର 37 ବର୍ଷର ଅଭିଜ୍ଞତା ରହିଥିଲା ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ ସହିତ ପ୍ରଯୋଜନା ମଧ୍ୟ କରିଛନ୍ତି |ଯେଉଁ ବ୍ୟକ୍ତି ତାଙ୍କ ଫିଲ୍ମକୁ ଦେଖିଛନ୍ତି ସେ ତାଙ୍କ ସିନେମାକୁ ଆଜି ଯାଏ ମନେ ରଖିଛନ୍ତି ଏଭଳି ମୁକେଶ ସମସ୍ତଙ୍କୁ ଛାଡ଼ି ଚାଲିଯିବା ବହୁତ ଦୁଃଖ ଦେଇଛି |

ତାଙ୍କର ହଟାତ ମୃ-ତ୍ୟୁ ହୋଇଥିବାରୁ ତାକୁ କେହି ଗ୍ରହଣ କରିପାରୁ ନାହାଁନ୍ତି |ତାଙ୍କର ମୃ-ତ୍ୟୁ ର ଖବର ସୋସିଆଲ ମେଡିଆରେ ଭାଇରଲ ହେବା ପରେ ତାହାକୁ ଦେଖି ସବୁ କଳାକାର ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆସିଥିଲେ |

Leave a Reply

Your email address will not be published. Required fields are marked *