ମଣିଷକୁ ଝାମ୍ପିବା ବଦଳରେ ନିଜେ ଜାଲରେ ପଡ଼ିଗଲା ମଣିଷ ଖିଆ କୁମ୍ଭୀର ,ଆଉ ତାପରେ ତାହା ସହିତ Jaha ହେଲା …..ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ମଣିଷ ମାଂସ ଖାଇବା ପାଇଁ ଲୋଭ କରିବାରୁ ନାମ ନେଲା ମଣିଷ ଖିଆ କୁମ୍ଭୀର ମଣିଷକୁ ଝାମ୍ପ ମାରୁଥିଲା ନିଜେ ଜାଲରେ ପଡ଼ିଗଲା |ମଣିଷ ମାଂସ ଖାଇବା ନିଶା ପୁରା ଏକଦମ ଭାଙ୍ଗିଗଲା ଏବେ ମଣିଷ ଜଳରେ କୌଶଳରେ ପଡ଼ି ଯାଇଛି ମଣିଷ ଖିଆ କୁମ୍ଭୀର |ମଣିଷ ମାଂସ ଖାଇବା ପାଇଁ କୁମ୍ଭୀର ପୁରା ପାଗଳ ଭଳି ଗୋଟେ ଗୋଟେ ମଣିଷକୁ ଖାଇ ଚାଲିଥିଲା |ଏକ ମାସ ହେଲାଣି ଯେମିତି ଖାଇନି ବୋଲି ମଣିଷ ମାଂସ ଖାଇବା ପାଇଁ ଘୁରି ବୁଲୁଥିଲା |ମଣିଷ ମାଂସ ଖାଇବା ପାଇଁ କେନ୍ଦ୍ରାପଡ଼ାରୁ କେଉଁଝର ପଳାଇ ଥିଲା ମଣିଷ ଖିଆ କୁମ୍ଭୀର |

ଆଉ କେଉଁଝର ନଦୀ ଭିତରେ ଅପେକ୍ଷା କରି ସେଠାକାର ଲୋକମାନଙ୍କୁ ଅପେକ୍ଷା କରିଥିଲା |ମଣିଷ ବଦଳରେ କେଉଁ ଝରରେ ଏକ ଷଣ୍ଢକୁ ଶିକାର କରି ଖାଇ ଦେଇଥିଲା ମଣିଷ ଖିଆ କୁମ୍ଭୀର ହେଲେ ଯାହା ପାଟିରେ ଥରେ ମଣିଷର ମାଂସ ବାଜିଛି ସେ ଆଉ ପଶୁ ମାଂସରେ ଶାନ୍ତି ପାଉନି ତେଣୁ କେଉଁଝରରେ ଆତଙ୍କ ସୃଷ୍ଟି କରିବା ପରେ ସେଠାକାର ଲୋକମାନେ ରାଗି ଯାଇ ଧାଇଁ ଆସିଥିଲେ |

କୁମ୍ଭୀର ପାଖକୁ ହେଲେ ବହୁତ ଖୋଜାଖୋଜି ପରେ କୁମ୍ଭୀରକୁ ପାଇ ନଥିଲେ |ହେଲେ ଜଣେ ମାଛ ଧରାଳୀ ମାଛ ପାଇଁ ଜାଲ ବସିଥିବା ବେଳେ ସେହି ଜାଲରେ ପଡ଼ି ଯାଇଥିଲା ମଣିଷ ଖିଆ କୁମ୍ଭୀର |ଆଉ ଏପଟେ ବାଡ଼େଇ ଛାଟି ହୋଇ ଜାଲ ଭିତରୁ ବାହାରି ଯିବାକୁ ଚେଷ୍ଟା କରିଥିଲା ମଣିଷ ଖିଆ କୁମ୍ଭୀର |

ସେଠାକାର ଥିବା ଗ୍ରାମବାସୀ ମାନେ କୁମ୍ଭୀରକୁ ଧରି ଗ୍ରାମବାସୀ ମାନଙ୍କୁ ଖବର ଦେଇଥିଲେ ତେବେ ଗ୍ରାମବାସୀ ବସିଥିବା ଜାଲରେ ଛୁଆ କୁମ୍ଭୀର ପଡିଥିବା ବେଳେ ମା କୁମ୍ଭୀର ସେହି ଆଖ ପାଖରେ ଅଛି ବୋଲି ଗ୍ରାମବାସୀ ମାନେ ଅନୁଭବ କରୁଛନ୍ତି |

ତେବେ କୁମ୍ଭୀରକୁ ନେଇ ଲୁଣି ପାଣିର ଛାଡ଼ିବାକୁ ବନ ବିଭାଗକୁ ଅନୁରୋଧ କରାଯାଇଛି |ଗ୍ରାମବାସୀ ଙ୍କ କହିବା କଥା ଏଠାକାର ଲୋକମାନେ ନଦୀ ଉପରେ ନିର୍ଭରଶୀଳ ଏବଂ ବହୁତ ମତ୍ସ୍ୟ ଜିବି ମାନେ ନିଜ ଜୀବିକା ଏଥିରୁ ମେଣ୍ଟାଉ ଛନ୍ତି ତେଣୁ କୁମ୍ଭୀର ପାଇଁ ତୁରନ୍ତ କିଛି ବ୍ୟବସ୍ଥା ନକଲେ ଲୋକେ ତାଙ୍କ ଜୀବିକା ହରେଇବେ ବୋଲି କହୁଛନ୍ତି |

Leave a Reply

Your email address will not be published. Required fields are marked *