ହଟାତ ଜଙ୍ଗଲ ଭିତରେ ଏମିତି କାମ କରୁଥିବାର ଧରା ପଡ଼ିଲେ ଏହି Premi ଯୁଗଳ ,ତାହା ପରେ ଯାହା ଘଟିଲା ଆପଣ ଜାଣିଲେ ବିଶ୍ୱାସ କରିବେ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଆମେ ଆପଣଙ୍କୁ ଏହି ପ୍ରେମୀ ଯୁଗଳଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କେହି ନଥିବା ଅବସ୍ଥାରେ ଜଙ୍ଗଲରେ କରୁଛନ୍ତି ଏପରି ନିନ୍ଦନୀୟ କାର୍ଯ୍ୟ |ପ୍ରେମିକା ଜଣକ ପ୍ରେମିକଙ୍କୁ କହୁଛନ୍ତି ଯେ ଆମେ ଟିକେ ଜଙ୍ଗଲକୁ ବୁଲା ବୁଲି କରି ମଜାମସ୍ତି କରିବା ପାଇଁ ଆସିଛୁ ତୁମେ ଏପରି ଭିଡିଓ କାହିଁକି କରୁଛ |

ଏବେ ଆମେ ସ୍ୱାମୀ ସ୍ତ୍ରୀ ତୁମେ ମାନେ ଆମର କେହି କିଛି କରିପାରିବ ନାହିଁ ଆମେ ଖୁଲମ ଖୁଲା ଯେଉଁ କାର୍ଯ୍ୟ ଚାହିଁଲେ କରିବା |ଦର୍ଶକବନ୍ଧୁ ଆମେ ଆପଣଙ୍କୁ ଏହି କଥା କହୁ ନାହୁଁ ଏହି କଥା କହୁଛନ୍ତି ଏହି ପ୍ରେମିକ ପ୍ରେମିକା ଯୁବତୀ ଜଙ୍ଗଲକୁ ଆସି ନିଜ ପ୍ରେମିକ ସହ କରୁଥିବାର ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |

ତୁମର ଯଦି ଏତେ ସଲସଲ ହେଉଛି ତୁମେ କେଉଁ ହୋଟେଲକୁ ପଳେଇଲ ନାହିଁ ସୁରକ୍ଷା ବଳ ଭିତରେ ନରହି ସୁରକ୍ଷା ବଳ ଭିତରେ ନରହି ଅସୁରକ୍ଷିତ ଜାଗାକୁ ଆସିଲା କାହିଁକି ଜଙ୍ଗଲରେ ହାତୀ ପରି ଭୟଙ୍କର ଜନ୍ତୁ ବୁଲୁଛନ୍ତି |ପଶୁ ପକ୍ଷୀଙ୍କ ଚରା ଭୂଇଁକୁ ତୁମେ କାହିଁକି ଆସୁଛ ବୋଲି ସେଠାରେ ଥିବା ଲୋକମାନେ କହିଛନ୍ତି |

ଲୋକମାନେ କହୁଛନ୍ତି ତୁମର ଯଦି ବିବାହ ଠିକ ହୋଇ ଯାଇଛି ତୁମେ ଜଙ୍ଗଲକୁ କାହିଁକି ଆସୁଛ ଭୁଲ କାମ କରିବାକୁ ଜଙ୍ଗଲ ଭିତରକୁ ପଳେଇ ଆସୁଛ ଧରା ପଡ଼ିଲା ବେଳେ କଥା ବଡ଼ ବଡ଼ କହୁଛ ଏଭଳି ଖରାପ କାର୍ଯ୍ୟରୁ ଆପଣ ନିବୃତ ରୁହନ୍ତୁ ଦୟାକରି ସମାଜରେ ଥିବା ଲୋକମାନଙ୍କୁ ନଷ୍ଟ କର ନାହିଁ ବୋଲି ଲୋକମାନେ କହୁଛନ୍ତି |

Leave a Reply

Your email address will not be published. Required fields are marked *