ନମସ୍କାର ବନ୍ଧୁଗଣ ଏଥର ପବିତ୍ର ଗଣେଶ ପୂଜାରେ ଦୀର୍ଘ ୫୦୦ ବର୍ଷ ପରେ ପଡ଼ୁଛି ରାଜଯୋଗ ଯାହା ଫଳରେ ୭ଟି ରାଶିରେ ହେବ ଚମତ୍କାର ଏମାନଙ୍କ ଭାଗ୍ୟ ମଧ୍ୟ ଉଦୟ ହେବାକୁ ଯାଉଛି ଚଳିତ ବର୍ଷ ସେପ୍ଟେମ୍ବର 19 ତାରିଖରେ ପଡ଼ିବାକୁ ଯାଉଛି ପବିତ୍ର ଗଣେଶ ଚତୁର୍ଥୀ ବା ଗଣେଶ ପୂଜା ଏହିଦିନ ଠାରୁ ବିଶାଳ ରାଜଯୋଗ ସୃଷ୍ଟି ହେବ ଏହି ରାଜଯୋଗ ସୃଷ୍ଟି ହେବା କାରଣରୁ ଏହି ୭ଟି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି ତେବେ ଆସନ୍ତୁ ଜାଣିନେବା କଣ ସେହି ୭ଟି ଭାଗ୍ୟଶାଳୀ ରାଶି ଯେଉଁମାନଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି ଯେଉଁମାନଙ୍କ ଘରେ ଖୁସିର ଲହରୀ ଲାଗି ରହିବ ହସ ଖୁସୀ ଲାଗି ରହିବ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶ୍ରିବାଦ ସର୍ବଦା ୭ଟି ରାଶି ଉପରେ ପଡ଼ିବାକୁ ଯାଉଛି ଏବଂ ଏମାନଙ୍କ ଘରେ କେବେବି ଧନର ଅଭାବ ହେବ ନାହିଁ ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିନେବା କଣ ସେହି ରାଶି ଗୁଡ଼ିକ।
କୁମ୍ଭ ରାଶି
ଏହି ରାଶିର ଲୋକମାନେ ଏହି ଗଣେଶ ପୂଜା ପରଠାରୁ ମାଲାମାଲ୍ ହେବାକୁ ଯାଉଛନ୍ତି ଏମାନଙ୍କ ଜୀବନରେ ଯାହାବି ସମସ୍ୟା ରହିଛି ଏହି ଶୁଭ ସଂଯୋଗ କାରଣରୁ ସମାଧାନ ହୋଇଯିବ ପ୍ରଭୁ ଗଣେଶଙ୍କ କୃପା ଏମାନଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ ଏହି ରାଶିର ଲୋକମାନଙ୍କୁ ଶୁଭ ଫଳ ମିଳିବାକୁ ଯାଉଛି ଯାହା ଫଳରେ ସମାଜରେ ନିଜକୁ ପ୍ରତିଷ୍ଠିତ ଲୋକ ଭାବରେ ପରିଚିତ କରି ପାରିବେ ସମାଜରେ ଅନେକ ଲୋକ ଏମାନଙ୍କୁ ପଚାରି ବୁଝି କାମ କରିବେ ସମାଜରେ ଆପଣଙ୍କର ମାନସମ୍ମାନ ବଢିଯିବ।
କନ୍ୟା ରାଶି
ଏହି ରାଶିର ଲୋକଙ୍କୁ ଏହି ପବିତ୍ର ଗଣେଶ ପୂଜା ପରଠାରୁ ଏମାନଙ୍କ ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବାକୁ ଯାଉଛି ଏମାନେ ଯେକୌଣସି ନୂତନ କାମ ଆରମ୍ଭ କରିବେ ସେଥିରେ ଉନ୍ନତି ପ୍ରାପ୍ତ କରିବେ ଆସନ୍ତା ସମୟରେ ଧନର ଅଭାବ ରହିବ ନାହିଁ ଓ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବାକୁ ଯାଉଛି ଏହି ରାଶିର ଲୋକମାନେ ସଦା ସର୍ବଦା ଖୁସି ରହିବା ସହିତ ଆସନ୍ତା ସମୟରେ ଖୁସିରେ ରହିବ ଏବଂ ଘରେ ସର୍ବଦା ଖୁସିର ଲହରୀ ଲାଗି ରହିବ।
ମେଷ ରାଶି
ଏହି ମେଷ ରାଶିର ଲୋକମାନଙ୍କୁ ଏହି ପବିତ୍ର ଗଣେଶ ପୂଜା ପରଠାରୁ ଏମାନଙ୍କ ଜୀବନରେ ବୋହୁତ ଜଲ୍ଦୀ ଶୁଭ ସମୟର ଆଗମନ ହେବାକୁ ଯାଉଅଛି ଏମାନଙ୍କ ଜୀବନରେ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବା ସହିତ ଭଗଵାନ ଗଣେଶଙ୍କର ବିଶେଷ କୃପା ମଧ୍ୟ ପ୍ରାପ୍ତି ହେବାକୁ ଯାଉଛି ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ।
ଧନୁ ରାଶି
ଏହି ରାଶିର ଲୋକମାନଙ୍କୁ ପବିତ୍ର ଗଣେଶ ପୂଜା ପରଠାରୁ ଏମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଛି କିନ୍ତୁ ଏମାନଙ୍କ ଜୀବନସାଥିଙ୍କ ସହିତ ଅଳ୍ପ ବୋହୁତ ମନ ମନାନ୍ତର ହୋଇପାରେ କିନ୍ତୁ ବୋହୁତ ଜଲ୍ଦୀ ସବୁକିଛି ଠିକ୍ ଠାକ୍ ହୋଇଯିବ ଯେଉଁମାନେ ବେପାର କ୍ଷେତ୍ରରେ ରହିଛନ୍ତି ସେମାନଙ୍କୁ ଅଧୀନ ଧନ ପ୍ରାପ୍ତି ହେବାର ଯୋଗ ବନୁଛି।
ମକର ରାଶି
ଏହି ରାଶିର ଲୋକମାନଙ୍କୁ ପବିତ୍ର ଗଣେଶ ପୂଜା ପରଠାରୁ ଏମାନଙ୍କ ପରିବାରରେ ଖୁସୀ ଆସିବାକୁ ଯାଉଛି ପ୍ରତ୍ୟେକ ପରିସ୍ଥିତିରେ ପରିବାର ଲୋକଙ୍କ ସହିତ ରହିବେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଘରକୁ ନୂଆ ଅତିଥି କିମ୍ବା ନୂଆ ଶିଶୁଙ୍କର ଆଗମନ ହେବ ମିତ୍ରମାନଙ୍କର ସହଯୋଗ ଏମାନଙ୍କୁ ପ୍ରାପ୍ତ ହେବାକୁ ଯାଉଛି ଏବଂ କୌଣସି ବଡ ଧରଣର ଲାଭ ହେବାର ସମ୍ଭାବନା ଏହି ମକର ରାଶିର ବ୍ୟକ୍ତିମାନଙ୍କ ଉପରେ ହେବାକୁ ଯାଇଛି।
ମିଥୁନ ରାଶି
ଏହି ରାଶିର ଲୋକମାନଙ୍କୁ ଏହି ପବିତ୍ର ଗଣେଶ ପୂଜା ପରଠାରୁ ଏମାନଙ୍କ ଭାଗ୍ୟ ଖୋଲିବା ପାଇଁ ଯାଉଛି ଧନ ଦୌଲତ ଓ ଭୌତିକ ସୁଖ ସୁବିଧାର ପ୍ରାପ୍ତ ଏମାନେ କରିବେ ବେପାରୀ ମାନଙ୍କର ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇପାରେ ଆଉ ତାଙ୍କ ସାହାଯ୍ୟ ଲାଭ ହେବାର ସମ୍ଭାବନା ମଧ୍ୟ ରହିଛି ପୁରୁଣା କରଜରୁ ଏମାନଙ୍କୁ ମୁକ୍ତି ମିଳିବାର ଯୋଗ ରହିଛି ଧନ ଜନିତ ସମସ୍ୟା ଗୁଡ଼ିକର ମଧ୍ୟ ସମାଧାନ ହେବ।
କର୍କଟ ରାଶି
ଏହି କର୍କଟ ରାଶିର ଲୋକମାନଙ୍କୁ ଗଣେଶ ପୂଜା ପରଠାରୁ ଏମାନଙ୍କ ଘର ପରିବାରରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ ଏମାନଙ୍କୁ ବ୍ୟାପାର କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ଧନର ଅପାର ବୃଦ୍ଧି ହେବାକୁ ଯାଉଛି ଏବଂ ସାମାଜିକ କ୍ଷେତ୍ରରେ ମାନସମ୍ମାନ ଏମାନଙ୍କୁ ପ୍ରାପ୍ତ ହେବାକୁ ଯାଉଛି ଅଚାନକ କୌଣସି ଦିଗରୁ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ପାରିବାରିକ ସମସ୍ୟା ଦୂର ହେବାକୁ ଲାଗିବ।