ଧୋନି ଦେଇଥିଲେ ଗୁରୁ ମନ୍ତ୍ର, ଏବେ Asia କପରେ କମାଲ କରୁଛି ରୋହିତ ବାହିନୀ ,ବନିବାକୁ ଯାଉଛନ୍ତି ନମ୍ବର ୱାନ ଅଧିନାୟକ ….ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ରୋହିତ ଶର୍ମାଙ୍କ ପାଖରେ ରହିଛି ବଡ଼ ମୌକା ଏସିଆ କପରେ ରଚି ପାରନ୍ତି ଇତିହାସ ଜଣେ ସୁପରିଚିତ ଅଧିନାୟକ ଭାବରେ ଧୋନିଙ୍କୁ ମଧ୍ୟ ପକାଇ ପାରନ୍ତି ପଛରେ |ରୋହିତ ଶର୍ମା ଜଣେ ବହୁତ ଭଲ ଖେଳାଳି ଏବଂ ଭଲ ଅଧିନାୟକ ମଧ୍ୟ କରନ୍ତି |1984 ମସିହାରୁ ODI ବିଶ୍ୱକପ ଖେଳାଯାଉଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଭାରତୀୟ ଅଧିନାୟକ ନାହାଁନ୍ତି ଯିଏ 10 ଟି ମ୍ୟାଚ ଜିତାଇ ପାରିଛନ୍ତି |

ରୋହିତ ଶର୍ମାଙ୍କ ବିଷୟରେ କହିବାକୁ ଗଲେ ସେ 9 ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି ଏବଂ ଭାରତ ସେଥିରୁ 8 ଟି ଜିତିଛି |ବାଂଲାଦେଶ ଏବଂ ଭାରତ ମଧ୍ୟରେ ସେପ୍ଟେମ୍ବର 15 ତାରିକରେ ହେବାକୁ ଯାଉଛି ଭାରତ ଏହି ମ୍ୟାଚ ଜିତିବା ପରେ ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିବ |

ଏସିଆ କପରେ ପ୍ରଥମ 10 ଟି ମ୍ୟାଚ ଜିତାଇବାରେ ରୋହିତ ଶର୍ମା ପ୍ରଥମ ଅଧିନାୟକ ଯଦି ରୋହିତ ଶର୍ମା ଆଗାମୀ ଦୁଇ ମ୍ୟାଚ ଜିତିବାରେ ସଫଳ ହୁଅନ୍ତି |ତେବେ ସେ ODI ଏସିଆ କପରେ ଜିତାଇବାରେ ପ୍ରଥମ ଅଧିନାୟକ ହେବେ |

ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ବିଷୟରେ କହିବାକୁ ଗଲେ ତାଙ୍କ ରେକର୍ଡ ବହୁତ ଅଧିକ ରହିଛି ODI ଏସିଆ କପରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ହାରି ନାହାଁନ୍ତି |ରୋହିତ ଶର୍ମା ଏବେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିବାର କିଛି ସ୍ଥାନ ପଛରେ ଅଛନ୍ତି |

ଯଦି ଆମେ ରୋହିତ ଶର୍ମାଙ୍କ ରେକର୍ଡ ଦେଖିବା ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ରେକର୍ଡ ଅଟେ |ତାଙ୍କ ବ୍ୟାଟିଙ୍ଗ ପାଇଁ ତାଙ୍କର ଅନେକ ପ୍ରଶଂସକ ବହୁତ ଭଲ ପାଆନ୍ତି ଏବଂ ଅନୁସରଣ ମଧ୍ୟ କରନ୍ତି |

Leave a Reply

Your email address will not be published. Required fields are marked *