ଭୂକମ୍ପ ପୂର୍ବରୁ ଆକାଶରେ ଦେଖାଗଲା ରହସ୍ୟମୟ ଆଲୋକ ,ଏହାକୁ ଦେଖି ଲୋକମାନଙ୍କ ଉଡ଼ିଗଲା ହୋସ ଏସବୁ ଭଗବାନଙ୍କ…. ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଭୂକମ୍ପ ରହସ୍ୟମୟ ଆଲୋକ ଯାହା ଏବେ ହେଉଛି ଭାଇରଲ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ମରକ୍ୟୁରେ ଭୂମିକମ୍ପ ହୋଇ 2500 ରୁ ଅଧିକ ଲୋକଙ୍କ ମୃ-ତ୍ୟୁ ହୋଇଛି ଧୀରେ ଧୀରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାରେ ଲାଗିଛି ଏହି ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧନ ଜୀବନ ନଷ୍ଟ ହୋଇଛି |

ଭୂମିକମ୍ପର ଭିଜୁଆଲ ଏବେ ସୋସିଆଲ ମେଡିଆରେ ଦେଖିବାକୁ ମିଳୁଛି |ତେବେ ଭୂମିକମ୍ପରେ ବିଭିନ୍ନ ଘର ଭୁସିଡ଼ି ବାରେ ଲାଗିଛି ଭୂମିକମ୍ପରେ ବିଭିନ୍ନ ଘର ବସ୍ତା ପରି ଭୁଶୁଡ଼ି ପଡ଼ିଛି ଏବେ ଆଶ୍ଚର୍ଯ୍ୟ ଜନକ କଥା ଦେଖିବାକୁ ମିଳିଛି |ଠିକ ଭୂମିକମ୍ପ ପୂର୍ବରୁ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖିବାକୁ ମିଳିଥିଲା ଯାହାକି ବିଭିନ୍ନ ଘରେ ଥିବା ସିସିଟିଭି କ୍ୟାମେରାର କଏଦ ହୋଇଛି |

ତେବେ ଭୂମିକମ୍ପ ଠିକ ପୂର୍ବରୁ ଆକାଶ ନୀଳ ରଙ୍ଗର ଆଲୋକ ଦେଖା ଯାଇଥିଲା ଏହି ରହସ୍ୟମୟ ଆଲୋକ ଭୂକମ୍ପର ଠିକ ପୂର୍ବରୁ ଦେଖା ଦେଇଥିଲା ଅନେକ ଉଚ୍ଚ ପର୍ଯ୍ୟନ୍ତ ଏହି ଉଜ୍ଜଳ ଆଲୋକ ଦେଖା ଦେଇଥିଲା |ଆକାଶରେ ଆଲୋକର ବିସ୍ପୋରଣ ଯେମିତି ହେଉଥିଲା ତୁର୍କୀର ମଧ୍ୟ ଭୂକମ୍ପ ପୂର୍ବରୁ ମଧ୍ୟ ଏମିତି ରହସ୍ୟମୟ ଆଲୋକ ଦେଖ ଯାଇଥିଲା |

ତେବେ ଚୀନ ଏବଂ ଜାପାନର ମଧ୍ୟ ଭୂକମ୍ପ ପୂର୍ବରୁ ଏମିତି ଚମକ ଦେଖା ଯାଇଥିଲା ମାତ୍ର କଣ ପାଇଁ ଏମିତି ରହସ୍ୟମୟ ଆଲୋକ ଦେଖା ଦେଇଥିଲା ତାହା ଜଣା ପଡ଼ି ନାହିଁ ଯାହା ଏବେ ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *