ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖବର ,ଆଜିଠାରୁ ରାଜ୍ୟରେ ସବୁ School ଛୁଟି ,ସରକାର କରିଲେ ବଡ଼ ଘୋଷଣା, ଜାଣନ୍ତୁ ପୁରା ଖବର…

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ବହୁତ ବଡ଼ ଅପଡେଟ ତେବେ ଚାଲନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା |ଆଜିଠୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ ତିନି ଦଫା ଦାବିରେ ରାଜ୍ୟରେ ପ୍ରାଥମିକ ଶିକ୍ଷକ ମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ସୋମବାର ଦିନ ଗଣଶିକ୍ଷା ବିଭାଗ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ସହ ଆଲୋଚନା କରିଥିଲା |

ବୈଠକରେ ନିଷ୍ପତି ଅନୁଯାଇ ପାଞ୍ଚ ଜଣିଆ ସବ କମିଟି ଗଠନ ହେବା ସହ ସଙ୍ଘ ଦାବି ସମ୍ପର୍କରେ ଆଲୋଚନା କରାଯିବ |ଏନେଇ ଏକ ଚୂଡାନ୍ତ ରିପୋର୍ଟ ପ୍ରଦାନ କରାଯିବ |ସେହି ରିପୋର୍ଟରେ ଆନ୍ତ ସ୍ତରୀୟ କମିଟିରେ ଉପସ୍ଥାପନ ଓ ପରବର୍ତ୍ତୀ ସମୟରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଥିଲା |ଯଦିଓ ଆଲୋଚନା ସକାରାତ୍ମକ ହୋଇଥିଲା

ମଙ୍ଗଳବାର ସ୍କୁଅରିଂ କମିଟି ବୈଠକ ପରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ମହାସଂଘ ସୂଚନା ଦେଇଥିଲା |ତେବେ ମଙ୍ଗଳବାର ଦିନ ସ୍କୁୱେରିଙ୍ଗ କମିଟି ବୈଠକରେ ଆନ୍ଦୋଳନ ତୀବ୍ରତା ଜୋର ହେବାକୁ ନିଷ୍ପତି ହୋଇଥିବା ସଙ୍ଘ କହିଛି |ସଂଘ ଦର୍ଶାଇଛି ଯେ ପୂର୍ବରୁ ବହୁବାର ଆଲୋଚନା ସହିତ ପରେ ପ୍ରାଥମିକ ଶିକ୍ଷକଙ୍କ ଦାବିରେ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ |

ବିଧିମତ ବିଜ୍ଞପ୍ତି ପ୍ରକାଶ ନପାଇବା ଯାଏ ଆନ୍ଦୋଳନ ଜାରି ରଖିବା ନେଇ ବୈଠକରେ ନିଷ୍ପତି ନିଆଯିବା ସଂଘର ସାଧାରଣ ସମ୍ପାଦକ ଆଦିତ୍ୟ ରଞ୍ଜନ ସ୍ୱାଇଁ ପ୍ରକାଶ କରିଛନ୍ତି ଏହା ପରେ ସମୂହ ଛୁଟିରେ ପୂର୍ବ ପରି ଆନ୍ଦୋଳନ କରିବାକୁ ନିଷ୍ପତି ନେବାକୁ ସେ କହିଛନ୍ତି ସଂଘର ଦାବିରୁ ପ୍ରାଥମିକ ଶିକ୍ଷା ନିଯୁକ୍ତି ପ୍ରଥା ଉଛେଦ କରିବା

କନିଷ୍ଟ ଶିକ୍ଷକଙ୍କୁ ନିୟମିତ ,ଶିକ୍ଷାକର୍ମୀ ଏବଂ ଶିକ୍ଷା ସହାୟତାଙ୍କ କାର୍ଯ୍ୟକାଳକୁ ନାସନାଲ ଇନଟିମେଣ୍ଟ ପ୍ରଦାନ କରି ମୂଳ ଚାକିରୀ ବହନ କରିବା ସହ କଳା ଏବଂ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କେନ୍ଦ୍ରୀୟ ହାରରେ ପୁନଃ ପେନସନ ବ୍ୟବସ୍ତା ଜାରି ରଖିବା ପାଇଁ ଦାବି ରଖିଛନ୍ତି ଯେପର୍ଯ୍ୟନ୍ତ ଶିକ୍ଷକ ମାନଙ୍କ ଦାବି ଜାରି ରହିଥିବ ପୂରଣ ହେବନି ସେପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ ବୋଲି ଦାବି ପ୍ରକାଶ କରିଛନ୍ତି ଶିକ୍ଷକ ସଙ୍ଘ |

Leave a Reply

Your email address will not be published. Required fields are marked *