ବାଛନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟେ ସଂଖ୍ୟା ବା Heart ଏବଂ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ ,ଭବିଷ୍ୟତ ବିଷୟରେ |

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କ ପାଇଁ ନିଜ ଭବିଷ୍ୟତ ସହିତ ଜଡ଼ିତ କିଛି କଥା ଏବଂ ଆପଣଙ୍କୁ କିଏ ମିସ କରୁଅଛି ଆପଣ କେଉଁ ବିଷୟ ପ୍ରତି ଅଧିକ ଚିନ୍ତା କରୁଛନ୍ତି ସବୁ କିଛି ଆମେ ଚର୍ଚ୍ଚା କରିବା ଏହା କେଉଁ ମନୋରଞ୍ଜନ କଥା ନୁହେଁ ଏହା ଏଥିରେ କୁହାଯାଇଥିବା କଥା ସଂଖ୍ୟାକୁ ନେଇ ଆବଶ୍ୟକ ତ ଏହି କଥାର ଧ୍ୟାନ ରଖନ୍ତୁ ଆପଣଙ୍କ ସାମ୍ନାରେ ତିନୋଟି ସଂଖ୍ୟାର ହାର୍ଟ ଦିଆଯାଇଛି ତାହା ମଧ୍ୟରୁ ଆପଣ ଗୋଟିଏ ହାର୍ଟ ବାଛିବେ ଏବଂ ବିଷୟଵସ୍ତୁ ଟିକୁ ଜାଣିବେ ତାପରେ ଯାଇ ଆପଣ କହିବେ ଆମେ ଭୁଲ କହୁଚୁ ନା ଠିକ କହୁଛୁ |ତ ଆପଣ ଆପଣଙ୍କ ମନ ପସନ୍ଦର ସଂଖ୍ୟା ବା ହାର୍ଟ ମଧ୍ୟରୁ ଗୋଟିଏ ବାଛନ୍ତୁ ଏବଂ ଜଣାନ୍ତୁ ଆପଣଙ୍କ ଭବିଷ୍ୟ ,ବ୍ୟକ୍ତିତ୍ୱ ଏବଂ ଆପଣଙ୍କୁ କିଏ ମିସ କରୁଛନ୍ତି |ଆପଣଙ୍କୁ ପାଞ୍ଚ ସେକେଣ୍ଡ ସମୟ ନେଇ ଥଣ୍ଡା ମୁଣ୍ଡରେ ବାଛନ୍ତୁ ଆପଣଙ୍କ ମନ ପସନ୍ଦର ହାର୍ଟ |

ପଥମ ହାର୍ଟ -ଯଦି ଆପଣ ଏକ ନମ୍ବର ହାର୍ଟ ଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଏଥର ଆପଣଙ୍କ ଦୁଃଖର ଦିନ ଶେଷ ହୋଇଗଲା ଏବେ ଆପଣଙ୍କ ନୂତନ ସୂର୍ଯ୍ୟର ଆଲୋକ ହେବାକୁ ଯାଉଅଛି |ତେବେ ଆପଣ ଜାଣିରଖନ୍ତୁ ଯେ ଆପଣଙ୍କ କୁଣ୍ଡଳୀରେ ଦୁଇଟି ଗ୍ରହ ଆପଣଙ୍କୁ ସାଦ ଦେବାକୁ ଯାଉଛନ୍ତି ଯାହା ଫଳରେ ଆପଣଙ୍କ ରାଜଯୋଗ ବନିବାକୁ ଯାଉଛି |ଆପଣଙ୍କ ଇଛା ମୁତାବକ କାର୍ଯ୍ୟ ହେବ ମାତ୍ର ଟିକେ ବିଳମ୍ବ ହେବ ଧର୍ଯ୍ୟର ସହିତ ଅପେକ୍ଷା କରନ୍ତୁ |କିଛି ସମୟରେ ହେବାକୁ ଯାଉଥିବା କାର୍ଯ୍ୟ ମଧ୍ୟ ଅଟକି ଯାଉଛି ଯାହା ଆପଣଙ୍କ ଦଶା ଫଳ ଭୋଗ କରୁଛନ୍ତି ଏବେ ଆପଣଙ୍କ ଭଲ ସମୟ ଆସୁଛି ପୁତ୍ର ମାନଙ୍କ ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ ସମୟ ଆପଣଙ୍କ ବହୁତ ଭଲ ରହିବ |

ଦ୍ୱିତୀୟ ହାର୍ଟ -ଆପଣ ଏପର୍ଯ୍ୟନ୍ତ ଯାହା ସବୁ କାର୍ଯ୍ୟ କରିଥିଲେ ତାହାର ଫଳ ଆପଣଙ୍କୁ ହୋଇ ନାହିଁ ଏକ ଦୁଷ୍ଟ ଗ୍ରହ ଆପଣଙ୍କ ପିଛା କରୁଛି ନାନା କାରଣରୁ ଧନ ବ୍ୟୟ ହେଉଛି ଘର ଠାରୁ ଆପଣ ଦୂରେଇ ରହିଛନ୍ତି |ଧନ ଆଉ ଆପଣଙ୍କ ପାଖରେ ରହୁ ନାହିଁ ଆପଣଙ୍କ ପ୍ରିୟ ବ୍ୟକ୍ତି ଆପଣଙ୍କ ଠାରୁ ଦୂରେଇ ଗଲେଣି |ମନ୍ଦ ଦଶାରୁ ଆପଣଙ୍କ ମାନସିକ ବିଭ୍ରାନ୍ତ ଘଟିଛି |ଏତେ ବ୍ୟସ୍ତ ଭିତରେ ଆପଣ ଭଗବାନଙ୍କୁ ମଧ୍ୟ ଭୁଲିଗଲେଣି କିନ୍ତୁ ଭୁଲି ଯାଉଛନ୍ତି ଯେ ସେହି ଭଗବାନ ହିଁ ଆପଣଙ୍କୁ ସବୁ କଥାରେ ସାଦ ଦେଉଛନ୍ତି ତେଣୁ ଆଗାମୀ ଦିନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି |

ତୃତୀୟ ହାର୍ଟ -ଆପଣ ଆପଣଙ୍କ ଜୀବନ ସାଥି ବହୁତ ଲାଜକୁଳ ସ୍ୱଭାବର ଅଟନ୍ତି ସେ ଆପଣଙ୍କ ବିଷୟରେ ସବୁବେଳେ ପ୍ରଶଂସା କରିଥାଏ |କିନ୍ତୁ କେବେବି ଖୋଲା ଖୋଲି ପ୍ରଶଂସା କରେ ନାହିଁ ଆପଣ ଆପଣଙ୍କ ଜୀବନ ସାଥୀଙ୍କୁ ମିଛ କହିବା ପସନ୍ଦ ନୁହେଁ ତେବେ ଆପଣ ଯଦି ସତ କଥା କହିଦେବେ ତେବେ ସେ ଆପଣଙ୍କୁ କ୍ଷମା ମଧ୍ୟ କରିଦେବେ କିନ୍ତୁ ଆପଣ ଯଦି କୌଣସି କଥା ଲୁଚାନ୍ତି ତେବେ ତାଙ୍କୁ ବହୁତ ଖରାପ ଲାଗିଥାଏ |

ଚତୁର୍ଥ ହାର୍ଟ -ଆପଣଙ୍କ ଜୀବନ ସାଥିଙ୍କ କଥା ବହୁତ ମିଠା ଅଟେ କିନ୍ତୁ ଆପଣଙ୍କ ଜୀବନ ସାଥିଙ୍କ ନଖରା ମଧ୍ୟ ବହୁତ ଅଧିକ ଅଟେ |ସେ ଆପଣଙ୍କୁ ଭଲ ପାଏ କିନ୍ତୁ ଜଣାଏ ନାହିଁ ଯାହା ଆପଣଙ୍କୁ ବହୁତ ସମସ୍ୟା ଆଣି ଦେଇଥାଏ ଆପଣଙ୍କ ଜୀବନ ସାଥୀକୁ ରାଗ ମଧ୍ୟ ବହୁତ ଆସେ କିନ୍ତୁ ସେ ଏହାକୁ କଣ୍ଟ୍ରୋଲ ମଧ୍ୟ ଠିକ ଭାବରେ କରିପାରନ୍ତି ଆପଣଙ୍କ ଜୀବନ ସାଥି ଆପଣଙ୍କୁ ବହୁତ ଭଲ ପାଏ କିନ୍ତୁ ସେ ଟିକେ ଲାଜ କୁଳ ସ୍ୱଭାବର ଅଟେ ଏହି କାରଣ ଯୋଗୁଁ ସେ ଆପଣଙ୍କ କଥା ଟିକେ ଖୋଲିକି କହି ପାରନ୍ତି ନାହିଁ |

ପଞ୍ଚମ ହାର୍ଟ -ଆପଣଙ୍କ ଦୁଃଖର ଅନ୍ତ ସମୟ ଆସିଯାଇଛି ଆଜିଠାରୁ ଆପଣ ବହୁତ ସୁନାମ ଅର୍ଜନ କରିବେ ପଦ ପଦବୀରେ ଯଶପ୍ରୀତି ଯୋଗ ଦେଖାଦେବ |ଆପଣଙ୍କ ଏକ ଅତି ଘନିଷ୍ଟ ବନ୍ଧୁ ଯିଏ କି କିଛି ଦିନ ତଳେ ଆପଣଙ୍କ କୌଣସି କାରଣରୁ ଝଗଡ଼ା ହୋଇଥିଲା ସେଥିପାଇଁ ସେ ବର୍ତ୍ତମାନ ଅନୁତାପ କରୁଛନ୍ତି ଏବଂ ଆପଣଙ୍କୁ ବହୁତ ମିସ କରୁଛନ୍ତି ଆପଣ ବହୁତ ଦୁଃଖ ଭୋଗ କରିସାରିଲେଣି ନାନା ପ୍ରକାର ଫଳ ମଧ୍ୟ ଭୋଗ କରିଛନ୍ତି ତେବେ ଆଗାମୀ ସପ୍ତାହ ମଧ୍ୟରେ ଆପଣଙ୍କ ପାଇଁ ଭଲ ସମୟ ଆରମ୍ଭ ହେବାକୁ ଯାଉଛି |

ଷଷ୍ଠ ହାର୍ଟ -ଆପଣଙ୍କ ଆଗାମୀ ସମୟ ବହୁତ ଭଲ ଏବଂ ଖାସ ରହିବ ଆପଣଙ୍କ ନିରାଶ ଭାବନା ଏବେ ଶେଷ ହେବାକୁ ଯାଉଅଛି |ଆପଣଙ୍କୁ ଆପଣଙ୍କ ବନ୍ଧୁ ଏବଂ ପରିବାର ଲୋକଙ୍କ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏବଂ ଆପଣ ନୂଆ କାର୍ଯ୍ୟରେ ସଫଳତା ହାସଲ କରିବେ |ଆପଣ ଯଦି ପ୍ରେମ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି ତେବେ ଏହି ଇଛା ଆପଣଙ୍କ ବହୁତ ଜଲ୍ଦି ପୂରଣ ହେବାକୁ ଯାଉଛି |

Leave a Reply

Your email address will not be published. Required fields are marked *