ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବୁ ଯାହାକି ଆପଣମାନେ ଜାଣିବା ଦ୍ୱାରା ଆପଣଙ୍କ ସରସ ସୁନ୍ଦର ଜୀବନରେ ବହୁତ ଉନ୍ନତି ଆଣିବ ଏବଂ ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ବିବାଦ କେବେ ଲାଗିବ ନାହିଁ ତାଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିବ |ତେବେ ଆସନ୍ତୁ ଜାଣିବା ନବ ବିବାହିତ ଦମ୍ପତି ମାନେ କେବେବି ଚପଳ ପିନ୍ଧି ଶୋଇବା ଘରକୁ ଯିବା ଉଚିତ ନୁହେଁ |
ଏହା ଅଶୁଭ ହୋଇଥାଏ ଏବଂ ଶୋଇବା ଘରକୁ ପାଣିରେ ଲୁଣ ପକାଇ ପୋଛା ମାରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ |ଶୋଇବା ସମୟରେ ଅଧିକ ଉଚ୍ଚ ତକିଆ ବ୍ୟବହାର କରିବା ଉଚିତ ନୁହେଁ ଏହା ଦ୍ୱାରା ମୁହଁର ସୁନ୍ଦରତା ଧୀରେ ଧୀରେ ନଷ୍ଟ ହୋଇଯାଏ ଏବଂ ଚର୍ମରେ ଭାଙ୍ଗ ପଡ଼ିବାର ସମ୍ଭାବନା ରହିଥାଏ |
ଯଦି ଶୋଇବା ସମୟରେ ଖରାପ ସ୍ବପ୍ନ ଆସୁଥାଏ ତେବେ ଶୋଇବା ସମୟରେ ତକିଆ ତଳେ ରସୁଣ ରଖି ଶୋଇବା ଦ୍ୱାରା ଖରାପ ସ୍ବପ୍ନ ଦୂର ହୋଇଥାଏ |ଚାଣକ୍ୟ ନୀତି ଅନୁସାରେ ମଣିଷ ଜୀବନରେ ଧନର ଆବଶ୍ୟକତା ବହୁତ ରହିଛି ଧନ ଲାଭ ପାଇଁ ବ୍ୟକ୍ତି ନିଜ ଲକ୍ଷରେ ସଫଳ ହେବା ପାଇଁ ଜରୁରୀ ଧନ ଅର୍ଜନ କରିବା ସହିତ ତାର ସଦ ଉପଯୋଗ ମଧ୍ୟ କରିବା ଆବଶ୍ୟକ |
ତେବେ ଯାଇ ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ |ପ୍ରତ୍ୟକ ଗୁରୁବାର ଦିନ ତୁଳସୀ ଗଛ ମୂଳରେ କ୍ଷୀର ଅର୍ପଣ କରିବା ଉଚିତ ଏହା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ ଏବଂ ଘରେ ଆର୍ଥିକ ସମ୍ପନ୍ନତା ପ୍ରାପ୍ତି ହୋଇଥାଏ |
ଯେଉଁ ପୁରୁଷ ଅଷ୍ଟମୀ ,ଚତୁର୍ଦଶୀ ,ଅମାବାସ୍ୟା ,ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ସ୍ତ୍ରୀ ସହିତ ଶା-ରୀ-ରି-କ ସମ୍ପର୍କ ରଖେ ଏହା ସ୍ତ୍ରୀ ଏବଂ ସ୍ୱାମୀ ପାଇଁ ବହୁତ ଅମଙ୍ଗଳକାରୀ ହୋଇଥାଏ |ଶିବରାତ୍ରି ,ଦୀପାବଳି ଏବଂ ନବରାତ୍ରି ଏହି ଦିନ ମାନଙ୍କରେ ସ୍ୱାମୀ ମାନେ ସ୍ତ୍ରୀ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅନୁଚିତ |