ନମସ୍କାର ଦର୍ଶକବନ୍ଧୁ ଓଡ଼ିଆ ଅଭିନେତା ବାବୁଶାନ ମହାନ୍ତି ଅଭିନେତା ଅମ୍ଲାନ ଦାସଙ୍କ ଝିଅ ଜନ୍ମ ଦିନକୁ ଆସିଥିଲେ |ଓଲିଉଡ଼ ଅଭିନେତା ଅମ୍ଲାନ ଦାସଙ୍କୁ କିଏ ବା ନଜାଣେ ସେ ଅନେକ ଦମଦାମ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ସେ ହେଉଛନ୍ତି ମିହିର ଦାସଙ୍କ ସୁପୁତ୍ର ଅମ୍ଲାନ ଦାସ |ଲୋକପ୍ରିୟ ଅଭିନେତା ଅମ୍ଲାନ ଦାସଙ୍କ ଝିଅ ଜନ୍ମ ଦିନରେ ଓଲିଉଡ଼ର ସୁପର ଷ୍ଟାର ବାବୁଶାନ ମହାନ୍ତି ଯୋଗ ଦେଇଛନ୍ତି |ଅମ୍ଲାନ ତାଙ୍କ ପରିବାର ଏବଂ ତାଙ୍କର ରିଲେଟିଭ ସମ୍ପର୍କୀୟ ମାନଙ୍କୁ ଡାକିଛନ୍ତି ଏବଂ ବେଶ ହସ ଖୁସିରେ ଜନ୍ମ ଦିନ ପାଳନ କରୁଛନ୍ତି |
ଖାଲି ବାବୁଶାନ ମହାନ୍ତି ନୁହେଁ ଅନେକ ସେଲିବ୍ରେଟି ମାନେ ମଧ୍ୟ ଅମ୍ଲାନ ଦାସ ଝିଅ ଜନ୍ମ ଦିନରେ ଯୋଗ ଦେଇଥିଲା କେକ କାଟିବା ସହିତ ଏହି ପାର୍ଟିରେ ସମସ୍ତେ ବହୁ ମଜା ମସ୍ତି ମଧ୍ୟ କରିଥିଲେ |ତାହେଲେ ଏକ ବର୍ଷ ବୟସ ହୋଇଯାଇଛି ଅମ୍ଲାନ ଦାସଙ୍କ ଝିଅଙ୍କୁ ପ୍ରଥମ ଜନ୍ମ ବାର୍ଷିକ ପାଳନ କରିଛନ୍ତି ଓଲିଉଡ଼ର ଅଭିନେତା ଅମ୍ଲାନ ଦାସ |
ତେବେ ଗତ ଦିନ ମାନଙ୍କରେ ଅମ୍ଲାନ ଙ୍କୁ ତାଙ୍କ ବାପା ଓ ଭାଇ ଛାଡ଼ି ଦେଇ ଆରପାରିକୁ ଚାଲି ଯାଇଥିଲେ |ଏବେ ଅମ୍ଲାନ ନିଜ କୁନି ଝିଅ ଏବଂ ସ୍ତ୍ରୀ ସହିତ ରହୁଛନ୍ତି |ତ ଆପଣମାନେ ଜାଣିଥିବେ ଆଗାମୀ ଦିନ ମାନଙ୍କରେ ଅମ୍ଲାନଙ୍କ ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି ଯାହାର ନାଁ ରହିଛି ମାଲ୍ୟଗିରି |
ଏହି ଫିଲ୍ମରେ ଅମ୍ଲାନ ଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି ଗତ ଦିନ ମାନଙ୍କରେ ସିନେମାର ଟ୍ରେଲର ରିଲିଜ ହୋଇ ଯାଇଛି |ଅମ୍ଲାନ ବହୁତ ସାରା ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ବହୁତ ସାରା ୱେବସିରିଜ ରେ ମଧ୍ୟ ଅଭିନୟ କରିଥିବାର ନଜର ଆସିଛି |ଅମ୍ଲାନ ଖୁବ ସୁନ୍ଦର ଅଭିନୟ କରି ଲୋକମାନଙ୍କ ପାଖରୁ ବହୁତ ସାରା ଭଲ ପାଇବା ଦେଇ ପାରିଛନ୍ତି |
ନିଜ କୁନି ଝିଅର ଜନ୍ମଦିନ ଏମିତି ଧୁମଧାମରେ ପାଳନ କଲେ Amlan ଦାସ,ଦେଖିଲେ ମଧ୍ୟ ଆପଣ ବିଶ୍ୱାସ କରିପାରିବେ ନାହିଁ….ଦେଖନ୍ତୁ |
