ମ୍ୟାଚ୍ ଜିତିବା ଖୁସିରେ ସମସ୍ତ ଟଙ୍କାକୁ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଟଙ୍କା ଦାନ କଲେ ରୋହିତ ଓ Virat ,କହିଲେ ଏସବୁ ସମ୍ଭବ ଆଜି ଏମାନଙ୍କ ପାଇଁ ….ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ମ୍ୟାଚ ଜିତିବା ପରେ ଖୁସିରେ ଟଙ୍କା ଦାନ କଲେ ରୋହିତ ମିଳିଥିବା ମ୍ୟାଚ ଫିସକୁ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ କରିଦେଲେ ପାକିସ୍ତାନକୁ ହରାଇଲେ ମହାନତା ଦେଖାଇଲେ ସବୁ ଟଙ୍କା ଦାନ କରିଦେଲେ ରୋହିତ ଏବଂ ବିରାଟ କୋହଲି ପାଖରେ ଟଙ୍କାଟିଏ ମଧ୍ୟ ରଖିଲେ ନାହିଁ |ପାକିସ୍ତାନକୁ ହରାଇ ଜିତିଥିବା ରାଶିକୁ ଶ୍ରୀଲଙ୍କାର ଗ୍ରାଉଣ୍ଡ ଷ୍ଟାଫ ମାନଙ୍କୁ ଦାନ କରିଦେଲା ଗତକାଲି ଥିବା ସୁପର -4 ମ୍ୟାଚରେ ପାକିସ୍ତାନକୁ ଏକ ପାଖିଆ ହରାଇଛି ଭାରତ ଏହି ମ୍ୟାଚ ସମ୍ଭବ କେବଳ ଗ୍ରାଉଣ୍ଡ ଷ୍ଟାଫ ମାନଙ୍କ ପାଇଁ କେବଳ ହେଇଥିଲା |

ବର୍ଷାରୁ ପଡ଼ିଆକୁ କେବଳ ଗ୍ରାଉଣ୍ଡ ଷ୍ଟାଫ ହିଁ ବଞ୍ଚାଇଥିଲେ ମ୍ୟାଚ ସମ୍ଭବ କେବଳ ଗ୍ରାଉଣ୍ଡ ଷ୍ଟାଫ ମାନଙ୍କ ପାଇଁ ହେଇଚି ବର୍ଷା କାରଣରୁ ଝାଳ ବୁହା ପରିଶ୍ରମ କରିଥିଲେ ଗ୍ରାଉଣ୍ଡ ଷ୍ଟାଫ ତୁହାକୁ ତୁହା ବର୍ଷା କାରଣରୁ ପଡ଼ିଆ ଓଦା ହୋଇ ଯାଇଥାଆନ୍ତା ଯଦି ଏହି ଗ୍ରାଉଣ୍ଡ ଷ୍ଟାଫ ମାନେ ନଥାନ୍ତେ |ଆପଣମାନେ ଗ୍ରାଉଣ୍ଡ ଷ୍ଟାଫ ମାନଙ୍କର ପରିଶ୍ରମ ଟିଭିରେ ଦେଖିଥିବେ |

କେମିତି ସେମାନେ ବଡ଼ ବଡ଼ ସିଲିକନଙ୍କୁ ବର୍ଷା ହେଲା ମାତ୍ରେ ପଡ଼ିଆରେ ଆଣି ଘୋଡ଼ାଇ ପକାଉଥିଲେ ଆଉ ବର୍ଷା ଛାଡ଼ିବା ପରେ ସେଗୁଡ଼ିକୁ ଉଠାଇ ପଡ଼ିଆ ବାହାରେ ରଖିଥିଲେ |ଯେଉଁଠି ଯେଉଁଠି ଓଦା ହୋଇଥିଲା ପଡ଼ିଆ ସେଇଟି ଫ୍ୟାନ ଲଗାଇ ସୁଖାଉ ଥିଲେ ଆଉ ଯେତେବେଳେ ବର୍ଷା ଆସୁଥିଲେ ସିଲିକନ ଗୁଡ଼ିକ ନେଇ ଢାଙ୍କି ପକାଉଥିଲେ |

ରାତି ସାରା ଅନିଦ୍ରା ହୋଇ ପଡ଼ିଆକୁ ଜଗୁଥିଲେ ଯାହା ଥିଲା ବେଶ ଆକର୍ଷଣୀୟ ଯାହା ପାଇଁ ବେଶ ଖୁସି ହୋଇ ଯାଇଥିଲେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା |ତେବେ ମ୍ୟାଚ ଜିତିବା ପରେ ରୋହିତ ଏବଂ ବିରାଟଙ୍କୁ ଯେଉଁ ଟଙ୍କା ମିଳିଥିଲା ସେହି ସବୁ ଟଙ୍କାକୁ ସେମାନେ ଗ୍ରାଉଣ୍ଡ ଷ୍ଟାଫ ମାନଙ୍କୁ ଦାନ କରିଥିଲେ ନିଜ ପାଖରେ ଗୋଟିଏ ବି ଟଙ୍କା ରଖି ନାହାଁନ୍ତି |

Leave a Reply

Your email address will not be published. Required fields are marked *