ନମସ୍କାର ବନ୍ଧୁଗଣ ଆପଣମାନେ ଜାଣନ୍ତି ଯେ କଳିଯୁଗରେ ପ୍ରଭୁ ହନୁମାନଙ୍କୁ ଜୀବନ୍ତ ଦେବତା ଭାବରେ ବିବେଚନା କରାଯାଏ କୁହାଯାଏ ଯେ ଆଜିବି ପ୍ରଭୁ ହନୁମାନ ଭକ୍ତ ମାନଙ୍କ ଘର ଘର ବୁଲି ଦୁଃଖ ବୁଝନ୍ତି ତାଙ୍କୁ ପୂଜା କରିବା ଦ୍ୱାରା ଭକ୍ତ ମାନଙ୍କ ସମସ୍ତ ସମସ୍ୟା ,ଦୁଃଖ କଷ୍ଟ ପୀଡ଼ା ଦୂର ହୋଇଥାଏ |ତେଣୁ ପ୍ରଭୁ ବଜରଙ୍ଗ ବାଲି ଖୁବ ଶୀଘ୍ର ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର ସମସ୍ତ ମନସ୍କାମନା ପୂରଣ କରନ୍ତି ତେଣୁ ମଙ୍ଗଳବାର ଏବଂ ଶନିବାର ଦିନ ପ୍ରଭୁ ହନୁମାନଙ୍କୁ ବିଶେଷ ଭାବରେ ପୂଜା କରାଯାଏ |
କାରଣ ପଞ୍ଚାଙ୍ଗ ଅନୁସାରେ ଏହି ଦିନ ପ୍ରଭୁ ବଜରଙ୍ଗ ବାଲିଙ୍କୁ ସମର୍ପିତ ହୋଇଥାଏ |ଏହି ଦିନ କିଛି ବିଶେଷ କରିବା ଦ୍ୱାରା ଆପଣ ପ୍ରଭୁ ହନୁମାନଙ୍କ କୃପା ପାଇପାରିବେ ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ଗୁଡ଼ିକ ଯାହାକି ଆଜି ଆପଣ କରିବା ଦ୍ୱାରା ଲାଭ ସାବ୍ୟସ୍ତ ହୋଇ ପାରିବେ ଏହା ସହିତ ଜୀବନରେ ଦୁଃଖ କଷ୍ଟ ,ପୀଡ଼ା ଋଣ ବୋଝକୁ ଦୂର କରିପାରିବେ |
ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ଗୁଡ଼ିକ ଆପଣ ମଙ୍ଗଳ ବାର ଦିନ କରିବା ଦ୍ୱାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ |ପ୍ରଥମରେ ରହିଛି ଯଦି କୌଣସି ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ରହିଛନ୍ତି ଧନର ଅଭାବ ଜୀବନରେ ଲାଗି ରହିଛି ତେବେ ଆପଣ ମଙ୍ଗଳବାର ଦିନ ହନୁମାନ ଚାଳିଶା ସାତ ଥର ପାଠ କରନ୍ତୁ ଏପରି କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜଭୁତ ରହିବ |
ଜୀବନରେ ଧନ ଲାଭ ହେବ କେବେବି ଆଉ ଧନର ଅଭାବ ରହିବ ନାହିଁ |ଦ୍ୱିତୀୟଟି ରହିଛି ଯଦି କୌଣସି ବ୍ୟକ୍ତି ଋଣ ବୋଝରେ ବୁଡ଼ି ରହିଛନ୍ତି କୌଣସି ଦିଗରୁ ଋଣ କରି ସୁଜି ପାରୁ ନାହାଁନ୍ତି ଯଦି ଋଣ ସୁଜିବାର ବା ପରିଶୋଧ କରିବା ଦେଖା ଯାଉ ନାହିଁ |
ତେବେ ମଙ୍ଗଳବାର ଦିନ ସକାଳେ ଗାଧେଇବା ପରେ ଆସନ ରଖି ସେହି ଦିଗକୁ ମୁହଁ କରି ହନୁମାନ ଜିଙ୍କ ଧ୍ୟାନ ରଖନ୍ତୁ ଏବଂ ଋଣ ମୋଚକ ମଙ୍ଗଳ ସୂତ୍ର ପାଠ କରନ୍ତୁ ଏପରି କରିବା ଦ୍ୱାରା ଋଣ ଧୀରେ ଧୀରେ ସମାପ୍ତ ହୋଇଯିବ