ନମସ୍କାର ଦର୍ଶକବନ୍ଧୁ ଚାରିମହଲା କୋଠା ଉପରୁ କାର ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା ଭିଡିଓ ଦେଖିଲା ପରେ ଆପଣଙ୍କୁ ପାଦ ତଳୁ ଖସି ଯିବ ମାଟି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |ତେବେ ବନ୍ଧୁଗଣ ଆପଣମାନେ ଦେଖିଥିବେ ଲୋକମାନେ ଦୁଃସାହସିକ ଷ୍ଟନ ମାରୁଛନ୍ତି ବେଳେବେଳେ ଏହି ଷ୍ଟନ ମହଙ୍ଗା ପଡ଼ିଥାଏ ଜଣେ କାର ଚାଳକ ଦୁଇ ମହଲା କୋଠା ଉପରୁ ଷ୍ଟନ କରୁଥିଲେ |
ଏକ ଚାରି ମହଲା କୋଠାରୁ ଦୁଇ ବିଲଡିଙ୍ଗ ମଧ୍ୟରେ ଷ୍ଟନ କରୁଥିଲେ ଷ୍ଟନ ସମୟରେ ଏମିତି କିଛି ଘଟିଥିଲା ଯେଉଁଥିରେ ପାଖରେ ଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା |ଡ୍ରାଇଭର କାରଟିକୁ ସଠିକ ଭାବରେ ଡିଆଁଇବାରେ ସକ୍ଷମ ହୋଇ ପାରିନଥିଲେ |ଯେଉଁ କାରଣରୁ କାରଟି ପ୍ରଥମ ବିଲଡିଙ୍ଗ ରୁ ଦ୍ୱିତୀୟ ବିଲଡିଙ୍ଗ ଯିବା କାରଣରୁ କାନ୍ଥରେ ଧକା ଖାଇ ତଳକୁ ଖସି ପଡ଼ିଥିଲା |
ମାତ୍ର 5 ସେକେଣ୍ଡରେ ଘଟିଥିବା ଏହି ଭୟଙ୍କର ଦୃଶ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କୁ ଚକିତ କରି ଦେଇଥିଲା |ଉଚ୍ଚତାରୁ ଖସିଥିବା କାରଟିକୁ ଦେଖିବା ପାଇଁ ଲୋକମାନେ ଦୌଡ଼ି ଆସିଥିଲେ ଏହି ଭୟଙ୍କର ଦୁର୍ଘଟଣାରେ କାର ଭିତରେ ଥିବା ଲୋକଟି ଚିତ୍କାର କରିବାର ଶୁଣିବାକୁ ମିଳେ |
ତେବେ ଏହି କ୍ୟାପ୍ସନରେ ଲେଖାଯାଇଛି ଏହା କାହାର ସ୍ୱପ୍ନର କାର ଯାହାକି ବହୁତ କଷ୍ଟ କରି କିଣିଥିଲେ ତେବେ ଏହି ଘଟଣାଟି ଏବେ ଖୁବ ଭାଇରଲ ହେବାରେ ଲାଗିଛି |